ରାଜଧାନୀ କଲେଜରେ ଅସାମାଜିକଙ୍କ ଆଡ୍ଡା

0

ଭୁବନେଶ୍ୱର : ରାଜଧାନୀ ସରକାରୀ ମହାବିଦ୍ୟାଳୟ ଏବେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ । ସଞ୍ଜ ନଇଁବା ତ ଦୂରରକଥା ଦିନ ଦ୍ୱିପହରରେ ଆସି କଲେଜ ପରିସୀମା ମଧ୍ୟରେ ଏହି ଯୁବକମାନେ ମଦ ଠାରୁ ଆରମ୍ଭ କରି ଗଞ୍ଜେଇ, ଚରସ ଆଦି ସେବନ କରୁଛନ୍ତି । କମିଶନରେଟ ପୁଲିସର ଖଣ୍ଡଗିରି ଥାନା ନିକଟରେ ରହିଛି ଏହି ସରକାରୀ ମହାବିଦ୍ୟାଳୟ । ଏଠାରେ ଯୁକ୍ତ ଦୁଇ ଠାରୁ ଆରମ୍ଭକରି ସ୍ନାତକୋତ୍ତର ପାଠ୍ୟକ୍ରମ ଥିବାରୁ ଦୈନିକ ଶହ ଶହ ଛାତ୍ରୀ ଏଠାକୁ ଅଧ୍ୟୟନପାଇଁ ଆସୁଛନ୍ତି । ଫାଟକରେ ସୁରକ୍ଷାକର୍ମୀ...

Budget Boost For MSME

0

Bhubaneswar: Union MSME Minister of State Pratap Sarangi Sunday asserted that the Budget proposals for 2021-22 as presented in the Parliament by Union Finance Minister Nirmala Sitharaman is a reiteration of the determination of the Narendra Modi government from the ruins of Coronavirus scare across the globe. Addressing a press conference here, the Union Minister said that the Budget is...

Plea For MSME Stimulus

0

Bhubaneswar: The Utkal Chamber of Commerce and Industry (UCCI) has requested the Union Government to announce a stimulus package for MSME sector to help it come out of the pandemic shock.UCCI President Brahma Mishra submitting a memorandum to Union Minister of State for MSME, Pratap Sarangi, said due to the Covid 19 pandemic, which has affected all facets of...

କଟକଣା ହଟାଅ

0

ପୁରୀ : ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧିନରେ ଥିବା ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ (ଏନ୍‍ଏମ୍‍ଏ) ଯେଉଁ କଟକଣା ଲଗାଇଛନ୍ତି ତାହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦାବି କରିଛି । କଟକଣା ତୁରନ୍ତ ହଟାଇବା ସକାଶେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଏନ୍‍ଏମ୍‍ଏର ସଦସ୍ୟ ସଚିବଙ୍କୁ ପତ୍ର ଲେଖିଛନ୍ତି । ଡକ୍ଟର କୁମାର ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ଭାରତ ଓ ଭାରତ ବାହାରେ ଥିବା ଅଗଣିତ ହିନ୍ଦୁଙ୍କ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଜଗନ୍ନାଥ ।...

Krishan Fires Jagannath Salvo

0

Puri: Odisha Government has strongly objected to the Centre’s draft heritage by-law which restricts developmental works around Shree Jagannath Temple. The Shree Jagannath Temple Administration (SJTA) also urged the National Monuments Authority (NMA) under the Ministry of Culture, to withdraw the draft notification of the Heritage Bye-Laws for Shree Jagannath Temple, Puri. SJTA Chief Administrator Krishan Kumar in a letter to...

Coolest Kandhamal Drives COVID-19 Out

0

Bhubaneswar: While there was wide scale apprehension that winter will scale up COVID-19 Cases, Kandhamal District proved it otherwise. In fact Kandhamal is the coldest place in Odisha with mercury level settled below 10 degree Celsius for the past two weeks. However Kandhamal has became COVID-19 free, with no active case left in the district for last three days. Odisha''s COVID-19 caseload...

