ଟୀକାଦାନ ପାଇଁ ସମରେ ଡ୍ରାଏ ରନ୍

0

ଭୁବନେଶ୍ୱର : ଟୀକାକରଣ ପ୍ରକ୍ରିୟାକୁ ସକ୍ରିୟ ଓ ସଫଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରେ ଟୀକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ପ୍ରସ୍ତୁତି କରାଯାଇଛି । ଶୁକ୍ରବାର ସମ୍ ହସ୍ପିଟାଲରେ ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିର ମୂଳଦୁଆ ପଡ଼ିଛି । ଉତମ ଚିକିତ୍ସା ଦ୍ୱାରା ହଜାର ହଜାର ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରାଯାଉଥିବା ବେଳେ ଏହି ନୂତନ ଟୀକାକରଣ ପ୍ରକ୍ରିୟାକୁ କିପରି ସଠିକ୍ ଓ ସଫଳତା ସହିତ କରାଯିବ ସେ...

ବଢିବ ରାତିର ତାପମାତ୍ରା

0

ଭୁବନେଶ୍ୱର : ପ୍ରତ୍ୟେକ ଦିନ ରାତିର ତାପମାତ୍ରା ବଦଳୁ ଥିବାବେଳେ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପବନର ଗତି ବଙ୍ଗୋପ ସାଗରରୁ ଆଦ୍ରତା ଆହରଣ ଏହା ନିରୂପଣ କରିଥାଏ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାତ୍ରିରେ ସାଧାରଣତଃ ପୃଥିବୀ ପୃଷ୍ଠର ବିକିରଣ ଦ୍ୱାରା ଓ ଉତର ଭାରତରୁ ପ୍ରବାହିତ ହେଉଥିବା ଥଣ୍ଡା ପବନ ଦ୍ୱାରା...

‘ମୋ ଖତ’ କିଓସ୍କ ଉଦ୍‌ଘାଟିତ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଭୁବନେଶ୍ୱରରେ ମହାନଗର ନିଗମ ଜୈବିକ ସାର ‘ମୋ ଖତ’ ବିକ୍ରୟ ନିମନ୍ତେ କିଓସ୍କର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର (ଏମ୍‌.ସି.ସି)ମାନଙ୍କରୁ ବାହାରୁ ଥିବା ଜୈବିକ ଖତ ବଜାରରେ ଉପଲବ୍ଧ ହେବ । ଏହା ଦ୍ୱାରା ଭୁବନେଶ୍ୱର ମହାନଗର ନିଗମରେଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହେବ ଏବଂ ପର୍ଯ୍ୟାୟ କ୍ରମେ ଏହି କାର୍ଯ୍ୟକ୍ରମ ଅନ୍ୟ ସହରାଞ୍ଚଳରେ...

ଖୋଲିଲା ବିଦ୍ୟାଳୟ ଓ ପ୍ରେକ୍ଷାଳୟ

0

ଭୁବନେଶ୍ୱର : ଦୀର୍ଘ ନଅ ମାସପରେ ଆଜି ଠାରୁ ସମଗ୍ର ରାଜ୍ୟରେ ବିଦ୍ୟାଳୟ ଓ ଚଳଚିତ୍ର ପ୍ରେକ୍ଷାଳୟ ଖୋଲିଛି । କରୋନା କଟକଣା ନିୟମ ମଧ୍ୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସି ପାଠପଢା ଆରମ୍ଭ କରିଥିବାବେଳେ ନିଷ୍ପତ୍ତି ମୁତାବକ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚଳଚିତ୍ର ପ୍ରଦର୍ଶିତ ହେଉଛି । ପୂର୍ବ ଘୋଷଣା ମୁତାବକ ଆଜି ଠାରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଚାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ କଲେଜ ଆସିବାକୁ ଅନୁମତି ଦିଆଯାଇଛି । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବ...

ଶ୍ରୀମନ୍ଦିର ସମ୍ପତ୍ତି ନେଇ ସମସ୍ତେ ନିରବ

0

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟାପକ ପଦକ୍ଷେପ ନେଉଥିବା ବେଳେ ରତ୍ନ ଭଣ୍ଡାରର ସାମଗ୍ରୀ ସୁମାରି ଓ ଭୂସମ୍ପତ୍ତି ଉଦ୍ଧାର କ୍ଷେତ୍ରରେ କିନ୍ତୁ ସମସ୍ତେ ନିରବ । ଏହାଛଡ଼ା ବ୍ରହ୍ମ ବିଭ୍ରାଟ ଘଟଣାର ତଦନ୍ତ ଏବଂ ଶ୍ରୀମନ୍ଦିରରେ ସଂସ୍କାର ଲାଗି ବିଭିନ୍ନ କମିଶନ ଓ କମିଟି ଦେଇଥିବା ରିପୋର୍ଟ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ସମ୍ପର୍କରେ କିଛି ଜଣାପଡ଼ୁନାହିଁ । ୧୯୭୮ ମସିହାରେ ଶ୍ରୀମନ୍ଦିରର ଭିତର ଓ ବାହାର ରତ୍ନଭଣ୍ଡାର...

