ଶହେ ତଳକୁ ଖସିଲା ଖୋରଧା

0

ଖୋରଧା ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ୧୦୦ ତଳକୁ ଖସିଛି । ଗତ ୨୪ଘଣ୍ଟା ମଧ୍ୟରେ ଖୋରଧା ଜିଲ୍ଲାରେ ୯୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଦୀର୍ଘ ଦିନ ପରେ ଖୋରଧାରେ କରୋନା ପ୍ରକୋପ କମିଥିବାବେଳେ ବାଲେଶ୍ୱର, ସୁନ୍ଦରଗଡ ଓ କଟକ ଏବେ କରୋନା ସଂକ୍ରମଣ କ୍ଷେତ୍ରରେ ଖୋରଧା ଉପରେ ରହିଛନ୍ତି । ରାଜ୍ୟରୁ ଆଉ ୧୨୧୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୭୯୩ରେ ପହଞ୍ଚିଛି ।...

ଅଦାଲତଙ୍କ ରାୟକୁ ଅଗ୍ରାଧିକାର ଦିଆଯିବ

0

ଠିକ୍‌ ସମୟରେ ମାନ୍ୟବର ଅଦାଲତଙ୍କ ରାୟକୁ କାର୍ଯ୍ୟକାରୀ କରିବାକୁ ଅଗ୍ରାଧିକାର ଦେବା ଓ ଆବଶ୍ୟକ ସ୍ଥଳେ ଆଇନ ବିଭାଗର ମତାମତ ନେଇ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଅଧିକାରୀମାନେ ମକଦ୍ଦମାଗୁଡ଼ିକୁ ବିଳମ୍ବରେ ପେଶ୍‌ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି । ଏଥି ସହିତ ସରକାରଙ୍କ ‘ମୋ ସରକାର’ ଅଭିଯାନର ନିର୍ଦ୍ଦେଶାନୁଯାୟୀ ସରକାରୀ କାର୍ଯ୍ୟ କରୁନଥିବା ଓ...

କଂଗ୍ରେସର କ୍ଷେତ ବଂଚାଅ ଶୋଭାଯାତ୍ରା

0

ଦେଶର କୃଷି, କୃଷକ ଓ ଶ୍ରମିକମାନଙ୍କ ସ୍ୱାର୍ଥକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରି କେନ୍ଦ୍ରର ବିଜେପି ସରକାର ୩ ଗୋଟି ବିଧେୟକ ସଂସଦରେ ପାରିତ କରି ଆଇନ୍ରେ ପରିଣତ କରିଛନ୍ତି । ଏହାର ପ୍ରତିବାଦରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟ୍ରାକ୍ଟର ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲାକୁମାର ଯୋଗଦେଇ କହିଛନ୍ତି ଯେ କୃଷକ ଓ ଶ୍ରମିକମାନଙ୍କ ଉନ୍ନତି ଓ ସ୍ୱାର୍ଥରକ୍ଷା ପାଇଁ କଂଗ୍ରେସ ଦଳ...

ଲଘୁ ଖଣିଜ ଉତ୍ତୋଳନ ୩୦ ପ୍ରତିଶତ

0

ରାଜ୍ୟରେ ଥିବା ଲଘୁ ଖଣିଜ ଦ୍ରବ୍ୟ ମଧ୍ୟରୁ ମାତ୍ର ୩୦ ପ୍ରତିଶତ ଉତ୍ତୋଳନ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ସମସ୍ତ ଲଘୁ ଖଣିଜ ଦ୍ରବ୍ୟର ବ୍ୟବହାର କରିଥିବାବେଳେ ନବରଙ୍ଗପୁର ଜିଲ୍ଲା ସବୁଠାରୁ କମ୍‍ ମାତ୍ର ୧୦ ପ୍ରତିଶତ ବ୍ୟବହାର କରିପାରିଛି । ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟର ବ୍ୟବହାର ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ କରିଥିବା ସମୀକ୍ଷାରୁ ଏହି ସୂଚନା ମିଳିଛି । ରାଜ୍ୟରେ ୪୭୬୭ଟି ଲଘୁ ଖଣିଜ ଉତ୍ସ ଥିବାବେଳେ ୧୪୨୮ରୁ ଖନନ କରାଯାଇଛି ଯାହାକି...

