ବୌଦ୍ଧ ପର୍ଯ୍ୟଟନ ପ୍ରସ୍ତାବକୁ ମିଳୁନି ମଞ୍ଜୁରୀ
ଭୁବନେଶ୍ୱର : କେନ୍ଦ୍ର ସରକାର ବୌଦ୍ଧ ପର୍ଯ୍ୟଟନକୁ ପ୍ରୋତ୍ସାହିତ ପାଇଁ ବିଶାଳ ଯୋଜନା ପ୍ରସ୍ତୁତ କରୁଥିବାବେଳେ ଓଡିଶାରୁ ଯାଇଥିବା ପ୍ରସ୍ତାବକୁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ମଞ୍ଜୁରୀ ଦେଉ ନାହାନ୍ତି । ବୌଦ୍ଧ କିର୍ତ୍ତୀରାଜି ପାଇଁ ଓଡିଶା ପ୍ରସିଦ୍ଧିଲାଭ କରିଥିବାବେଳେ ଦେଶୀୟ ଓ ବୈଦେଶିକ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା କ୍ଷେତ୍ରରେ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଏକ ପ୍ରସ୍ତାବ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ । ବର୍ଷାଧିକକାଳ ହେଲା କେନ୍ଦ୍ର ସରକାର ଏହା ଉପରେ ବସି ରହିଛନ୍ତି । ହେଲେ ଏବେ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଭାରତରେ ବୌଦ୍ଧ...
ବିଜୁ ରକ୍ତାକ୍ତ ହୋଇଥିଲେ କାହିଁକି ?
ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ରକ୍ତରେ କଳାହାଣ୍ଡି ମାଟି ଭିଜିଥିବା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ଥାପନ କରିବା ପରେ ୯୦ ଦଶକର ଏହି ଘଟଣା ସମ୍ପର୍କରେ ଜାଣିବା ଲାଗି ବିଭିନ୍ନ ମହଲରେ ଉତ୍ସୁକତା ପ୍ରକାଶ ପାଇଛି । ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ବିଜୁ ପଟ୍ଟନାୟକଙ୍କ ଉପରେ କାହିଁକି ଆକ୍ରମଣ କରାଯାଇଥିଲଶ ଓ ଏହା ଉପରେ ତାଙ୍କର କ’ଣ ପ୍ରତିକ୍ରିୟା ଥିଲା ତାହା ଇତିହାସର ଦସ୍ତାବିଜ୍ ହୋଇ ରହିଛି । ବିଜୁ ବାବୁଙ୍କ ସରକାର ସମୟରେ ରାଜ୍ୟର ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବଢ଼ାଇବା...
State Lists Buddhist Festivals
Bhubaneswar: In order to attract large number of tourists to Buddhist Centers of the State, Odisha Government will list out all the Buddhist Festivals organized in several Centers, which has high potential to attract tourists. Department of Tourism is engaged in such a pursuit, which has been actively engaged with national and international level tour operators to showcase the four...
ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆରମ୍ଭ
ଭୁବନେଶ୍ୱର : ତିନିଦିନ ଧରି ହେବାକୁ ଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଜି ଠାରୁ ଆରମ୍ଭ ହୋଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହାକୁ ଉଦ୍ଘାଟନ କରିଛନ୍ତି । ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉପସ୍ଥିତ ଥିଲେ । ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପଣ୍ଡିତ ମହେଶ୍ୱର ରାଓ ଓ ସାଥୀଙ୍କ...
Mukteswar Festival Opens
Bhubaneswar : Development Commissioner Pradeep Jena inaugurated Muketswar Dance Festival here on 14 January in presence of galaxy of audience.Vishal Dev, Principal Secretary Tourism and Sports along with officials graced the occasion. Odisha Tourism in association with Odisha Sangeet Natak Akademi is organizing the three day annual flagship festival on Odissi Dance. Mukteswar Dance Festivalis organized in the lawns of the...
Severe Cold Wave Alert
Bhubaneswar: Special Relief Commissioner (SRC) has issued advisory to the districts authorities in view of the severe cold wave forecast of the Indian Meteorological Department across the State. The advisory issued to the Collectors, SPs and Municipal Commissioners for undertaking necessary steps. The IMD predicted isolated cold wave to severe cold wave condition and dense fog very likely to prevail over...
Push For More Steel Use
New Delhi: In order to improve use of steel domestic segment like Construction and Infrastructure Sector, Centre will interact with Captains of Industry. Ministry of Steel in association with the Indian Steel Association (ISA) is organizing the second edition of its series of webinars on Steel titled "New Opportunities for Steel in Construction and Infrastructure” on 15 January. Union Minister of...
PM To Rollout Vaccination
New Delhi: Prime Minister Narendra Modi will launch the pan India rollout of COVID-19 vaccination drive on 16 January, 2021 at 10:30 AM via video conferencing. This will be the world’s largest vaccination program covering the entire length and breadth of the country. A total of 3006 session sites across all States and UTs will be virtually connected during...
ଟୀକା ନେବେନି ସ୍ୱାସ୍ଥ୍ୟକର୍ମୀ
ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗ ଅଧିନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ସରକାରୀ ସ୍ୱୀକୃତି ପ୍ରାପ୍ତ ୪ଟି କ୍ଷେତ୍ର କର୍ମଚାରୀ (ସ୍ୱାସ୍ଥ୍ୟକର୍ମୀ) ସଂଘ, ଯଥା ଓଡିଶା ବହୁମୂଖୀ ମହିଳା ସ୍ୱାସ୍ଥ୍ୟକର୍ମୀ (ଏ.ଏନ୍.ଏମ୍.) ଓଡିଶା ରାଜ୍ୟ ପୁରୁଷ ବହୁମୂଖୀ ସ୍ୱାସ୍ଥ୍ୟକର୍ମୀ, ଓଡିଶା ରାଜ୍ୟ ପୁରୁଷ ବହୁମୂଖୀ ସ୍ୱାସ୍ଥ୍ୟ ପରିଦର୍ଶକ ଓ ଓଡିଶା ବହୁମୂଖୀ ମହିଳା ସ୍ୱାସ୍ଥ୍ୟ ପରିଦର୍ଶୀକା ସଂଘର ସଦସ୍ୟମାନେ କରୋନା ଟୀକା ନେବେ ନାହିଁ । ସରକାରଙ୍କ ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ଏଭଳି ନିଷ୍ପତ୍ତି ହୋଇଥିବା ସଂଘର ନେତୃବୃନ୍ଦ ଆଜି ଏଠାରେ...
୧୫ ଜିଲ୍ଲାରେ ଖସୁଛି ଭୂତଳ ଜଳସ୍ତର
ଭୁବନେଶ୍ୱର : ବିଗତ ଦଶ ବର୍ଷ ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏହି ଜିଲ୍ଲାଗୁଡିକ ମଧ୍ୟରେ ଅଧିକାଂଶ ହେଉଛି ଉପକୂଳବର୍ତ୍ତୀ ଜିଲ୍ଲା । ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କଟକ, ଜଜଗତ୍ସିଂହପୁର, ଦେବଗଡ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, କେନ୍ଦୁଝର କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ପୁରୀ ଓ ରାୟଗଡାୋର ଭୂତଳ ଜଳସ୍ତର କମିଥିବା ଦେଖିବାକୁ ମିଳିଛି । କେବଳ ବାଲେଶ୍ୱର ଜିଲ୍ଲାରେ ଏହି ସମୟରେ ଭୂମିଠାରୁ ତଳକୁ ଜଳସ୍ତରର ପରିମାଣ ୯.୪୩ ପ୍ରତିଶତରୁ ୮.୬୪...









