Warrior Plea For Srimandir Employees
Puri: Following death of two of its employees, Shree Jagannatha Temple Administration (SJTA), Puri urged the State Government to declare its employees as Covid Warrior. SJTA Chief Administrator Krishan Kumar has written a letter to Additional Chief Secretary, Health & Family Welfare, PK Mohapatra, in this regard. The employees of Shree Jagannatha Temple Administration Puri are involved discharging various duties during...
ସାବିତ୍ରୀ ପାଇଁ ଲକଡାଉନ୍ ମାନିଲେନି
ଭୁବନେଶ୍ୱର : ଚଳିତମାସ ୧୦ ତାରିଖରେ ପଡୁଥିବା ସାବିତ୍ରୀ ପର୍ବ ପାଇଁ ରାଜଧାନୀବାସୀ ଆଜି ସକାଳୁ ସକାଳ ଘରୁ ବାହାରି ବଜାରରେ ଫଳ କିଣିବା ପାଇଁ ଭିଡ ଲଗାଇଛନ୍ତି । କରୋନା କଟକଣାକୁ ଫୁ ହଜାର ହଜାର ଲୋକ ଆଜି ରାଜମହଲରୁ ଏଜି ଛକ ରାସ୍ତାରେ ଫଳ କିଣୁଥିବା ଦେଖିବାକୁ ମିଳିଥିଲା । ଲୋକେ ଦୁଇ ଚକିଆ ଠାରୁ ଆରମ୍ଭ କରି ୪ଚକିଆ ପର୍ଯ୍ୟନ୍ତ ଯାନ ଧରି ବଜାରକୁ ବାହାରିଥିବାବେଳେ ଫଳ ବ୍ୟବସାୟୀମାନେ ଠେଲାଗାଡିରେ ବିଭିନ୍ନ ଫଳ ଲଦି ବାହାରିଥିଲେ । ଫଳ ବେପାରୀଙ୍କ...
କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇ ୨୪ଘଣ୍ଟାରେ ୬ହଜାର ତଳକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲଗାମ ଲାଗୁନାହିଁ । ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୪୫ଜଣଙ୍କ ମୃତ୍ୟୁ ସହିତ ମୋଟ୍ କୋଭିଡ ମୃତୁସଂଖ୍ୟା ୩୦୮୦ରେ ପହଞ୍ଚିଛି । ନୂଆ ମୃତକଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୬ଜଣ ଥିବାବେଳେ କଳାହାଣ୍ଡି ଓ କଟକରୁ ୫ଜଣ କରି, ଅନୁଗୁଳ ଢେଙ୍କାନାଳ ଓ ସୁନ୍ଦରଗଡରୁ ୪ଜଣ କରି, ଝାରସୁଗୁଡା ଓ ବୌଦରୁ ୩ଜଣ କରି, ବରଗଡ ଓ ରାୟଗଡାରୁ ୨ଜଣ କରି ଏବଂ...
ବେଙ୍ଗାଲୁରରେ ଓଡିଶା ଭବନ
ଭୁବନେଶ୍ୱର : ବେଙ୍ଗାଲୁରରେ ଓଡିଶା ଭବନ ଆସନ୍ତାବର୍ଷ ଠାରୁ କାର୍ଯ୍ୟକାରୀ ହୋଇପାରେ । ଏଥିପାଇଁ କର୍ଣ୍ଣାଟକ ସରକାରଙ୍କ ଠାରୁ ଓଡିଶା ସରକାର ବେଙ୍ଗାଲୁରର ଅର୍କବଟୀ ଅଞ୍ଚଳରେ ପ୍ରାୟ ୩୭୫୦ ବର୍ଗମିଟର ପରିମାଣର ଜମି ନେଇଛନ୍ତି । ଏହି ଜମି କିଣିବା ବାବଦରେ ପ୍ରାୟ ୪କୋଟି ଟଙ୍କା ଦିଆଯାଇଥିବାବେଳେ ଘର ତିଆରିପାଇଁ ପ୍ରାୟ ୧୫କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ଦିଆସରିଛି । ମୋଟାମୋଟି ଭାବେ ବେଙ୍ଗାଲୁର ଓଡିଶା ଭବନ ନିର୍ମାଣ ପାଇଁ ୨୭କୋଟି ୬୨ଲକ୍ଷ ଟଙ୍କାର ପ୍ରଶାସନିକ ଅନୁମୋଦନ ଦିଆଯାଇଥିବାବେଳେ ନିର୍ମାଣ ଶେଷ ବେଳକୁ ଖର୍ଚ୍ଚ...
