ପାଣି ମିଟର ଉପରେ ଚୋରଙ୍କ ନଜର

0

ଭୁବନେଶ୍ୱର : ଅମୃତ ଯୋଜନାରେ ଲଗାଯାଉଥିବା ପାଣି ପାଇପ୍‍ ମିଟର ଉପରେ ଏବେ ଚୋରଙ୍କ ନଜର । ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ଏହି ପାଣି ମିଟରକୁ ଏବେ ଚୋରମାନେ ଟାର୍ଗେଟ କରିବା ସହିତ ତାହାକୁ ନେଇ ଯାଉଛନ୍ତି । ସ୍ଥାନୀୟ ଛଅ ନମ୍ବର ୟୁନିଟ୍‍ରେ ଅମୃତ ଯୋଜନାରେ ଜଳ ଯୋଗାଣ ସହିତ ପାଣି ଖର୍ଚ୍ଚର ହିସାବ ପାଇଁ ପ୍ରତ୍ୟେକ କ୍ୱାଟର୍ସରେ ପାଣି ମିଟର ଲାଗିଛି । ବହୁ ସ୍ଥାନରେ ଏହି ମିଟରଗୁଡିକ ବାଡିରେ ଖୋଲମେଲା ଅବସ୍ଥାରେ ଲାଗିଥିବାବେଳେ ତାହାକୁ ସହଜରେ ଚୋରମାନେ ନେଇ...

Stop Blaming; Work In Tandem

0

Bhubaneswar: Everybody starts crying for the poor railway connectivity in Odisha, when the Union Government presents the annual Budget. As expected both the governing Biju Janata Dal and opposition Bharatiya Janata Party are out with their swords of words to counter each other, over railway allocation for 2021-22. While the BJP government claims that it has allocated a lot...

କେବେ ଗଡ଼ିବ ତାଳଚେର-ବିମଳାଗଡ଼ ରେଳ?

0

ଭୁବନେଶ୍ୱର : ରାଉରକେଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ସମୟରେ ପ୍ରାୟ ୬୦ ବର୍ଷ ତଳେ ତାଳଚେର-ବିମଳାଗଡ଼ ରେଳପଥ ପାଇଁ ପ୍ରସ୍ତାବ ଆସିଥିଲା । ଦୀର୍ଘଦିନର ଦାବି ଓ ଆନ୍ଦୋଳନ ପରେ ୨୦୦୪-୦୫ ବର୍ଷରେ ରେଳ ବଜେଟ୍‍ରେ ପ୍ରଥମଥର ଲାଗି ଏହି ରେଳପଥ ଲାଗି ଅର୍ଥବରାଦ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ୧୮ଟି ରେଳ ବଜେଟ୍‍ ଉପସ୍ଥାପିତ ହୋଇଥିଲେ ମଧ୍ୟ ମାତ୍ର ୧୫୪ କିଲୋମିଟର ଦୈର୍ଘ୍ୟର ଏହି ରେଳପଥର ନିର୍ମାଣ କାର୍ଯ୍ୟ ଯେଭଳି କଚ୍ଛପ ଗତିରେ ଚାଲିଛି ତାହା ଅବ୍ୟାହତ ରହିଲେ ଆସନ୍ତା ୩୦...

Step Up Vaccination Pace; Center

0

New Delhi: Rajesh Bhushan, Union Health Secretary reviewed the status and progress of COVID vaccination with Health Secretaries and NHM MDs of States and UTs, through video conference (VC) today. One of the largest such exercise globally, the countrywide COVID19 vaccination programme was launched three weeks back on 16th January 2021 by Hon. Prime Minister.            At the outset, the Union Health...

Vaccination II Kick Starts

0

Bhubaneswar: Odisha has vaccinated more than 2.75 Lakh Health Care workers and Front Line Workers as on date, which has been successfully implementing COVID-19 Vaccination. With the top officials took COVID-19 Vaccination, there was positive results on Saturday, when Front  Line Workers(FLW)slined up to take vaccine on their own. This exercise was done in order to build confidence amongst Front Line...

State Not To allow An Inch

Bhubaneswar: Odisha Government has made it clear after the reports came to fore that the Andhra Pradesh planning to hold rural polls in some bordering villages of Koraput and Gajapati, that it will not allow an inch of land to be misused by the neighboring state. Revenue and Disaster Management Minister Sudam Marndi while replying to a question on the...

ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ

0

ଭୁବନେଶ୍ୱର : ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଏବଂ ଆର୍ଟ ଭିଜନ୍‍ ଦ୍ୱାରା ଆୟୋଜିତ ୧୭ତମ ଧଉଳି କଳିଙ୍ଗ ମହୋତ୍ସବର ଆଜି ଉଦ୍‍ଘାଟନ ହୋଇଛି । ସଂଧ୍ୟାର ପ୍ରଥମ ପରିବେଷଣ ଥିଲା ଓଡ଼ିଶୀ ନୃତ୍ୟରେ ଭଗବାନ ବିଷ୍ଣୁଙ୍କ ଦଶାବତାର - ଜୟ ଜଗଦିଶ ହରେ ଯାହାକୁ ପରିବେଷଣ କରିଥିଲେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନେ ଯାହାର ନୃତ୍ୟ ପରିକଳ୍ପନା ତଥା ବ୍ୟାଖ୍ୟା କରିଥିଲେ ଡ଼. ସୁବାସ ପାଣି ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ସର୍ମିଳା ବିଶ୍ୱାସ । ସଂଧ୍ୟାର ଦ୍ୱିତୀୟ...

ପୁଣି ଚର୍ଚ୍ଚାରେ ମାହାଙ୍ଗା ହତ୍ୟାକାଣ୍ଡ

0

ଭୁବନେଶ୍ୱର : ନୂଆବର୍ଷରେ ଘଟିଥିବା ମାହାଙ୍ଗା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ ବିଶ୍ୱାଳର ମୃତଦେହ ମିଳିବା ପରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣା ପୁଣିଥରେ ଚର୍ଚ୍ଚାକୁ ଆସିଯାଇଛି । ପ୍ରଫୁଲ ବିଶ୍ୱାଳର ମୃତ୍ୟୁକୁ ଉଭୟ ବିଜେପି ଓ କଂଗ୍ରେସ ହତ୍ୟାକାଣ୍ଡ ବୋଲି ଦର୍ଶାଇବା ପରେ ଏହାକୁ ନେଇ ରାଜନୀତି ବି ଜୋର ଧରିଛି । ଜାନୁୟାରୀ ପହିଲା ଦିନ ମାହାଙ୍ଗାର ଦୁଇଜଣ ବୟସ୍କ ବ୍ୟକ୍ତି ଦିବ୍ୟସିଂହ ବରାଳ ଓ କୁଳମଣି ବରାଳ ମୋଟରସାଇକେଲରେ ଯାଉଥିବାବେଳେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା ।...

ଉର୍ଜାର ପ୍ରବେଶ ଦ୍ୱାର ହେବ ପୂର୍ବ ଭାରତ

0

ଭୁବନେଶ୍ୱର: ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଉତର ପଶ୍ଚିମ ସମେତ ପୂର୍ବ ଭାରତ ଆଗାମୀ ଦିନରେ ଉର୍ଜା କ୍ଷେତ୍ରର ନୂଆ ପ୍ରବେଶ ଦ୍ୱାର ହେବାକୁ ଯାଉଥିବା ବେଳେ ପ୍ରାକୃତିକ ଗ୍ୟାସ, ସିବିଜି, ସିବିଏମ, ସିଜିଡ଼ି, ସିନଗ୍ୟାସ ଏବଂ ଏଲଏନଜିର ସମ୍ଭାବନା ପୂର୍ବାଂଚଳର ବିକାଶରେ ଗେମଚେଞ୍ଜର ହେବ ବୋଲି କହିଛନ୍ତି ତିନିଦନିଆ ପଶ୍ଚିମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପଶ୍ଚିମବଙ୍ଗର ହଳଦିଆ ଠାରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ତରୁଣ କାପୁରଙ୍କ ସହ ବିଭାଗୀୟ ଶିଳ୍ପ ଅଧିକାରୀଙ୍କ ସହ ଶ୍ରୀ ପ୍ରଧାନ...

ଋଣ ନକରି ଅନୁଦାନ ହରାଇଲେ

0

ଭୁବନେଶ୍ୱର : ଋଣ ବୋଝ ଅପବାଦରୁ ବର୍ତ୍ତିବାପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁଁ ଓଡିଶା ଏବେ ବିପୁଳ ପରିମାଣର କେନ୍ଦ୍ରୀୟ ଅନୁଦାନ ହରାଉଛି । ଯେଉଁ ରାଜ୍ୟଗୁଡିକ ଅଧିକ ଋଣ କରି ଅର୍ଥ ବ୍ୟୟ କରିଛନ୍ତି ସେମାନଙ୍କ ରାଜସ୍ୱ ଓ ବ୍ୟୟ ମଧ୍ୟରେ ଥିବା ତାରତମ୍ୟର ଭରଣା ପାଇଁ ଅନୁଦାନ ଯୋଗାଇ ଦେବାକୁ ପଞ୍ଚଦଶ ଅର୍ଥ କମିଶନର ସୁପାରିଶ୍‍ କ୍ରମେ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେଉଛନ୍ତି । ଯେହେତୁ ଓଡିଶା ଅଧିକ ଋଣ କରିନାହିଁ ଓ ରାଜସ୍ୱ ନିଅଣ୍ଟିଆ ସ୍ଥିତି ନାହିଁ...