CM Defends Vision 2036
Bhubaneswar: Chief Minister Shri Mohan Charan Majhi delivered a spirited reply to the motion of thanks on the Governor's address today, February 19, 2026, despite persistent disruptions from opposition benches. Addressing the House, the Chief Minister characterized Governor Dr. Hari Babu Kambhampati’s speech as a visionary and people-centric roadmap that sets a clear trajectory for the state's development. He...
Paddy Row Paralyzes House
Bhubaneswar: Legislative business in the Odisha Legislative Assembly remained paralyzed for the second consecutive day as opposition members from the Biju Janata Dal and Congress created an uproar over the alleged distress sale of paddy. The morning session saw no productive work as noisy scenes erupted during both Question Hour and Zero Hour, with opposition MLAs brandishing banners and...
GPDP Framework For Efficiency
New Delhi: In a strategic move to refine local governance, the Ministry of Panchayati Raj hosted the third meeting of the committee tasked with rationalizing Gram Panchayat Development Plan (GPDP) activities on 16 February 2026. Chaired by Additional Secretary Shri Sushil Kumar Lohani, the session brought together regional representatives and technical experts from the National Informatics Centre to overhaul...
ଏଫ ଏମ୍ ପ୍ରସାରଣ ସୁଯୋଗର ଉପଯୋଗ କର
ରାଞ୍ଚି : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରେସ୍ ଇନଫରମେସନ୍ ବ୍ୟୁରୋ ରାଞ୍ଚି/ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ରାଞ୍ଚିକୁ ତାଙ୍କର ତିନି ଦିନିଆ ଗସ୍ତରେ ଯାଇ ଆଜି ରାଞ୍ଚି ଆକାଶବାଣୀ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଅଧିକାରୀ ଏବଂ କର୍ମଚାରୀଙ୍କ ସହ ଆଲୋଚନା କରିବା ସହିତ 'ବିକଶିତ ଭାରତ ୨୦୪୭' ଲକ୍ଷ୍ୟ ସମ୍ପର୍କରେ ଗଣମାଧ୍ୟମ ଏବଂ ପ୍ରସାରଣ କ୍ଷେତ୍ରରେ ହେଉଥିବା ଡିଜିଟାଲ ପରିବର୍ତ୍ତନ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ...
ଆଜି ବି ଗୃହକାର୍ଯ୍ୟ ବାଧାପ୍ରାପ୍ତ
ଭୁବନେଶ୍ୱର : ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଧାନର ଅଭାବୀ ବିକ୍ରିକୁ ନେଇ ଗୃହ ମଧ୍ୟରେ ଜୋରଦାର ହଟଗୋଳ କରିବା ଯୋଗୁଁ ଆଜି ବି ବିଧାନସଭାରେ ପୂର୍ବାହ୍ନରେ କୌଣସି କାର୍ଯ୍ୟ ହୋଇପାରି ନାହିଁ । ପ୍ରଶ୍ନକାଳ ଓ ଶୂନ୍ୟକାଳରେ ଦୁଇ ବିରୋଧିଦଳ ଗୃହ ମଧ୍ୟରେ ବ୍ୟାନର ଓ ପୋଷ୍ଟର ପ୍ରଦର୍ଶନ କରିବା ସହିତ ସରକାର ବିରୋଧି ଧ୍ୱନିମାନ ଦେଇଥିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଆଜି ପ୍ରଶ୍ନକାଳ ଆରମ୍ଭ ମାତ୍ରେ ଉଭୟ ବିଜେଡି ଓ କଂଗ୍ରେସର ସଦସ୍ୟମାନେ ହାତରେ ପୋଷ୍ଟର, ବ୍ୟାନର ଆଦି ଧର...
