Wakeup Call For Netas

0

Bhubaneswar: There should be no doubt that Odisha is passing through a challenging time, and nobody exactly knows how long the scourge will continue. Despite weekly shutdown and two-week-long lockdown, the number of COVID-19 cases is on the rise. The report of the last week shows that one in every five samples tested is positive. In certain districts like...

Expert Team For Third Wave

0

Bhubaneswar: With experts anticipating  that a third wave of the COVID-19 pandemic may affect youngsters, especially children, the Odisha Government has formed a high-powered advisory committee to be headed by eminent Public Health Expert, K Srinath Reddy, Chief Secretary S C Mahapatra said. Dr Reddy is President of the Public Health Foundation of India (PHFI) and former head of the...

Global Tender For Vax Floated

0

Bhubaneswar: In a bid to inoculate the State's entire population, the Odisha Government has floated a global tender through an electronic platform to procure 3.8 crore doses of COVID vaccines, said ACS Health & Family Welfare, Pradipta Kumar Mohapatra. Accordingly, the Odisha State Medical Corporation Ltd (OSMCL) invited bids from the world's leading vaccine manufacturers, he said. The OSMCL's tender notice...

ମହିଳା ଓ ଶିଶୁଙ୍କ ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର : ରାଜ୍ୟର ମହିଳା, ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତିମାନଙ୍କୁ ସମନ୍ୱିତ ଶିଶୁବିକାଶ ଯୋଜନା ଅଧୀନରେ ଯୋଗାଇ ଦିଆଯାଉଥିବା ବହୁବିଧ ଅଙ୍ଗନବାଡ଼ି ସେବାରେ କୋଭିଡ୍‌-୧୯ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ନିମନ୍ତେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ଆବଶ୍ୟକୀୟ ମାର୍ଗଦର୍ଶିକା ଜାରି କରାଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ୩୦ଟି ଜିଲ୍ଲାରେ କାର୍ଯ୍ୟ କରୁଥିବା ଡିଏସ୍‌ଡବ୍ଲୁ୍ୟ ଓ ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତାମାନଙ୍କ ସହ ଭର୍ଚୁଆଲ ବୈଠକରେ ସମୀକ୍ଷା କରିବା ପରେ ନିର୍ଦ୍ଦେଶକ, ସମନ୍ୱିତ ଶିଶୁବିକାଶ ଏବଂ...

ଚାରି ମାସରେ ୩ପ୍ରତିଶତଙ୍କୁ ଟୀକା

ଭୁବନେଶ୍ୱର : ଦେଶର ଟୀକାକରଣକୁ ନେଇ ରାଜ୍ୟର ବିଜେପି ନେତା ଲୋକଙ୍କୁ ମିଛ କହିବା ବନ୍ଦ କରୁ ବୋଲି ପ୍ରଦେଶ କଂଗ୍ରେସ କହିଛି । ଭାରତର ଟୀକାକରଣ ସାରା ବିଶ୍ୱରେ  ସର୍ବବୃହତ ୧ ନମ୍ବର ବୋଲି ବିଜେପି ଛାତି ବାଡ଼େଇ ପ୍ରଚାର କରୁଛି । ଅସଲରେ ଗତ ଜାନୁଆରୀ ୧୬ ରୁ ଟୀକା ଅଭିଯାନ ଆରମ୍ଭ ହେବାଠାରୁ ଏବେ ଯାଏ ଗତ ଚାରିମାସ ମଧ୍ୟରେ ଭାରତର ମାତ୍ର ୩ ପ୍ରତିଶତ ଲୋକଙ୍କୁ ଟୀକା ଦିଆଯାଇ ପାରିଛି । ଅନ୍ୟପଟେ ଆମେରିକାରେ ୩୭ ପ୍ରତିଶତ ଲୋକ...

ଟୀକା ପାଇଁ ଟେଣ୍ଡର ଆହ୍ଵାନ

0

ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ  କରୋନା  ଟୀକା କିଣିବା ପାଇଁ  ଗ୍ଲୋବାଲ ଟେଣ୍ଡର ଆହ୍ଵାନ କରାଯାଇଛି । ଓଡିଶା ରାଜ୍ୟ ଔଷଧ ନିଗମ ମାଧ୍ୟମରେ ପ୍ରାୟ  ୩.୮ କୋଟି ଟୀକା କ୍ରୟ କରାଯିବ । ଜନସାଧାରଣଙ୍କୁ ଶୀଘ୍ର ଟୀକା ଯୋଗାଇବା ଲକ୍ଷ୍ୟ ସାଧନ ନିମନ୍ତେ ଏହି ଟେଣ୍ଡର ମାଧ୍ୟମରେ  ୪ ମାସ ମଧ୍ୟରେ ଟୀକା କ୍ରୟ ପାଇଁ ଚେଷ୍ଟା କରାଯାଉଛି । ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହି ସୂଚନା ପ୍ରଦାନ କରିଛନ୍ତି  । ଏହି ଗ୍ଲୋବାଲ...

