Adivasi Mela Gets Hybrid Model

0

Bhubaneswar: In a bid to take the famous Adivasi Mela beyond State and national boundaries, the Department of SC and ST Development and Minorities & Backward Classes Welfare have come up with hybrid model of the Mela by converting the challenges of Covid-19 to an opportunity. The Social Media Plan ( SMP) for the purpose was launched by Chief Secretary...

WODC Chief Visits Bargarh

Bargarh: Chief Advisor to Chief Minister and Chairman Western Odisha Development Council WODC Asit Tripathy has advised District Administration of Bargarh to identify critical gaps in infrastructure development and service delivery. Mr.Tripathy visited Bargarh and reviewed the progress of developmental works in the district today. Reviewing the progress made so far, Mr.Tripathy directed the district administration to focus on development of...

ସମରେ ଶତ ପ୍ରତିଶତ ଟିକାକରଣ

0

ଭୁବନେଶ୍ୱର : ଦେଶବ୍ୟାପୀ ସବୁଠାରୁ ବଡ କୋଭିଡ-୧୯ ଟିକାକରଣ ଅଭିଯାନ ଜାନୁଆରୀ ୧୬ ତାରିଖରୁ ଜାରି ରହିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ମଧ୍ୟ ଜୋରସୋରରେ ଚାଲିଛି ଟିକାକରଣ । ନିର୍ଦ୍ଧାରିତ ଟାର୍ଗେଟ ଅନୁଯାୟୀ ଚାରି ଦିନ ମଧ୍ୟରେ ଶତ ପ୍ରତିଶତ ଟିକାକରଣ ସମ୍ଭବ ହୋଇଛି । ପୁନେ ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜି ଓ ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ମିଳିତ...

ନଜର ହଟାଇବାକୁ ବିଜେପିର ଘେରାଉ ଡାକରା

0

ଭୁବନେଶ୍ୱର : କେନ୍ଦ୍ରର କୃଷି ଆଇନ୍‍କୁ ହେଉଥିବା ଦେଶବ୍ୟାପି ବିରୋଧରୁ ନଜର ହଟାଇବାପାଇଁ ରାଜ୍ୟ ବିଜେପି ଏବେ ଧାନ ସଂଗ୍ରହର ଆଳ ଦେଖାଇ ଆରଡିସି ଅଫିସ୍‍ ଘେରିବାକୁ ଉଦ୍ୟମ ଚଳାଇଛନ୍ତି । ବିଜେପିର ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ଦେବ କହିଛନ୍ତି ଯେ କେନ୍ଦ୍ରର କୃଷି ଆଇନ୍‍କୁ ଏବେ ସାରା ଦେଶରେ ବିରୋଧ ବଢିବାରେ ଲାଗିଛି । ଓଡିଶାର କୃଷକମାନେ ଦିଲ୍ଲୀ ଯାଇ ସେଠାରେ ବିରୋଧ...

ଆରଡିସି ଅଫିସ ଘେରିବ ବିଜେପି

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ଆସନ୍ତାକାଲି ସମ୍ବଲପୁର ଆରଡିସି ଅଫିସ ଘେରାଉ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ଓଡିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି । ଏହା ସତ୍ୱେ ରାଜ୍ୟ ସରକାର ସେମାନଙ୍କ ଧାନକୁ କିଣୁ ନାହାଁନ୍ତି । କେନ୍ଦ୍ରସରକାର ଧାନ ମଣ୍ଡିଗୁଡିକରେ ଭିତିଭୂମି, ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା...

ଆଦିବାସୀ ପଡ଼ିଆକୁ ଫେରିଲା ମେଳା

0

ଭୁବନେଶ୍ୱର: ଚଳିତବର୍ଷ ଆଦିବାସୀ ମେଳା ପୁଣିଥରେ ଆଦିବାସୀ ପଡ଼ିଆକୁ ଫେରିବ । କରୋନା ମହାମାରୀ ଯୋଗୁ ଷ୍ଟଲ୍‌ ସଂଖ୍ୟା ହ୍ରାସ ସହିତ ପ୍ରଦର୍ଶନୀ ପଡ଼ିଆ ବଦଳରେ ଆଦିବାସୀ ପଡ଼ିଆରେ ଏହା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀ ୨୬ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଆଦିବାସୀ ମେଳାରେ ଚଳିତବର୍ଷ ମୋଟ୍‌ ୯୦ଟି ଷ୍ଟଲ୍‌ ସ୍ଥାନ ପାଇବ । ବିଭିନ୍ନ ଜିଲ୍ଲାରୁ ଆସିଥିବା ଆଇଟିଡିଏ ଓ ଏସଏଚଜିମାନଙ୍କୁ ଏହି ଷ୍ଟଲମାନଙ୍କରେ ସାମଗ୍ରୀ ବିକ୍ରି ପାଇଁ ଅନୁମତି ମିଳିବ । କୋଭିଡ କଟକଣାକୁ ଦୃଷ୍ଟିକୁ...

ଆହାର ଯୋଜନାକୁ ମିଳୁନି ଦାନ

0

ଭୁବନେଶ୍ୱର : ସହରାଞ୍ଚଳରେ ୫ ଟଙ୍କାରେ ଭାତ ଡାଲ୍‍ମା ଯୋଗାଯାଉଥିବା ଆହାର ଯୋଜନା ଲାଗି ଦାନ ଦେବାକୁ ସାଧାରଣ ଲୋକେ କୁଣ୍ଠିତ । ହାତଗଣତି ଦୁଇତିନୋଟି ଶିଳ୍ପ ସଂସ୍ଥା ମୋଟା ଅଙ୍କର ଦାନ ଦେଉଥିବା ବେଳେ ଅନଲାଇନରେ ମିଳୁଥିବା ଦାନ ପରିମାଣ ୬ହଜାର ଟଙ୍କା ବି ହେଉନି । ରାଜ୍ୟର ୧୧୪ଟି ପୌରାଞ୍ଚଳରେ ଲୋକଙ୍କୁ ୫ଟଙ୍କାରେ ଭାତ ଡାଲ୍‍ମା ଯୋଗାଇବାକୁ ୧୫୮ଟି ଆହାର କେନ୍ଦ୍ର ଖୋଲିଛି । ଏହିସବୁ ଆହାର କେନ୍ଦ୍ରରେ ଦୈନିକ ୩୦୦ରୁ ଆରମ୍ଭ କରି ୨ହଜାର ପର୍ଯ୍ୟନ୍ତ ମିଲ୍‍ ଯୋଗାଯାଉଛି ।...

ରାଜଧାନୀରେ ଚାଲିଛି ଶିଶୁ ଭିକ୍ଷାବୃତ୍ତି

0

ଭୁବନେଶ୍ୱର : ଶିଶୁମାନଙ୍କୁ ଭିକ୍ଷାବୃତ୍ତି ଓ ଶ୍ରମିକମାନଙ୍କୁ କାମରେ ଲଗାଇବା ଆଇନଗତ ଦୃଷ୍ଟିରୁ ଗର୍ହିତ ଅପରାଧ ହୋଇଥିଲେ ମଧ୍ୟ ଖୋଦ୍‍ ରାଜଧାନୀ ଭୁବନେଶ୍ୱର ସମେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ବେଆଇନ୍‍ କାମ ଚାଲିଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜରରେ ଦିନ ଦ୍ୱିପ୍ରହରରେ ରାସ୍ତାଘାଟରେ ଶିଶୁମାନଙ୍କୁ ଭିକମାଗିବା ଓ ବିଭିନ୍ନ ପ୍ରକାର ଶ୍ରମରେ ନିୟୋଜନ କରାଯାଉଥିବା ବେଳେ ଆଇନ୍‍ କିନ୍ତୁ ଏଠାରେ ଭିନ୍ନ ବାଟରେ ଯାଉଥିବା ଘେନି ଶିଶୁ ଅଧିକାର ସୁରକ୍ଷା ସହ ଜଡ଼ିତ ସ୍ୱେଚ୍ଛାସେବୀମାନେ ଖୋଲା ଅଭିଯୋଗ କରୁଛନ୍ତି । ରାଜଧାନୀର ବ୍ୟସ୍ତବହୁଳ...

ଶହେ ସ୍କୁଲ ହେବ ମଡେଲ ସ୍କୁଲ

0

ଭୁବନେଶ୍ୱର, : ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲକୁ ଚୟନ କରାଯାଇ ସେଗୁଡ଼ିକୁ ମଡେଲ୍‌ ସ୍କୁଲ ଭାବରେ ବିକଶିତ କରାଯିବ । ଏଥିରେ ପ୍ରତ୍ୟେକଟି ଜିଲ୍ଲାରୁ ଅତିକମ୍‌ରେ ୩ଟି ଲେଖାଏଁ ବିଦ୍ୟାଳୟ ରହିବ । ଚଳିତ ବର୍ଷଠାରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଷ୍ଟୁଡେଣ୍ଟ ଆଡ୍‌ପସନ୍‌ (ପୋଷ୍ୟ ଛାତ୍ର) କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ । ମୋ ସ୍କୁଲ ଅଭିଯାନର ୭ମ ପରିଚାଳନା ବୈଠକରେ ଏହା ସ୍ଥିର ହୋଇଛି । ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଏବଂ ଇଚ୍ଛୁକ...

ଶିଶୁଙ୍କ ପାଇଁ ସୁରକ୍ଷିତ ବାତାବରଣ ଜରୁରୀ

0

ଖୋର୍ଦ୍ଧା : ଶିଶୁମାନଙ୍କୁ ସୁରକ୍ଷିତ ବାତାବରଣ ଯୋଗାଇଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏଥିପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ ବୋଲି ରାଜ୍ୟର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ପିପୁଲସ କଲ୍ଚରାଲ ସେଣ୍ଟର (ପିକକ୍‍) ଦ୍ୱାରା ଶିଶୁ ଯୌନ ନିର୍ଯ୍ୟାତନା କୁ ରୋକିବା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳାରେ ମତପ୍ରକାଶ ପାଇଛି । I ଏହି କର୍ମଶାଳା ରେ ୩୦ ଜଣ ଲୋକ ଭାଗ ନେଇଥିଲେ I ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଵାଣିଶ୍ରୀ ପଟ୍ଟନାୟକ ଏହି କର୍ମଶାଳା...