44K Received Jabs

0

Bhubaneswar: More than 44,800 Health Care Workers (HCW) have been vaccinated in the State on Thursday. By 6 PM of 21 January, 44,880 number of health care worker beneficiaries have been vaccinated, which turns out to be 121 Percent of the total listed beneficiaries for today. While it was targeted to vaccinate 37,076 beneficiaries on 21 January, as more beneficiaries were...

ମଣ୍ଡିରେ ଧାନ ପଡ଼ିରହିବା ମନୁଷ୍ୟକୃତ

0

ସମ୍ବଲପୁର : ରାଜ୍ୟ ସରକାରଙ୍କ ଅପାରଗତା ଓ ଅବ୍ୟବସ୍ଥା କାରଣରୁ ମଣ୍ଡିରେ ଧାନ ପଡିÿରହୁଥିବା କାରଣରୁ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ଓ କଟନୀଛଟନୀ ବନ୍ଦ କରିବା ନେଇ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଚାଷୀ ଅଧିକାର ରାଲିରେ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରରାଯାଇଛି । ରାଜ୍ୟସଭା ସାଂସଦ ତଥା ଓଡିଶାର ସହପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି ଯେ ଓଡ଼ିଶାରେ ଅନେକ କେନ୍ଦ୍ରୀୟ ଯୋଜନା ଲାଗୁ ହେଉଥିବା ବେଳେ...

Volunteers Get Urban Training

0

Bhubaneswar: Department of Housing and Urban Development together with Urban Management Centre (UMC), organized a day long orientation program for training of volunteers, to be engaged in enumeration of core sanitation workers under the scheme ‘Garima’. Safai Karmachari Andolan, an organisation working in the sanitation sector, has been roped in to carry out the survey in six pilot cities...

କିନ୍ନରଙ୍କ ହାତରେ ବିଏମସି ପାର୍କିଂ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ଦୁଇଟି ପ୍ରମୁଖ ପାର୍କିଂ ଅଞ୍ଚଳକୁ ଅଗ୍ରଣୀ କିନ୍ନର ସଂଗଠନକୁ ହସ୍ତାନ୍ତର କରାଯାଇଛିି । ଏହି ହସ୍ତାନ୍ତର କରିଛନ୍ତି ବିଏମସି କମିଶନର୍ ପ୍ରେମ୍ ଚନ୍ଦ୍ର ଚୌଧାରୀ । ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଆଡକୁ ଯାଇଥିବା ରାସ୍ତାର ପ୍ରଥମ ବସ୍ ରହଣୀ ନିକଟରେ ଏହି କାର୍ଯର୍ର୍ର୍୍ୟକ୍ରମ ଅନୁଷ୍ଠିତ ହୋଇଅଛି । କିନ୍ନରଙ୍କ ଅନ୍ତର୍ଭୁକ୍ତିକରଣ ଏବଂ ମୁଖ୍ୟ ସ୍ରୋତରେ ସାମିଲର ଆଭିମୁଖ୍ୟ ଏବଂ ରହିଥିବା ସୁଯୋଗ ଅନୁଯାୟୀ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାମିଲ୍ କରିବାର ପ୍ରଚେଷ୍ଟା ସ୍ୱରୁପ ଏହି ପଦକ୍ଷେପ...

କୋଣାର୍କ ବିକାଶର ଚିଠା ପ୍ରସ୍ତୁତ

0

ଭୁବନେଶ୍ୱର : ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି। ଏହି କାର୍ଯ୍ୟ କ୍ରମର ଅଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି। କୋଣାର୍କକୁ ପ୍ରତି ଦିନ ବିଶ୍ୱର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସି ଥାନ୍ତି । ତେଣୁ କୋଣାର୍କ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ଆନ୍ତଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।   ଆଜି  ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟ...

ଓଡିଶାକୁ ନିଶାମୁକ୍ତ କରିବାକୁ ଆହ୍ୱାନ

0

ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନ ଓ ଉକ୍ରଳ କଂଗ୍ରେସର ୧୦୦ ବର୍ଷ ପୂର୍ତିକୁ ଧୁମ୍ଧାମରେ କଂଗ୍ରେସ ବର୍ଷ ତମାମ୍ ପାଳନ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥି ସହିତ ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ପ୍ରତି ଯଦି ବାସ୍ତବରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଚାହାନ୍ତି ତେବେ ଗାନ୍ଧିଜୀଙ୍କର ତିରୋଧାନ ଦିବସ ଅର୍ଥାତ୍ ଜାନୁଆରୀ ୩୦ ତାରିଖରେ ଓଡିଶାକୁ ନିଶାମୁକ୍ତ କରିବା ପାଇଁ ଘୋଷଣା କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ...