୬ଜିଲ୍ଲାରେ ଅଧା ସକ୍ରିୟ ରୋଗୀ

0

ଭୁବନେଶ୍ୱର : କରୋନା ରୋଗୀଙ୍କ ସୁସ୍ଥ ହାର ଓଡିଶାରେ ୯୮.୯୨ ପତିଶତ ରହିଛି ଯାହାକି ସର୍ବଭାରତୀୟ ହାର ଠାରୁ ପ୍ରାୟ ୨ପ୍ରତିଶତ ଅଧିକ । ସେହିଭଳି ରାଜ୍ୟରେ ସକ୍ରିୟ ଥିବା କରୋନା ରୋଗୀଙ୍କ ମଧ୍ୟରୁ ୪୯.୫ ପ୍ରତିଶତ ୬ଟି ଜିଲ୍ଲାରେ ରହିଥିବା ଜଣାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୋଭିଡ ସ୍ଥିତିର ସମୀକ୍ଷା କରିଥିଲେ । ଏଥିରୁ ଜଣାପଡିଛି ଯେ ୪ଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡା ଏବଂ ନୟାଗଡରେ ଜାନୁୟାରୀ...

Honor For Vishal Dev

Bhubaneswar : Senior Mandarin Vishal Kumar Dev has been honored by Government of India for his extraordinary efforts in handling Census Operation in crucial Capital City of Odisha. 1996 Batch IAS Mr.Dev, Principal Secretary Tourism and Sports has received the Prestigious Silver Medal and Appreciation Letter issued by Government of India for timely handling of Census Operations. Mr.Dev, while serving as...

ସ୍ୱଚ୍ଛ ବିନ୍ଦୁସାଗର ପାଇଁ ୭୦ଲକ୍ଷ

0

ଭୁବନେଶ୍ୱର : ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସଆର ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ବ୍ୟୟରେ ବିନ୍ଦୁ ସାଗରର ସଫେଇ କାର୍ଯ୍ୟ କରାଯିବ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି (ଆଇସିଟି)ର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ଏନ୍ ଥୋରାଟ୍ । ଶ୍ରୀ ଥୋରାଟ୍ କହିଛନ୍ତି ଯେ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି...

Dry Run Drive On Friday

0

Bhubaneswar : While Odisha has done exceedingly well in Recovery of Patients which is 98.82 Percent,  which is almost 2 Percent Points ahead of National average, it will organize Dry Run Drive for COVID 19 Vaccination  on 8 January. The Dry Run Drive will be taken up on Friday (10.00 am to 12.00 noon) in all 30 istricts & Five...

ବିଶାଳ ଦେବ ସମ୍ମାନିତ

0

ଭୁବନେଶ୍ୱର : ୧୯୯୬ ବ୍ୟାଚ୍‍ର ବରିଷ୍ଠ ଆଇ.ଏ.ଏସ୍ ଅଫିସର୍ ବିଶାଳ ଦେବଙ୍କୁ ମିଳିଛି ଭାରତ ସରକାରଙ୍କ ସମ୍ମାନଜନକ ରୌପ୍ୟ ପଦକ ଏବଂ ପ୍ରଶଂସାପତ୍ର । ଗତ ଜନଗଣନା ସମୟରେ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଦୃଷ୍ଟାନ୍ତମୂଳକ ସେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଜନଗଣନା ସମୟରେ ଶ୍ରୀ ଦେବ ବିଏମସି କମିଶନର ଥିବାବେଳେ ବିଜ୍ଞାନସମ୍ମତ ଭାବେ ନିୟମାନୁବର୍ତୀ ହୋଇ ସମୟସୀମା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମାଂଚଳର ପ୍ରତ୍ୟେକ ସ୍ତରରେ ଜନଗଣନାର ସୁପରି•ଳନା କରିଥିଲେ । ବର୍ତ୍ତମାନ ଶ୍ରୀ ଦେବ କ୍ରୀଡା ଓ...