ହସ୍ତତନ୍ତରେ କର୍ମନିଯୁକ୍ତି ଅଧିକ
ଭୁବନେଶ୍ୱର : ରାଜ୍ୟରେ ହସ୍ତତନ୍ତ କ୍ଷେତ୍ରରେ ୧ଲକ୍ଷ ୨୮ ହଜାରରୁ ଅଧିକ ଲୋକ କର୍ମନିଯୁକ୍ତି ପାଇଛନ୍ତି । ଏହା କଳତନ୍ତ କର୍ମନିଯୁକ୍ତି ତୁଳନାରେ ଢେର ଅଧିକ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଉତ୍ତରରୁ ଜଣାଯାଇଛି । ରାଜ୍ୟରେ ହସ୍ତତନ୍ତ ଉପରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ୨୪୪୧ଟି କଳତନ୍ତ ଓ ୫୮,୬୪୯ଟି ହସ୍ତତନ୍ତ କାର୍ଯ୍ୟକ୍ଷମ ଅଛି । କଳତନ୍ତରେ ୪୨୮୪ ଜଣ କର୍ମନିଯୁକ୍ତି ପାଇଥିବାବେଳେ ହସ୍ତତନ୍ତ...
ବିଜୁଳି ବାଇପାସ୍ ଜୋରିମାନା ୨୪ କୋଟି
ଭୁବନେଶ୍ୱର : ବିଳମ୍ବରେ ବିଦ୍ୟୁତ୍ ବିଲ୍ ପଇଠ କରୁଥିବା ହିତାଧିକାରୀମାନଙ୍କ ଠାରୁ ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିସିଓଡିଏଲ୍ ଚଳିତ ଆର୍ଥିକ ବର୍ଷରେ ୬ କୋଟି ଟଙ୍କାରୁ ଅଧିକ ଅର୍ଥ ଆଦାୟ କରିଥିବାବେଳେ ବିଜୁଳି ପାଇବାସ୍ କରିଥିବା ଲୋକଙ୍କ ଠାରୁ ୨୪ କୋଟିରୁ ଅଧିକ ଟଙ୍କା ଆଦାୟ କରିଛି । ବିତରଣ କମ୍ପାନୀମାନେ ଗ୍ରାହକମାନଙ୍କ ଠାରୁ ଆଦାୟ କରୁଥିବା ଅର୍ଥ ସଂକ୍ରାନ୍ତରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ପଚାରିଥିବା ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।...
Odisha Showcases AI Vision
New Delhi: Odisha has emerged as a frontrunner in the national artificial intelligence landscape at the India AI Impact Summit 2026. Speaking at the Democratization of AI- Bharat Story session today, Shri Vishal Kumar Dev, Additional Chief Secretary(ACS) , Energy and Electronics & IT Department, Government of Odisha presented a detailed and strategic roadmap designed to transition the state...
ଦକ୍ଷତା ବିକାଶ କ୍ଷେତ୍ରରେ ୪ଟି ବୁଝାମଣାପତ୍ର
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଆଜି ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ ହୋଇଛି। ଏହା ରାଜ୍ୟର ଦକ୍ଷତା ଇକୋସିଷ୍ଟମର ରୂପାନ୍ତରଣ କରିବା ସହ ଶିଳ୍ପ ଆବଶ୍ୟକତା ସହ ଯୋଡିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ସମାବେଶକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ କହିଛନ୍ତି, ଓଡ଼ିଶାର ଯୁବପିଢ଼ିଙ୍କୁ ଶିଳ୍ପ-ଉପଯୋଗୀ କରିବା ସରକାରଙ୍କର ମୁଖ୍ୟ ପ୍ରାଥମିକତା । ଭିତ୍ତିଭୂମି ଶିଳ୍ପ ଗଢେ, ହେଲେ ଦକ୍ଷତା...
Vision 2036 Strategy Meet
Bhubaneswar: Chief Secretary, Shrimati Anu Garg, chaired All Secretaries Meet at the Kharavel Bhavan to discuss the implementation of the state's vision for 2036 and 2047. The meeting was attended by Development Commissioner Shri Deo Ranjan Kumar Singh, ACS Home, Industry and I&PR, Shri Hemant Sharma, ACS Revenue & Disaster Management, Dr.Arabinda Kumar Padhee along with other Additional Chief...