ପର୍ଯ୍ୟଟନ ଋତୁରେ ହୋଟେଲ ଖାଁ ଖାଁ

0

କରୋନା ମାଡରେ କୋମାକୁ ଚାଲିଯାଇଥିବା ଓଡିଶାର ପର୍ଯ୍ୟଟନ ଶିଳ୍ପର ସ୍ୱାସ୍ଥ୍ୟ ଏବର୍ଷ ଶୀତଋତୁରେ ଅଧିକ ବିଗିଡିବା ଆଶଙ୍କା କରାଯାଉଛି । ପ୍ରାୟ ୮ମାସ ଧରି କାରବାର ଶୂନ୍ୟ ହୋଇପଡିଥିବା ତାରକା ହୋଟେଲଗୁଡିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତ ଦୂରରକଥା ନିଜର କର୍ମଚାରୀମାନଙ୍କୁ ବି ବେତନ ଦେବା ଅବସ୍ଥାରେ ନାହାନ୍ତି । ଏଭଳି ସ୍ଥିତି ଜାରି ରହିଲେ ସଂଖ୍ୟାଧିକ ତାରକା ହୋଟେଲର ଆର୍ଥିକ ବୋଝ ଅଣାୟତ ଅବସ୍ଥାକୁ ଚାଲଯିବାର ଆଶଙ୍କା ଉପୁଜିଛି । ସାଧାରଣତଃ ଶୀତଋତୁରେ ରାଜ୍ୟକୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି । ଏହାଛଡା ନଭେମ୍ବରରୁ...

Dateline For Minor Minerals

0

In order to meet the scarcity of minor minerals in the market, State Government has stressed on settlement and operationalization sources on fast track mode. Optimum exploration of minor minerals has been stressed to meet the demand supply gap existing in the State.Accordingly, 30 November has been set as the dateline to operationlize all the potential sources by the Department...

State Honor For Athletes

0

Athletes from the Reliance Foundation Odisha Athletics High Performance Centre (HPC) in Bhubaneswar registered an impressive 100 personal best (PB) timings over the four competition series that concluded at the Kalinga stadium in Bhubaneswar on Sunday, 8 November. Secretary to Chief Minister V K Pandian honored the successful athletes in a simple ceremony. Director Sports and Youth Affairs R Vineel Krishna...

FASTag Made Mandatory

0

Union Ministry of Road Trasport & Highways has issued a notification making FASTag mandatory to be available by 1 January 2021 in old vehicles also i.e. M and N category of motor vehicles (four wheelers) sold before 1December, 2017 through amendments in CMVR, 1989.The Ministry has notified GSR 690 (E) dated 6 November, 2020 in this regard. As per Central...

CM Rejects Scholarship Slash

Chief Minister Naveen Patnaik has decided not to slash the Post-Matric Scholarship amount for Scheduled Caste(SC)  and Scheduled Tribe(ST) students."There will be no change in the amount of post-matric scholarship for SC & ST students," Chief Minister Mr.Patnaik said. CM Mr.Patnaik said the students will continue to get the same amount of scholarship as they availed in the previous academic...

Maoist Elimination On Track

0

DGP Abhay said the State Police was determined to completely eliminate the Maoists from “Swabhiman Anchal” in Malkangiri district. Mr.Abhay after making a visit to Gurasetu BSF’s Company Operating Base (COB), recently set up in the Maoist hotbed of Malkangiri district said this. The security personnel have set up at least seven COBs in the Swabiman Anchal, considered as the Hot Spot mostly...