Brave Constable Saves Life
Cuttack: A dramatic rescue unfolded at Cuttack Railway Station this morning as Constable/1 Tulu Behera of the Odisha Police demonstrated exceptional bravery and quick thinking, saving the life of a passenger who slipped while attempting to board a moving train. The incident occurred at approximately 8:05 a.m. when Md. Mujahir, a 44-year-old resident of Mirjapur, Uttar Dinajpur, West Bengal, was...
11Years Of Garib Kalyan
New Delhi: Prime Minister Shri Narendra Modi today reiterated the NDA Government's "unwavering commitment" to 'Garib Kalyan' (welfare of the poor) as the nation observes 11 years of what he described as "transformative and inclusive governance." The Prime Minister highlighted the pivotal role played by a "compassionate government" focused on empowerment, infrastructure, and inclusion, in uplifting over 25 crore...
Odisha Urged to Emulate Gujarat Model
Bhubaneswar: The Odisha Madmukti Abhiyan (Odisha Anti-Liquor Campaign) has intensified its call for the State Government to adopt excise policies akin to those implemented in Gujarat and Bihar, aiming for a complete prohibition on intoxicants. This proposal comes as the newly formed BJP Government in Odisha completes its first year, facing mounting pressure to address the growing issue of...
ଖରା ଯାଇନି ବିଏମସି ଛାମୁଡିଆ ପଳାଇଲା
ଭୁବନେଶ୍ୱର : ଖରା ତାପରୁ ରାଜଧାନୀବାସୀଙ୍କୁ ରକ୍ଷା କରିବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବିଭିନ୍ନ ଛକରେ ବାନ୍ଧିଥିବା ଛାମୁଡିଆ ଆଉ ନାହିଁ । ମୌସୁମୀ ପ୍ରବେଶ କଥା ଶୁଣିବାମାତ୍ରେ ବିଏମସି ତୁରନ୍ତ ଏହାକୁ ହଟାଇ ନେଇଛି । ଫଳରେ ବିଭିନ୍ନ ଟ୍ରାଫିକ ଛକରେ ଏବେ ଦୁଇଚକିଆ ଆରୋହୀମାନେ ପୂର୍ବଭଳି ପ୍ରବଳ ଖରା ଓ ଗୁଳୁଗୁଳିରେ କଲବଲ ହେଉଛନ୍ତି । ରାଜଧାନୀର ବିଭିନ୍ନ ଟ୍ରାଫିକ ଛକର ସିଗ୍ନାଲ ପାଇଁ ଅଟକୁ ଥିବା ଦୁଇ ଚକିଆ ଓ ସାଇକେଲ ଆରୋହୀମାନଙ୍କ ଉପରେ ଯେଭଳି ଟାଣ ଖରା...
ଅବକାରୀ ନୀତିରେ ଗୁଜୁରାଟ ମଡେଲ ଗ୍ରହଣ କର
ଭୁବନେଶ୍ୱର : ନୂଆ ଅବକାରୀ ନୀତି ପ୍ରଣୟନ ପାଇଁ ଓଡିଶା ସରକାର ଗୁଜୁରାଟ ଓ ବିହାର ମଡେଲକୁ ଅନୁସରଣ କରିବାଲାଗି ଓଡିଶା ମଦମୁକ୍ତି ଅଭିଯାନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ରାଜ୍ୟର ବିଭିନ୍ନ ଯୋଜନାରେ ଗୁଜୁରାଟ ମଡେଲକୁ ଅନୁସରଣ କରାଯାଉଥିବାବେଳେ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ମଧ୍ୟ ଏହି ରାଜ୍ୟର ବ୍ୟବସ୍ଥାକୁ ଓଡିଶା ସରକାର ଆପଣେଇବା ଆବଶ୍ୟକ । ଏଠାରେ ଉଲ୍ଲେଖନୀୟ ଯେ ଉଭୟ ଗୁଜୁରାଟ ଓ ବିହାରରେ ଏନ୍ଡିଏ ସରକାର ରହିଛି । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ...
Kalikesh’s Toilet Dare
Balangir: Senior lawmaker Kalikesh Narayan Singh Deo has issued a unique and pointed challenge to education officials and school headmasters in Balangir: personally use school toilets after the summer vacation to experience firsthand their dilapidated condition and chronic lack of water supply. This directive comes amidst a continuous stream of complaints regarding unsanitary facilities and the harassment faced...
କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୪୩୦୨
ନୂଆଦିଲ୍ଲୀ : ଜୁନ ୪ତାରିଖ ସୁଦ୍ଧା ଭାରତରେ ୪୩୦୨ଟି ସକ୍ରିୟ ମାମଲା ଚିହ୍ନଟ ହୋଇଛି, ଯାହା ମଧ୍ୟରୁ ଗତ ୨୪ ଘଣ୍ଟାରେ ୮୬୪ଟି ମାମଲା ଚିହ୍ନଟ ହୋଇଛି । ଅଧିକାଂଶ ମାମଲା ସାମାନ୍ୟ ଓ ଘରେ ଉପଚାର ଯୋଗ୍ୟ ରହିଛି । ୧ ଜାନୁଆରୀ ୨୦୨୫ରୁ ଏପର୍ଯ୍ୟନ୍ତ ୪୪ଟି କୋଭିଡ୍ ମୃତ୍ୟୁ ରିପୋର୍ଟ ହୋଇଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମୃତକଙ୍କର ପୂର୍ବରୁ ଅନ୍ୟାନ୍ୟ ରୋଗ ରହିଥିଲା । ଅମ୍ଳଜାନ, ଏକାନ୍ତ ଶଯ୍ୟା, ଭେଣ୍ଟିଲେଟର ଓ ଜରୁରୀ ଔଷଧ ମହଜୁଦ ରଖିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି...
ଦୁର୍ନୀତିକୁ ବରଦାସ୍ତ କରାଯିବ ନହିଁ
ଭୁବନେଶ୍ୱର : ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ l ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳାରେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଭୂମି...
୨୦୨୭ ମାର୍ଚ୍ଚ ପହିଲାରୁ ଜନ ଗଣନା
ନୂଆଦିଲ୍ଲୀ : ଜାତି ଗଣନା ସହିତ ଦୁଇଟି ପର୍ଯ୍ୟାୟରେ ଜନ ଗଣନା-୨୦୨୭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜନ ଗଣନା-୨୦୨୭ ପାଇଁ ସନ୍ଦର୍ଭ ତାରିଖ ମାର୍ଚ୍ଚ ପହିଲା, ୨୦୨୭ ର ମଧ୍ୟରାତ୍ର ହେବ। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏବଂ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଅଣ-ସମକାଳୀନ ବରଫାବୃତ ଅଞ୍ଚଳ ତଥା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ, ସନ୍ଦର୍ଭ ତାରିଖ ଅକ୍ଟୋବର ପହିଲା, ୨୦୨୬ ର ମଧ୍ୟରାତ୍ର ହେବ। ଜନଗଣନା ଅଧିନିୟମ ୧୯୪୮ ର ଧାରା ୩ ର ବ୍ୟବସ୍ଥା ଅନୁଯାୟୀ ଉପରୋକ୍ତ...
Singh Deo Actively Engages With Constituents
Balangir: Senior Lawmaker, Kalikesh Narayan Singh Deo is continuing his proactive engagement with residents across his Assembly Constituency, holding a dedicated public grievance redressal program on Tuesday at Jankarpali RR Colony, Dungripalli, Lower Suktel, Balangir. The initiative comes on the heels of a significant review meeting on Monday concerning the ongoing challenges faced by those impacted by the Lower...