ଘରୁ ସଂଗ୍ରହ ହେବ ନମୂନା

0

ଭୁବନେଶ୍ୱର : ବରିଷ୍ଠ ନାଗରିକମାନେ ଚାହିଁଲେ ସେମାନଙ୍କ ଘରୁ କରୋନା ପରୀକ୍ଷା ପାଇଁ ନମୂନା ସଂଗ୍ରହ କରାଯିବ । ସେହିଭଳି ଯେଉଁ ବରିଷ୍ଠ ନାଗରିକମାନେ ଚାହିଁବେ ସେମାନଙ୍କୁ ଟିକାଦାନ କେନ୍ଦ୍ରକୁ ଆସିବାପାଇଁ ଗାଡି ପଠାଯିବ । ଆଜି ଏହି ସୂଚନା ଦେଇଛନ୍ତି ବିଏମ୍‍ସି କମିଶନର ସଞ୍ଜୟ ସିଂହ । ଶ୍ରୀ ସିଂହ କହିଛନ୍ତି ଯେ ରାଜଧାନୀରେ କିଛି ବରିଷ୍ଠ ନାଗରିକ ଅଛନ୍ତି ଯେଉଁମାନଙ୍କ ନିକଟରେ ସେମାନଙ୍କ ପିଲାମାନେ ନାହାନ୍ତି ଓ ସେମାନେ ନିଜେ ଗାଡି ଚଳାଇ ଆସିବା ଅବସ୍ଥାରେ ନାହାନ୍ତି । ଯଦି ଏହି...

BMC On Sanitization Drive

0

Bhubaneswar: The Bhubaneswar Municipal Corporation (BMC) has started a massive sanitization drive with dedicated sanitization vehiclesin its three administrative zones. Today under the South East Zone,three vehicles were deployed near Satya Nagar Crematorium and carried out the activity to sanitize the public area. According to BMC sources, three dedicated vehicles are working in each administrative zone respectively making it total...

ଅମାନିଆ ପତ୍ରେ ପତ୍ରେ

0

ଭୁବନେଶ୍ୱର : କରୋନା ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବାପାଇଁ ପୁଲିସ୍‍ ଯେତେ କଠୋର ହେଲେ ବି ଲୋକେ ମାନିବାକୁ ନାରାଜ । ପୁଲିସ ଡାଳେ ଡାଳେ ଗଲେ ଅମାନିଆମାନେ ପତ୍ରେ ପତ୍ରେ ଯାଉଛନ୍ତି । ପୁଲିସ୍‍କୁ ଚକ୍‍ମା ଦେବା ନାଁରେ ସଂକ୍ରମଣ ଭୂତାଣୁ ନେଇ କିଛିଲୋକ ଘରକୁ ଫେରି ପୂରା ପରିବାରକୁ ବିପଦ ମୁହଁକୁ ଠେଲିଦେଉଛନ୍ତି । ପୁଲିସ୍‍ କମିଶନରଙ୍କ ସମେତ ଦୁଇ ମହାନଗରୀର ଡିସିପି ସାମ୍ବାଦିକ ସମ୍ମିଳନୀରେ ଲକ୍‍ଡାଉନ୍‍ ସମୟରେ ମଣ୍ଣିଂ ୱାକ୍‍ ଓ ଇଭିନିଂ ୱାକ୍‍ ଉପରେ କଟକଣା ଲଗାଇଥିଲେ । ଏଥି...

ଶୃଙ୍ଖଳ ନଭାଙ୍ଗିଲେ ଭାରି ପଡିବ

0

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତ ହାରରେ ଭାରତରେ ବୃଦ୍ଧି ପାଉଛି ତାହାର ଶୃଙ୍ଖଳ ଭଙ୍ଗା ନ ଗଲେ ଏହା ଭାରତ ପାଇଁ ବେଶ୍‍ ଭାରି ପଡ଼ିବ । ଏ ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ସାଧାରଣ ଲୋକେ ପରସ୍ପରର ସହଯୋଗରେ ସମସ୍ୟାର ସମ୍ମୁଖୀନ ହେବା ପାଇଁ ବୈଜ୍ଞାନିକମାନେ ମତବ୍ୟକ୍ତ କରୁଛନ୍ତି । କୋଭିଡ୍‍ ଭୂତାଣୁର ନୂଆ ନୂଆ ଷ୍ଟ୍ରେନ୍‍ ଭାରତରେ ଦେଖାଦେବ ବୋଲି ଗତବର୍ଷର ଶେଷ ଭାଗରେ ବୈଜ୍ଞାନିକମାନେ ସତର୍କ କରାଇ ଦେଇଥିଲେ । ଏହାକୁ...