‘ସୃଜନ ସ୍ୱପ୍ନ’ ଓ ‘କଇଁଟିଏ ମନଟିଏ’ ଲୋକାର୍ପିତ

0

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ବୟୋଜ୍ୟେଷ୍ଠ ରାଜନୀତିଜ୍ଞ, ସମାଜସେବୀ, ମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସୁରେନ୍ଦ୍ର ନାଥ ନାୟକଙ୍କ ଦ୍ୱାରା ତାଙ୍କ ବାସଭବନରେ ଦୁଇଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ସମ୍ପାଦକ ଦେଶବନ୍ଧୁ ସ୍ୱାଇଁ ଓ ସମ୍ପାଦିକା ଦେବଶ୍ରୀ ଧଳଙ୍କ ସମ୍ପାଦନାରେ ନିୟମିତ ପ୍ରକାଶିତ ତ୍ରୈୟମାସିକ ସମୀକ୍ଷା ସମୃଦ୍ଧି ‘ସୃଜନ ସ୍ୱପ୍ନ’ ଓ ଅନ୍ୟତମ କବି ଡକ୍ଟର ସୁଜାତା ପଟ୍ଟନାୟକଙ୍କ ପୁସ୍ତକ ‘କଇଁଟିଏ ମନଟିଏ’କୁ ଶ୍ରୀ ନାୟକ ଲୋକାର୍ପିତ କରି ପତ୍ରିକା ଓ ପୁସ୍ତକ ଉପରେ ନିଜର ଖୁସିବ୍ୟକ୍ତ କରିଥିଲେ...

ପାଣି ମିଟର ଉପରେ ଚୋରଙ୍କ ନଜର

0

ଭୁବନେଶ୍ୱର : ଅମୃତ ଯୋଜନାରେ ଲଗାଯାଉଥିବା ପାଣି ପାଇପ୍‍ ମିଟର ଉପରେ ଏବେ ଚୋରଙ୍କ ନଜର । ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ଏହି ପାଣି ମିଟରକୁ ଏବେ ଚୋରମାନେ ଟାର୍ଗେଟ କରିବା ସହିତ ତାହାକୁ ନେଇ ଯାଉଛନ୍ତି । ସ୍ଥାନୀୟ ଛଅ ନମ୍ବର ୟୁନିଟ୍‍ରେ ଅମୃତ ଯୋଜନାରେ ଜଳ ଯୋଗାଣ ସହିତ ପାଣି ଖର୍ଚ୍ଚର ହିସାବ ପାଇଁ ପ୍ରତ୍ୟେକ କ୍ୱାଟର୍ସରେ ପାଣି ମିଟର ଲାଗିଛି । ବହୁ ସ୍ଥାନରେ ଏହି ମିଟରଗୁଡିକ ବାଡିରେ ଖୋଲମେଲା ଅବସ୍ଥାରେ ଲାଗିଥିବାବେଳେ ତାହାକୁ ସହଜରେ ଚୋରମାନେ ନେଇ...

Stop Blaming; Work In Tandem

0

Bhubaneswar: Everybody starts crying for the poor railway connectivity in Odisha, when the Union Government presents the annual Budget. As expected both the governing Biju Janata Dal and opposition Bharatiya Janata Party are out with their swords of words to counter each other, over railway allocation for 2021-22. While the BJP government claims that it has allocated a lot...

କେବେ ଗଡ଼ିବ ତାଳଚେର-ବିମଳାଗଡ଼ ରେଳ?

0

ଭୁବନେଶ୍ୱର : ରାଉରକେଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ସମୟରେ ପ୍ରାୟ ୬୦ ବର୍ଷ ତଳେ ତାଳଚେର-ବିମଳାଗଡ଼ ରେଳପଥ ପାଇଁ ପ୍ରସ୍ତାବ ଆସିଥିଲା । ଦୀର୍ଘଦିନର ଦାବି ଓ ଆନ୍ଦୋଳନ ପରେ ୨୦୦୪-୦୫ ବର୍ଷରେ ରେଳ ବଜେଟ୍‍ରେ ପ୍ରଥମଥର ଲାଗି ଏହି ରେଳପଥ ଲାଗି ଅର୍ଥବରାଦ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ୧୮ଟି ରେଳ ବଜେଟ୍‍ ଉପସ୍ଥାପିତ ହୋଇଥିଲେ ମଧ୍ୟ ମାତ୍ର ୧୫୪ କିଲୋମିଟର ଦୈର୍ଘ୍ୟର ଏହି ରେଳପଥର ନିର୍ମାଣ କାର୍ଯ୍ୟ ଯେଭଳି କଚ୍ଛପ ଗତିରେ ଚାଲିଛି ତାହା ଅବ୍ୟାହତ ରହିଲେ ଆସନ୍ତା ୩୦...