ଲକଡାଉନରେ ୧୯୮ ପାନୀୟଜଳ ପ୍ରକଳ୍ପ ଶେଷ
ଭୁବନେଶ୍ୱର : କୋଭିଡ ମହାମାରୀ ପାଇଁ ଜାରି ଲକଡାଉନ୍ ସମୟରେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ୧୯୮ଟି ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ ଶେଷ କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟସରକାର ୨୩୫କୋଟି ୫୪ଲକ୍ଷ ଟଙ୍କା ବ୍ୟୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇମାସରେ ଏହି ୧୯୮ଟି ପ୍ରକଳ୍ପ ସମାପ୍ତ କରିଛନ୍ତି । ଏଥି ମଧ୍ୟରୁ ୧୧୯ଟି ପ୍ରକଳ୍ପ କେନ୍ଦ୍ରୀୟ ଯୋଜନା ଜଳ ଜୀବନ ମିଶନ (ଜେଜେଏମ୍) ରେ ହୋଇଥିବାବେଳେ ୭୪ଟି ରାଜ୍ୟ ସରକାରଙ୍କ...
State Likely To Scrap Global Tender
Bhubaneswar: With the announcement of Prime Minister Narendra Modi to provide free Covid-19 vaccine to all above 18 years from June 21, the State Government is likely to cancel the global tender floated for procurement of Copvid-19 vaccines. This announcement of the Prime Minister came as a major relief for the State, which was struggling hard to get vaccines...
ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ସମର୍ଥନ
କଟକ: ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ସୋମବାର ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍) ଉଚ୍ଛେଦ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ୬ଟି ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରି ଦେବା ସହିତ଼ ଦେଢ ବର୍ଷରୁ ଅଧିକ ସମୟ ବିଚାରାଧୀନ ଥିବା ମାମଲାକୁ ସମାପ୍ତ କରିଛନ୍ତି । ୨୦୧୫ ମସିହା ସେପ୍ଟେମ୍ବର ୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କ୍ୟାବିନେଟ କର୍ମଚାରୀମାନଙ୍କୁ ଶୀଘ୍ର ନ୍ୟାୟ ଦେବା ଏହି ଅନୁଷ୍ଠାନର ଉଦ୍ଦେଶ୍ୟ...
Nearly 200 PWS In 2 Months
Bhubaneswar: Despite Covid surge and lockdown restrictions, the State Government has been able to complete nearly 200 piped water supply (PWS) projects in rural areas in past two months -April and May, officials say. According to official sources in the Panchayati Raj and Drinking Water Department, the State Government has executed 198 PWS projects with a total expenditure of Rs...
ସମସ୍ତଙ୍କୁ ମାଗଣାରେ ଟିକା
ନୂଆଦିଲ୍ଲୀ : ସମସ୍ତ ଭାରତୀୟ ନାଗରିକମାନଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ ଭାରତ ସରକାର । ରାଜ୍ୟଗୁଡ଼ିକ ପାଖରେ ଥିବା 25 ପ୍ରତିଶତ ଟିକାକରଣ ସହ ଜଡ଼ିତ କାର୍ଯ୍ୟ ବର୍ତ୍ତମାନ କେନ୍ଦ୍ର ସରକାର କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଏଣିକି ଭାରତ ସରକାର ଉତ୍ପାଦନକାରୀଙ୍କ ଠାରୁ ମୋଟ୍ ଉତ୍ପାଦନର 75 ପ୍ରତିଶତ ଟିକା କ୍ରୟ କରି ରାଜ୍ୟଗୁଡ଼ିକୁ ମାଗଣାରେ ଯୋଗାଇ ଦେବେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଦୀପାବଳି ପର୍ଯ୍ୟନ୍ତ ସମ୍ପ୍ରସାରିତ । ନଭେମ୍ବର...
Team For Ekamra Plan
Bhubaneswar: Odisha Government on Monday notified constitution of a Project Advisory Committee (PAC) to steer, guide and coordinate various matters related to implementation of the EKAMRA scheme aimed at beautifying the area around the temple of Lord Lingaraj in the State Capital. The State Government has launched a special scheme called "Ekamra Plan" under the Works Department for development of...









