ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣ ମୁଣ୍ଡବିନ୍ଧା
ଭୁବନେଶ୍ୱର : ଆସନ ସଂରକ୍ଷଣ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ କଣ୍ଟା ସାଜିଛି । ରାଜ୍ୟ ସରକାରଙ୍କ ଆସନ ସଂରକ୍ଷଣ ବ୍ୟବସ୍ଥା ଆଇନ୍ ଅଦାଲତରେ କାଟ୍ ଖାଇବା ପରେ ବି ପୌରସଂସ୍ଥାଗୁଡିକ ଲାଗି ଆସନ ସଂରକ୍ଷଣ ଏଯାବତ୍ ସଂଶୋଧନ କରାଯାଇ ପାରିନଥିବାବେଳେ ପଞ୍ଚାୟତ ନିର୍ବାଚନ ପାଇଁ କିଭଳି ସଂରକ୍ଷଣ କରାଯିବ ତାହା ଏବେ ମୁଣ୍ଡବିନ୍ଧାର ବିଷୟ । ସଂରକ୍ଷଣ ପ୍ରସଙ୍ଗକୁ କେନ୍ଦ୍ର କରି ଗତ ତିନିବର୍ଷ ଧରି ରାଜ୍ୟରେ ପୌର ନିର୍ବାଚନ ହୋଇପାରୁ ନାହିଁ । ଫଳରେ ଶତାଧିକ ଏନ୍ଏଏସି, ମ୍ୟୁନିସିପାଲିଟି ଓ...
ନିମ୍ନମାନ ଔଷଧ ପାଇଁ କଳାତାଲିକାଭୁକ୍ତ
ଭୁବନେଶ୍ୱର : ନକଲି ଫାବିପିରାଭର ଔଷଧ ଧରାପଡିବା ପରେ ରାଜ୍ୟରେ ଏବେ ନକଲି ଓ ନିମ୍ନମାନର ଔଷଧ ଧରପଗଡ ଅଭିଯାନ ଜୋର ହୋଇଛି । ତେବେ ରାଜ୍ୟ ବାହାରର ଔଷଦ କମ୍ପାନୀମାନେ କେବଳ ଖୋଲାବଜାରକୁ ଏଭଳି ଔଷଧ ଛାଡନ୍ତି ନାହିଁ ଖୋଦ୍ ରାଜ୍ୟ ସରକାରଙ୍କୁ ବିକ୍ରି କରି କଳାତାଲିକାଭୁକ୍ତ ବି ହୋଇଛନ୍ତି । ରାଜ୍ୟ ଔଷଧ ନିଗମ ଗଠନ ପୂର୍ବରୁ ବି ସରକାର ଟେଣ୍ଡର ଜରିଆରେ ବିଭିନ୍ନ ପ୍ରକାରର ଔଷଧ ଖରିଦ କରୁଥିଲେ । ସେତେବେଳେ ସରକାରଙ୍କୁ ଔଷଧ ବିକ୍ରିଥିବା ୫୮ଟି କମ୍ପାନୀ ୨୦୦୫...
ଗାଡି କାଗଜପତ୍ର ବୈଧତା ସେପ୍ଟେମ୍ବର ୩୦କୁ ବୃଦ୍ଧି
ନୂଆଦିଲ୍ଲୀ : ପରିବହନ ସମ୍ପର୍କୀତ ସେବା ଆହରଣ କରୁଥିବା ଜନସାଧାରଣଙ୍କ ନିମନ୍ତେ କେନ୍ଦ୍ର ସଡକ, ପରିବହନ ଓ ରାଜପଥ ମନ୍ତ୍ରଣାଳୟ କେତେକ ସୁବିଧା ପ୍ରଦାନ କରିଛନ୍ତି । ଏ ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ମୋଟର ଯାନ ଆଇନ ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମ-୧୯୮୯ ସମ୍ପର୍କୀତ ସମସ୍ତ ନଥିପତ୍ର ବୈଧତାକୁ ଆଗାମୀ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ୩୦, ଜୁନ ୯, ୨୪ଅଗଷ୍ଟ, ୨୭ ଡିସେମ୍ବର ୨୦୨୦ ଓ ୨୬ମାର୍ଚ୍ଚ ୨୦୨୧ରେ ଏ ସଂକ୍ରାନ୍ତ ମାର୍ଗଦର୍ଶିକା ଜାରୀ...
