ପ୍ଲାଜମା ଥେରାପିରେ ବାର ଶହ ସୁସ୍ଥ

0

ରାଜ୍ୟରେ ପ୍ଲାଜମା ସଂଗ୍ରହ ସାଢେ ୩ହଜାର ୟୁନିଟ୍‍ ଟପିଥିବାବେଳେ ପ୍ଲାଜମା ଥେରାପି ଦ୍ୱାରା ପ୍ରାୟ ୧୨୦୦ ଲୋକ ସୁସ୍ଥ ହୋଇ ସାରିଲେଣି । ପ୍ଲାଜମା ଥେରାପି ନେଇଥିବା ଶତାଧିକ ଗୁରୁତର କୋଭିଡ ରୋଗୀଙ୍କ ସ୍ୱାସ୍ଥାବସ୍ଥା ବି ସ୍ଥିର ରହିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସୁଦ୍ଧା ରାଜ୍ୟରେ ୩୫୬୩ ୟୁନିଟ୍‍ ପ୍ଲାଜମା ସଂଗ୍ରହ କରାଯାଇ ସାରିଲାଣି । ୧୫୯୦ଜଣ ସ୍ୱେଚ୍ଛାକୃତ ଦାତାଙ୍କ ଠାରୁ ଏହି ପ୍ଲାଜମା ସଂଗ୍ରହ କରାଯାଇଛି । ସଂଗ୍ରହ କରାଯାଇଥିବା ପ୍ଲାଜମା ମଧ୍ୟରୁ ଆଜି ସୁଦ୍ଧା ୨୯୯୭ ୟୁନିଟ୍‍ କୋଭିଡ...

କାର୍ୟ୍ୟକ୍ଷେତ୍ର ନିକଟରେ ଟୀକା

0

ସ୍ୱାସ୍ଥ୍ୟ ସେବା କର୍ମଚାରୀମାନଙ୍କୁ ସେମାନଙ୍କ କାର୍ୟ୍ୟକ୍ଷେତ୍ର ନିକଟରେ କରୋନା ଟୀକା ଦିଆଯିବ । ଟୀକା ପ୍ରଦାନ ପାଇଁ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । କରୋନା ଯୁଦ୍ଧରେ ଆଗଧାଡିରେ ଥିବା ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ କୋଭିଡ ଟୀକା ଦେବାପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ସହିତ ଏମାନଙ୍କ ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ । ତଦନୁଯାୟୀ ରାଜ୍ୟ ସରକାର ସମସ୍ତ ସରକାରୀ, ଘରୋଇ ଚିକିତ୍ସାକେନ୍ଦ୍ର ସହିତ ଅଙ୍ଗନବାଡି ଓ ଆଶା କର୍ମଚାରୀଙ୍କ...

ଜୀବନଙ୍କୁ ନିଲମ୍ବିତ କଲା ବିଜେଡି

0

ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଆଜି ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧି କାର୍ଯ୍ୟ ପାଇଁ ତାଙ୍କ ବିରଦ୍ଧରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ । ୨୦୦୯ ଓ ୨୦୧୪ ନିର୍ବାଚନରେ ଜୀବନ ପ୍ରଦୀପ ବାଲେଶ୍ୱର ବିଧାନସଭା ଆନସନରୁ ବିଜେଡି ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ୨୦୧୯ରେ କିନ୍ତୁ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କ ଠାରୁ ପରାସ୍ତ ହୋଇଥିଲେ । ତେବେ ଶ୍ରୀ ଦତ୍ତଙ୍କ ଅକାଳ ବିୟୋଗ ପରେ ସଦ୍ୟ...

Authority Clears Mega Projects

In its bid to propel employment opportunities and boost industrialization in the State, the Government on Thursday accorded approval to five mega investment proposals worth Rs. 92,713 crore.These projects, a record investment approved under IPR-2015, that will create potential employment for 31,979 persons was approved at the 24th high level clearance authority (HLCA) meeting chaired by Chief Minister Naveen...

Prabir Pradhan No More

0

Another working Journalist succumbed to COVID-19 in Odisha on 5 November. Prabir Pradhan, a senior scribe of a news channel, died at a hospital in Bhubaneswar, his family said. He was 35. Prabir,  a native of Athamalik in Angul district, is survived by wife and a two-year-old daughter. H is father, a retired police officer, had also succumbed to the dreaded virus  a...

Supp Budget Prep Begins

While Supplementary Budget will be presented on 20 November in the Odisha Legislative Assembly, accordingly preparation has begun for shaping the same looking at the priorities of the State Government in coming months.Senior Officials of the Department of Finance are engaged in formulation of Revised Estimates for 2020-21. Principal Secretary Ashok Kumar Meena has written to all Secretaries in...

Action Plan For Vaccine

0

With COVID-19 Vaccines will be available early 2021, Odisha Government is chalking out COVID-19 Vaccination Action Plan on the lines of Ministry of Health & Family Welfare (MoHFW).Accordingly, Institutions and Personnel are identified and detailed list is being prepared. While 3872 Government and Private Health Care facilities are listed, 3,08,889 Health Care Workers (HCW)s are identified for the purpose. ACS Health...

TN Offers Green Crackers

Two days after Odisha putting a ban on the sale and use of fire crackers during this Deepabali in wake of the prevailing COVID-19 pandemic situation, Tamil Nadu Government Thursday urged Chief Minister to lift the restriction.Tamil Nadu Chief Minister K Palaniswami in a letter to his counterparts in Odisha and Rajasthan requested to revoke the ban on sale...

ଅତିରିକ୍ତ ବଜେଟ୍‍ ପ୍ରସ୍ତୁତି ଜୋରଦାର

0

ଆସନ୍ତା ୨୦ତାରିଖରେ ଓଡିଶା ବିଧାନସଭାରେ ଅତିରିକ୍ତ ବଜେଟ୍‍ ଉପସ୍ଥାପନ ହେବାକୁ ଯାଉଥିବାରୁ ଅଗ୍ରାଧିକାର ଭିତ୍ତିରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି । ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକୁ ଜୋରଦାର କରିଛନ୍ତି । ତେବେ କୋଭିଡ ମହାମାରୀ ଏ କ୍ଷେତ୍ରରେ ଏକ ଆହ୍ୱାନ ହୋଇଛି । ଚଳିତବର୍ଷ ମାର୍ଚ୍ଚ ୨୦ ତାରିଖରୁ ରାଜ୍ୟ ସରକାର କୋଭିଡ ସହ ଲଢୁଥିବାବେଳେ ଆହୁରି କିଛିଦିନ ଏହା ଜାରି ରହିବ । ରାଜ୍ୟ ସରକାର ଏବେ କୋଭିଡ ପରିଚାଳନା ସହିତ ଲୋକଙ୍କ ଜୀବନ ଜୀବିକାକୁ ଅଗ୍ରାଧିକାର ଦେଉଛନ୍ତି...

କାଲି ନିଲମ୍ବନ ଆଜି ଇସ୍ତଫା

0

ଦଳରୁ ନିଲମ୍ବନ ହେବାର ଦିନକ ପରେ ଆଜି ପୂର୍ବତନ ବିଜେଡି ବିଧାୟକ ଜୀବନ ପ୍ରଦୀପ ଦାସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳରୁ ନିଲମ୍ବନକୁ ନେଇ ଶ୍ରୀ ଦାସ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହିତ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯାଇନଥିବା କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ ସେ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଉପନିର୍ବାଚନରେ ନିଜେ...