ସରକାରୀ ଚାକିରିରେ ଲକ୍ଷାଧିକ ପଦବୀ ଖାଲି
ଭୁବନେଶ୍ୱର : ଓଡ଼ିଶାରେ ମଞ୍ଜୁରୀପ୍ରାପ୍ତ ସରକାରୀ ପଦପଦବୀ ଭିତରୁ ପ୍ରାୟ ଏକ ତୃତୀୟାଂଶ ଖାଲି ରହୁଛି । ଗୋଟିଏ ପଟେ ଉତ୍କଟ ବେକାରୀ ସମସ୍ୟା ଲାଗି ରହିଥିବାବେଳେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ବହୁ ଯୁବକ ଯୁବତୀ ବିଭିନ୍ନ ରାଜ୍ୟକୁ ଏମିତିକି ବିଦେଶକୁ କାମଧନ୍ଦା ପାଇଁ ଚାଲିଯାଉଥିବା ବେଳେ ନିଜ ରାଜ୍ୟରେ କିନ୍ତୁ ଲକ୍ଷାଧିକ ସରକାରୀ ଚାକିରି ଖାଲି ରହୁଛି । ସରକାରୀ ତଥ୍ୟ ମୁତାବକ ୨୦୨୪ ଆରମ୍ଭ ବେଳକୁ ରାଜ୍ୟରେ ମଞ୍ଜୁରୀ ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସଂଖ୍ୟା ଥିଲା ୫,୯୬,୬୪୭ । ସେତେବେଳକୁ...
Minor Mineral Revenue Drops
Bhubaneswar: Odisha Government is facing scathing criticism from the opposition regarding alleged widespread illegal mining of minor minerals across the state. BJD Spokesperson, Lenin Mohanty, today accused the administration of "obvious collusion" with a "mining mafia" and dismissed the minister's recent statements as a mere "whitewash." Dr.Mohanty's sharp remarks came as he highlighted a startling decline in state revenue from minor...
କୃଷି ଆତ୍ମନିର୍ଭରଶୀଳତା ପାଇଁ ଆହ୍ୱାନ
ଭୁବନେଶ୍ୱର : କୃଷିରେ ଅଭାବୀ କ୍ଷେତ୍ରଗୁଡ଼ିକ ଚିହ୍ନଟ କରି ଓଡିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନୀତି ନିର୍ଦ୍ଧାରକ, ବୈଜ୍ଞାନିକ ଏବଂ ଗବେଷକମାନଙ୍କୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଓୟୁଏଟି (ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର୍ ଆଣ୍ଡ୍ ଟେକ୍ନୋଲୋଜି) ଓ ଆଇ.ଏସ୍.ଏ.ଏମ୍. (ଇଣ୍ଡିଆନ ସୋସାଇଟି ଅଫ୍ ଏଗ୍ରିକଲଚରାଲ ମାର୍କେଟିଂ) ହାଇଦ୍ରାବାଦ ଆନୁକୂଲ୍ୟରେ ଓୟୁଏଟି ଠାରେ "ଓଡିଶାର କୃଷି ବ୍ୟବସାୟ ସମ୍ଭାବନା’’ ଶୀର୍ଷକ ଜାତୀୟ ସେମିନାରକୁ ଉଦ୍ଘାଟନ କରି ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଏହି ସମାରୋହରେ ରାଜ୍ୟପାଳ ଉଦ୍ବୋଧନ...
ପ୍ରାକୃତିକ ସମ୍ପଦ ଉପରେ କେବଳ ଲୋକଙ୍କ ଅଧିକାର
ଭୁବନେଶ୍ଵର : ପ୍ରାକୃତିକ ସମ୍ପଦର ସୁରକ୍ଷା ତଥା ନଦୀ ଓ ଜଳ ଉତ୍ସଗୁଡ଼ିକର ସଂରକ୍ଷଣ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ କନଭେନସନ୍ ଆୟୋଜିତ ହୋଇଯାଇଛି । ଏହାର ପ୍ରଥମ ଅଧିବେଶନ ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବାବେଳେ ଦେଶର ବିଶିଷ୍ଟ ପରିବେଶବିତ୍, ନର୍ମଦା ବଞ୍ଚାଅ ଆନ୍ଦୋଳନ ତଥା ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟର ପ୍ରତିଷ୍ଠାତା ସଦସ୍ୟ ମେଧା ପାଟେକର ଏହାକୁ ଉଦଘାଟନ କରିଥିଲେ। ଜଳବାୟୁ ନ୍ୟାୟ ଅଧ୍ୟୟନ କେନ୍ଦ୍ର, ଲୋକଶକ୍ତି ଅଭିଯାନ ଏବଂ ଦୟା ସୁରକ୍ଷା ଅଭିଯାନ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି...
