NOIDA Organizes Holika Dahan
Noida: It was one of the most disciplined ‘Bonfire’ organized by the Citizens of Sector-48 in NOIDA here on the First Day of ‘Holi’. Thanks to the Organizers of Resident Welfare Association (RWA) BCD Sector-48 celebrated the Festival of Colors Holi on the First Day while organizing ‘Holika Dahan’. While maintaining social distancing and wearing masks the residents joined in the...
Mohapatra Missive Ensures Vaccine
Bhubaneswar: One of the Odisha’s Top Mandarin and Additional Chief Secretary, Health and Family Welfare P K Mohapatra has once again proved that he means welfare of the people in the fight against the COVID-19 Pandemic. Mr.Mohapatra, who has been leading the fight from the front against the Pandemic since beginning and his hard work could contain Odisha’s case fatality...
ବୋମାମାଡ ଘଟଣାରେ ରାଜନୀତି କରନି
ଭୁବନେଶ୍ୱର : ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେଉରାଙ୍କ ଉପରେ ହୋଇଥିବା ବୋମା ଆକ୍ରମଣ ଅତ୍ୟନ୍ତ ଜଘନ୍ୟ ଓ ବର୍ବୋରୋଚିତ । ପୁଲିସ୍ ଏକ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆମର ବିଶ୍ୱାସ ରହିଛି । ତେବେ ଏହି ଘଟଣାକୁ ନେଇ ବିଜେପି ଯେଭଳି ରାଜନୀତି ଆରମ୍ଭ କରିଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ କୌଣସି ବ୍ୟକ୍ତିଙ୍କ ଉପରେ ବୋମାମାଡ ଅତ୍ୟନ୍ତ...
ଏପ୍ରିଲ ୧ରୁ ନାମଲେଖା ପଞ୍ଜିକରଣ
ଭୁବନେଶ୍ୱର : ୨୦୨୧-୨୦୨୨ ଶିକ୍ଷାବର୍ଷ ଲାଗି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାପାଇଁ ୧ ଏପ୍ରିଲ, ୨୦୨୧ରୁ ଅନ୍ଲାଇନ୍ ପଞ୍ଜିକରଣ ଆରମ୍ଭ ହେବ ଏବଂ ଦ୍ୱିତୀୟ ଶ୍ରେଣୀ ଏବଂ ତଦୁର୍ଦ୍ଧ ପାଇଁ ୮ଏପ୍ରିଲ୍ ୨୦୨୧ରୁ ଅଫ୍ଲାଇନରେ ପଞ୍ଜିକରଣ ହେବ । ପ୍ରଥମ ଶ୍ରେଣୀ ପାଇଁ ଅନ୍ଲାଇନ୍ ପଞ୍ଜିକରଣ ୧ଏପ୍ରିଲ୍ ୨୦୨୧ ସକାଳ ୧୦ଟାରୁ ଆରମ୍ଭ ହେବ ଏବଂ ୧୯ ଏପ୍ରିଲ ୨୦୨୧ ସଂଧ୍ୟା ୭ଟାରେ ବନ୍ଦ ହେବ । ନାମଲେଖା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ୱେବସାଇଟ୍ https://kvsonlineadmission.kvs.gov.in ଏବଂ ଆଣ୍ଡ୍ରଏଡ୍ ମୋବାଇଲ୍ ଆପରେ...
ଗଞ୍ଜାମରେ ସର୍ବାଧିକ ଭିନ୍ନକ୍ଷମ
ଭୁବନେଶ୍ୱର : ରାଜ୍ୟର ସବୁଠାରୁ ଅଧିକ ଭିନ୍ନକ୍ଷମ ଗଞ୍ଜାମ ଜିଲ୍ଲାରେ ଅଛନ୍ତି । ଏହି ଜିଲ୍ଲାରେ ୧,୦୩,୫୭୩ ଜଣ ଭିନ୍ନକ୍ଷମ ଥିବା ବେଳେ କଟକ ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି । ବିଜେପି ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ମୋଟ୍ ୧୨,୪୪,୪୦୨ ଜଣ ଭିନ୍ନକ୍ଷମ ଥିବା ବେଳେ ଏମାନଙ୍କ ମଧ୍ୟରେ ୫,୬୯,୬୨୭ ଜଣ...