ଟିକା ନେଇଥିଲେ ଅଫିସ ଆସ
ଭୁବନେଶ୍ୱର: ସମ୍ପୂର୍ଣ୍ଣ ଟୀକାକରଣ ହୋଇଥିବା କର୍ମଚାରୀମାନେ ଅଫିସରେ ଯୋଗଦେବାକୁ ରାଜ୍ୟ ସରକାର କହିଛନ୍ତି । ଏକ ଆଦେଶରେ ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଅଧିନସ୍ଥ କାର୍ଯ୍ୟାଳୟଗୁଡ଼ିକ ଗୁରୁବାର ଠାରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ୫୦ ପ୍ରତିଶତ କର୍ମଚାରୀଙ୍କ (ଡେପୁଟି ସେକ୍ରେଟାରୀ ପଦବୀ ଏବଂ ତଦୁର୍ଦ୍ଧ୍ୱ ଯିଏ ପ୍ରତିଦିନ କାର୍ଯ୍ୟାଳୟରେ ଯୋଗଦେବେ) କାର୍ଯ୍ୟ କରିବେ । ଭୁବନେଶ୍ୱର ଏବଂ କଟକରେ ଥିବା ସରକାରୀ କାର୍ଯ୍ୟାଳୟରେ ବିଭାଗ / ମୁଖ୍ୟମାନଙ୍କୁ ରୋଷ୍ଟର ଆଧାରରେ...
New PCCF KL Takes Charge
Bhubaneswar: Veteran Indian Forest Service (IFS) Officer Sushil Kumar Popli has taken over as Principal Chief Conservator of Forests (PCCF) Kendu Leaf(KL) Odisha. 1987 Batch IFS Mr.Popli will be heading the Kendu Leaf Organization of the State, which serves the interest of over 7.5 lakh Kendu Leaf Pluckers for whom Chief Minister Naveen Patnaik has been taking lot of interest...
ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ପୋର୍ଟାଲ ଉଦ୍ଘାଟିତ
ଭୁବନେଶ୍ୱର : ଶିକ୍ଷାଦାନ ଓ ଶିକ୍ଷଣ ଅଭିବୃଦ୍ଧି ମୂଲ୍ୟାୟନ ପାଇଁ ଓସେପା ଦ୍ୱାରା ପ୍ରସ୍ତୁତ ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ନାମକ ଦୁଇଟି ପୋର୍ଟାଲକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍ଘାଟନ କରି କହିଛନ୍ତି ଯେ କୋଭିଡ୍ ସମୟରେ ଶିକ୍ଷାଦାନ ଓ ପିଲାମାନେ କେତେ ଶିକ୍ଷାଲାଭ କଲେ ତାହାର ଆକଳନରେ ଏହି ପୋର୍ଟାଲ ବହୁ ସହାୟକ ହେବ । ଏହି ଅବସରରେ କୋଭିଡ୍ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ନିମିତ୍ତ ବିଭାଗର ପ୍ରସ୍ତୁତିକୁ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା...
Package For Socio-Economic Weaker
Bhubaneswar: Chief Minister Naveen Patnaik on Thursday announced a special package of Rs 1690.46 crores for the socially and economically weaker section people. The package will benefit landless farmers, construction workers, urban poor, vulnerable tribal population, State Food Security Scheme (SFSS) beneficiaries, MGNREGA workers and Dibyang students. Announcing the package, the Chief Minister said that the Covid-19 pandemic affected the economical...
୧୦୩ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ
ଭୁବନେଶ୍ୱର : ‘ମୋ ସ୍କୁଲ୍ ଅଭିଯାନ’ର ୨୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଗୁରୁବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୧୭ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫...
ଜୋର ଧରିଲା ଘୋଡା ରାଜନୀତି
ଭୁବନେଶ୍ୱର : ରାଜଧାନୀ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡା ପ୍ରତିମୂର୍ତ୍ତିକୁ ନେଇ ରାଜନୀତି ଏବେ ଜୋର ଧରିଛି । ସ୍ମାର୍ଟସିଟି ରାସ୍ତାକାମ ପାଇଁ ଏହି ପଥର ଘୋଡାକୁ ରାଜଭବନ ସମ୍ମୁଖକୁ ହଟାଇବାପାଇଁ ନିଷ୍ପତ୍ତି ନିଆଯିବାର ଖବର ପାଇବାପରେ ଉଭୟ କଂଗ୍ରେସ ଓ ବିଜେପି ଆଜି ଦଳ ବଳ ସହ ଘୋଡାକୁ ସେହି ସ୍ଥାନରେ ରଖିବାପାଇଁ ଅଣ୍ଟା ଭିଡିଛନ୍ତି । ଏଭଳି ନିଷ୍ପତ୍ତିକୁ କଂଗ୍ରେସ ବିