OMC Pays 1K Cr Dividend
Bhubaneswar: State-run Odisha Mining Corporation (OMC) today paid Rs 1,000 crore interim dividend to the State government for the financial year 2020-21. On behalf of OMC, State Steel & Mines Minister Prafulla Mallick handed over the cheque amounting to Rs 1,000 crore to Chief Secretary Suresh Chandra Mohapatra, in presence of Chief Minister Naveen Patnaik. Among others, Principal Secretary (Finance) Ashok...
SJTA Rejects Lord Land Sale
Puri: Shree Jagannath Temple Administration (SJTA) on Thursday rejected the allegation of its attempt to sell 35,000 acres of land belonging to Lord Jagannath. SJTA Chief Administrator, Krishan Kumar, in a statement, termed the report on sale of Jagannath land on massive scale, as ‘false’ and ‘motivated’. “That 35,000 acres of land of Shree Jagannath Mahaprabhu will be sold, is totally...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାପରେ ବିବାଦର ଅବସାନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ବିଧାୟକମାନେ ଆଜି ନବୀନ ନିବାସ ଯାଇ ଭେଟିବାପରେ ବିଧାନସଭାରେ ଗତ ଛଅ ଦିନ ଧରି ଲାଗି ରହିଥିବା ବିବାଦର ଏକ ପ୍ରକାର ଅବସାନ ଘଟିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆୟୋଜିତ ସର୍ବଦଳୀୟ ବୈଠକପରେ ଆସନ୍ତା କାଲି ଧାନ ସଂଗ୍ରହ ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ବିବୃତ୍ତି ରଖିବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏଥି ସହିତ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ପ୍ରସଙ୍ଗର ତଦାରଖ ସ୍ୱତନ୍ତ୍ର...
ବିକାଶ ଆଣିବ ସମନ୍ୱିତ ଚାଷ
ଭୁବନେଶ୍ୱର : ସାଂପ୍ରତିକ ପରିସ୍ଥିତିରେ ସମନ୍ୱିତ ଚାଷ ପଦ୍ଧତି ଓଡ଼ିଶାର କୃଷିକୁ ଦ୍ରୁତ ଅଗ୍ରଗତି ପଥରେ ନେଇପାରିବ ଏବଂ କୃଷକମାନଙ୍କୁ ସଶକ୍ତ କରିପାରିବ । ସଶକ୍ତ କୃଷକ ହିଁ ସମୃଦ୍ଧ ଓଡ଼ିଶା ଗଠନ କରିବାରେ ସହାୟକ ହୋଇପାରିବ । ଚାଷର ପଦ୍ଧତି ବଦଳୁଥିବାରୁ ସମୟ ସହିତ ତାଳ ଦେଇ ନୂତନ ଚାଷ ପଦ୍ଧତିକୁ ଆପଣେଇ ପାରିଲେ ତୃଣମୂଳ ସ୍ତରରେ ଚାଷୀମାନେ ଉନ୍ନତି କରିପାରିବେ ବୋଲି ବକ୍ତାମାନେ ମତ ଦେଇଛନ୍ତି । ‘କୃଷି ଓଡ଼ିଶା-୨୦୨୧’ର ଚତୁର୍ଥ ଦିବସରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ...
ଶ୍ରୀମନ୍ଦିର ପରିକ୍ରମା ପାଇଁ କୋଟିଏ ଦାନ
ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟ ପାଇଁ କୋଟିଏ ଟଙ୍କା ଦେଇଛନ୍ତି କଳିଙ୍ଗ କର୍ପୋରେସନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୌମ୍ୟ ରଞ୍ଜନ ସାମଲ । ଡକ୍ଟର ସାମଲ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କୁ ଭେଟି ଏହି ଦାନ ରାଶି ପ୍ରଦାନ କରିଛନ୍ତି । ଉଲ୍ଲେଖନୀୟ ଯେ ପୁରୀ ଶ୍ରୀଜଗନ୍ନାଥ ଧାମରେ ଭକ୍ତମାନଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ କାର୍ଯ୍ୟକାରୀ ହେଉଛି ଶ୍ରୀମନ୍ଦିର ପରିକ୍ରମା ଯୋଜନା । ଏଥିପାଇଁ ଏବେ ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ...
ଗବେଷଣା ପ୍ରୋତ୍ସାହନ ପାଇଁ ବୁଝାମଣା
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ପଟାମୁଣ୍ଡାଇ କଲେଜ ମଧ୍ୟରେ ଗୁରୁବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ବଳରେ କଲେଜର ଫ୍ୟାକଲ୍ଟି ମେମ୍ବର୍ମାନେ ପୁର୍ଣ୍ଣକାଳୀନ ଏବଂ ସାମୟିକ ଭାବେ ସୋଆରେ ଗବେଷଣା ଏବଂ ପିଏଚ୍ଡି କରିପାରିବେ । ବୁଝାମଣା ଅନୁଯାୟୀ କଲେଜର ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ସୋଆରେ ବିଭିନ୍ନ ସୁବିଧା ଏବଂ ଲାଇବ୍ରେରୀ ବ୍ୟବହାର ନିମନ୍ତେ ସୁଯୋଗ ପାଇପାରିବେ । ସେହିପରି ସୋଆର ଫ୍ୟାକଲ୍ଟିମାନେ ପଟାମୁଣ୍ଡାଇ କଲେଜର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ‘ଆଡ ଅନ୍’ କୋର୍ସର ସୁବିଧା ଯୋଗାଇଦେବେ...
୭୫୦୦ ଗାଁ ମୋବାଇଲ୍ ସେବାରୁ ଦୂରରେ
ଭୁବନେଶ୍ୱର : ଦେଶରେ ମୋବାଇଲ୍ ଫୋନ୍ ବ୍ୟବହାରକୁ ୨୬ବର୍ଷ ହୋଇଥିବାବେଳେ ଏବେ ବି ଓଡିଶାର ୭୫୦୦ ଗ୍ରାମ ମୋବାଇଲ୍ ସେବା ଠାରୁ ଦୂରରେ । ୧୯୯୫ ମସିହାରେ ଭାରତରେ ମୋବାଇଲ୍ ସେବା ଆରମ୍ଭ ହୋଇଥିବାବେଳେ ସର୍ବଶେଷ ସମୀକ୍ଷାରୁ ଜଣାପଡିଛି ଯେ ଓଡିଶାର ୫୧,୩୫୩ଟି ଗ୍ରାମ ମଧ୍ୟରୁ ୭୪୮୯ ଗାଁ ଲୋକେ ଏବେ ବି ମୋବାଇଲ ସେବାରୁ ବଞ୍ଚିତ । ନିକଟରେ ଓଡିଶା ସରକାର କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟକୁ ଅନୁରୋଧ କରି ଏହିସବୁ ଗାଁ ବିଶେଷକରି ନକ୍ସଲ ପ୍ରଭାବିତ ଗାଁଗୁଡିକୁ ମୋବାଇଲ୍ ସେବା ଉପଲବ୍ଧ ପାଇଁ...
ଉଚ୍ଚଶିକ୍ଷାରେ ଶିକ୍ଷକ ଅଭାବ ଉତ୍କଟ
ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ଏବେ ପ୍ରାୟ ୮୦୦ ଶିକ୍ଷକ ପଦବୀ ଖାଲିପଡିଥିବାବେଳେ ପାଖାପାଖି ଦେଢ ହଜାର ଅଣଶିକ୍ଷକ ପଦବୀ ମଧ୍ୟ ଫାଙ୍କା ରହିଛି । ଏଗୁଡିକ ତୁରନ୍ତ ପୂରଣ କରିବାପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବର୍ଷ ବର୍ଷ ଧରି କୁହାଯାଉଥିଲେ ବି କେବେ ସୁଦ୍ଧା ଏହି ସମସ୍ୟାର ସମାଧାନ ହେବ ସେ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟଭାବେ କେହି କିଛି କହିପାରୁନାହାନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ଉତ୍କଳ, ସମ୍ବଲପୁର, ବ୍ରହ୍ମପୁର, ଫକୀରମୋହନ,...
ଟିକା ତାଲିକାରେ ସାମ୍ବାଦିକଙ୍କୁ ସାମିଲ କର
ଭୁବନେଶ୍ୱର : ସାମ୍ବାଦିକମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ କୋଭିଡି-୧୯ ଟିକାଦାନ ପ୍ରକ୍ରିୟାରେ ସାମିଲ ପାଇଁ ଓଡିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସଚିବଙ୍କୁ ପତ୍ର ଲେଖିଛନ୍ତି । କୋଭିଡ-୧୯ ଟିକାଦାନ ପ୍ରକ୍ରିୟାରେ ସମ୍ମୁଖ ଯୋଦ୍ଧା ତାଲିକାକୁ ଅଧିକ ପରିବ୍ୟାପ୍ତ ପାଇଁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ...
Ratho Takes Over As PCCF & HoFF
Bhubaneswar: Veteran Indian Forest Service (IFS) Officer Sisir Kumar Ratho has taken over as new Principal Chief Conservator of Forests(PCCF) and Head of Forest Force (HoFF) of Odisha. 1987 Batch IFS Mr.Ratho before joining Government of Odisha, was holding the post of Additional Director General of Forests (Addl. DGF) in the Ministry of Environment, Forest and Climate Change in...