Shah Hails ‘Historic’ Anti-Naxal Success
New Delhi: Union Home Minister and Minister of Cooperation, Shri Amit Shah, today met with officers instrumental in recent anti-Naxal operations, commending their "historic success" and reaffirming the Modi government's unwavering commitment to eradicating Naxalism from India. The Minister's remarks, made here and echoed in a post on X, highlighted significant breakthroughs in the fight against Left-Wing Extremism (LWE), particularly...
Vishal Dev Steers ESDM Strategy
Bhubaneswar: The Electronics and Information Technology (E&IT) Department, Government of Odisha, recently organized a pivotal Industry Interaction Workshop titled ‘The Odisha Advantage: Fueling Your ESDM Vision’. This key event, largely driven by the forward-looking vision of Vishal Kumar Dev, Principal Secretary, Energy and E&IT Department, served as a critical feedback session between the department and crucial industry stakeholders. The workshop...
Rambha Palace Calling!
Chilika: A stunning piece of Odisha's rich history has been unveiled in a new avatar as the majestic Rambha Palace, a 200-year-old architectural marvel, officially opens its doors as a luxury heritage hotel on the serene banks of Chilika Lake in Ganjam district. The meticulously restored structure, boasting distinct European aesthetics, promises to offer discerning travelers a unique blend...
PM Modi: Odisha’s First-Year Salute
Bhubaneswar: Prime Minister Narendra Modi is set to visit Odisha on June 20 to participate in the grand celebrations marking the first anniversary of the BJP government in the state, led by Chief Minister Mohan Charan Majhi. The visit underscores the central government's significant focus on Odisha, following the historic mandate that brought the BJP to power for the...
୧୭ ଜିଲ୍ଲାରେ ମେଡିକାଲ୍ କଲେଜ୍ କେବେ ?
ଭୁବନେଶ୍ୱର : ରାଜ୍ୟର ୧୩ଟି ଜିଲ୍ଲାରେ ଏବେ ସରକାରୀ ମେଡିକାଲ କଲେଜ ଥିବାବେଳେ ଅନ୍ୟ ୧୭ଟି ଜିଲ୍ଲାରେ ଏଥିପାଇଁ ଦାବି ବଢ଼ୁଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ୍ କଲେଜ୍ ଓ ନର୍ସିଂ କଲେଜ୍ ପ୍ରତିଷ୍ଠା କରିବା ଲାଗି ବିଜେପି ଗତ ନିର୍ବାଚନ ସମୟରେ ତାହାର ସଂକଳ୍ପ ପତ୍ରରେ ଘୋଷଣା କରିଥିବା ପରିପ୍ରେକ୍ଷୀରେ ଯେଉଁ ଜିଲ୍ଲାଗୁଡ଼ିକରେ ସରକାରୀ ମେଡିକାଲ୍ କଲେଜ୍ ନାହିଁ ସେଠାରେ ଏଭଳି ଦାବି ବଢ଼ିବା ସ୍ୱାଭାବିକ । ଏବେ କଳାହାଣ୍ଡି, ବାଲେଶ୍ୱର, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କଟକ, ପୁରୀ,...
୭ଶହରୁ ଅଧିକ ସମବାୟ ସମିତି ଅଚଳ
ଭୁବନେଶ୍ୱର : କେନ୍ଦ୍ର ସରକାର ସମବାୟ ସଂସ୍ଥାକୁ ମଜବୁତ୍ ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ରାଜ୍ୟରେ ୭ଶହରୁ ଅଧିକ ସମବାୟ ସଂସ୍ଥା ଅଚଳ ହୋଇ ପଡିଛି । ଏଥି ମଧ୍ୟରେ ୧୧ଟି ଶୀତଳଭଣ୍ଡାର ବି ରହିଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ମୋଟ୍ ୭୦୧ଟି ସମବାୟ ସମିତି ଅଚଳ ଅବସ୍ଥାରେ ଥିବାବେଳେ ଏଥିରୁ ସର୍ବାଧିକ ୧୪୧ଟି କଟକ ଜିଲ୍ଲାରେ ରହିଛି । ଏହା ପଛକୁ ଖୋରଧା ଜିଲ୍ଲାରେ ୧୧୦ଟି ସମିତି ଅଚଳ ଥିବାବେଳେ ପୁରୀ ଜିଲ୍ଲାରେ ଏହି ସଂଖ୍ୟା ୭୨ଟି ରହିଛି । ଗଜପତି...