ବୁଣାକାର ଯୋଜନାରେ ୪୧,୭୧୪ ଉପକୃତ
ଭୁବନେଶ୍ୱର : ରାଜ୍ୟ ସରକାର ୨୦୦୬-୦୭ ଆର୍ଥିକ ବର୍ଷରେ ବୁଣାକାରମାନଙ୍କୁ ହସ୍ତତନ୍ତ ବିକାଶ ଯୋଜନାରେ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୪୧,୭୧୪ ଜଣ ବୁଣାକାରଙ୍କୁ ଏହି ଯୋଜନାରେ ବିଭିନ୍ନ ସାଜ ସରଞ୍ଜାମ ମିଳିଛି । ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ୪୧,୭୧୪ ଜଣ ବୁଣାକାରଙ୍କୁ ଏହି ଯୋଜନାରେ ତନ୍ତ, ତନ୍ତ ସରଞ୍ଜାମ, ଡବି, ଜାକାର୍ଡ, ବବିନି...
ଲୋକାୟୁକ୍ତ ପାଇଁ ମାନବ ସମ୍ବଳ ଆବଶ୍ୟକ
ଭୁବନେଶ୍ୱର : ଓଡ଼ିଶା ଲୋକାୟୁକ୍ତଙ୍କ ପାଇଁ ଅଧିକ ମାନବ ସମ୍ବଳ ସହିତ ଉପଯୁକ୍ତ ଭିତ୍ତିଭୂମି ଯୋଗାଇ ଦିଆଗଲେ ରାଜ୍ୟର ସାଧାରଣ ଜନତାଙ୍କ ପାଇଁ ସ୍ୱଚ୍ଛ ପ୍ରଶାସନ ନିଶ୍ଚିତ କରିବାରେ ଏହି ସଂସ୍ଥା ସହାୟକ ହୋଇପାରିବ ବୋଲି ସୁପ୍ରିମ୍କୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଜଷ୍ଟିସ୍ ପଟ୍ଟନାୟକ ଓଡ଼ିଶା ଲୋକାୟୁକ୍ତ ପାଇଁ ସଭ୍ୟ ଚୟନ କମିଟିରେ ଅଛନ୍ତି । ଓଡ଼ିଶା ଲୋକାୟୁକ୍ତଙ୍କ ବାର୍ଷିକ ବିବରଣୀରେ ଜଷ୍ଟିସ୍ ପଟ୍ଟନାୟକଙ୍କ ଏହି ମନ୍ତବ୍ୟ ସ୍ଥାନ ପାଇଛି । ବିଶେଷକରି...
BJD Changes Delhi Strategy
Bhubaneswar: Before the 2019 general elections, Odisha's Governing Biju Janata Dal (BJD) was confident of playing a significant role in Government formation at the Center, despite being a regional outfit. The party bagged 12 of the State's 21 Lok Sabha seats, and the BJD MPs’ number in Rajya Sabha is nine out of 10. Although the party played a crucial...
Odisha Encourages Value Addition
Bhubaneswar: Odisha Government has decided to encourage value addition on Low Grade Iron Ore by Beneficiation and facilitating addition of Peletization Capacity in the State. Speaking in Roundtable on Investment Opportunities in Ancillary and Downstream Industries in Metal Sector in Odisha, Principal Secretary Industries, Mr.Sharma has said that State Government keen to attract investments from Industry to set up facilities...
Timeline For Land Conversion
Bhubaneswar: Odisha Government has directed the District Collectors to dispose off the Online Applications for conversion of Agricultural Lands within stipulated 60 working days. Bishnupada Sethi, Principal Secretary Revenue & Disaster Management has issued clear cut instructions to the District Collectors in this regard, with a warning as any deviation will be viewed seriously. While Odisha Government in order to achieve...