ଯନ୍ତ୍ରଣା ଦେଉଛି ସ୍ମାର୍ଟ ଜନପଥ

0

ଭୁବନେଶ୍ୱର : ରାଜଧାନୀର ସ୍ମାର୍ଟ ଜନପଥ ଏବେ ସ୍ମାର୍ଟସିଟିବାସୀଙ୍କ ପାଇଁ ଯନ୍ତ୍ରଣା ପାଲଟିଲାଣି । ଗୋଟିଏ ପଟେ ଧାର୍ଯ୍ୟ ସମୟରେ ନିର୍ମାଣ ସରୁନଥିବାବେଳେ ଅନ୍ୟ ପଟେ ଗାଡିମୋଟର ରଖିବାକୁ ସ୍ଥାନଟିକେ ନପାଇ ଲୋକେ ହନ୍ତସନ୍ତ ହେଉଛନ୍ତି । ସ୍ମାର୍ଟସିଟିରେ ୯୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ସ୍ମାର୍ଟ ଜନପଥ । ଶିଶୁଭବନ ଛକ ଠାରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ଦୁଇ ପଟେ ଏହାର ନିର୍ମାଣ କାର୍ଯ୍ୟ ଗତବର୍ଷ ନଭେମ୍ବର ୨୦ ତାରିଖ ସୁଦ୍ଧା ସରିବାର ଥିଲା । ସ୍ମାର୍ଟଜନଥ ସହିତ ଭୂତର କେବୁଲ ବିଛା...

ଅପମିଶ୍ରଣ ମାମଲାରେ ଦଣ୍ଡ ହାର କମ୍‌

0

ଭୁବନେଶ୍ୱର : ଖାଦ୍ୟ ଅପମିଶ୍ରଣ, ନକଲି ଔଷଧ ପ୍ରସ୍ତୁତି ଓ ଚୋରା ନିଶା କାରବାର କ୍ଷେତ୍ରରେ ରାଜ୍ୟରେ ଦଣ୍ଡବିଧାନ ହାର ଢେର୍‌ କମ୍‌ ରହୁଥିବାରୁ ମୁନାଫାଖୋର୍‌ ଚୋରା ବେପାରୀମାନେ ବେଧଡ଼କ ଭାବେ ସେମାନଙ୍କ ବେଆଇନ୍‌ ସାମ୍ରାଜ୍ୟ ବଢ଼ାଇ ଚାଲୁଛନ୍ତି । ଅନ୍ୟପକ୍ଷରେ ଏହି ସାମଗ୍ରୀ ସେବନ କରୁଥିବା ଖାଉଟିମାନଙ୍କ ଭିତରୁ ଅଧିକାଂଶ ବିଭିନ୍ନ ରୋଗବ୍ୟାଧିର ଶିକାର ହେଉଛନ୍ତି । ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଯେତେ ସଂଖ୍ୟକ ଚୋରା ନିଶା ସାମଗ୍ରୀ, ନକଲି ଔଷଧ ଏବଂ ବିଷାକ୍ତ ତଥା ଅପମିଶ୍ରିତ ଖାଦ୍ୟ ସାମଗ୍ରୀ...

Odisha Mulls Artisan Grade Stone Policy

0

Bhubaneswar: Odisha Government is mulling to formulate ‘Odisha Artisan Grade Stone Policy- 2021’ for the benefit of artisans. Artisan Grade Stone Policy is a much felt need in the larger interest of the stone craft in the state in which more than 25000 artisans are engaged. Development Commissioner Pradeep Jena recently chaired a meeting to discuss the issues relating to the...

Odisha Gets 14Th Innovation Rank

0

New Delhi: Odisha has slipped two ranks below in the Second Edition of India Innovation Index. While this Eastern State was in 12th Rank in First Edition it has slipped to 14th Rank as Rajasthan moved past to gain 12th Position and Madhya Pradesh to 13th Position. In First Edition Rajasthan and Madhya Pradesh were in 13th and 14th Position. NITI Aayog,...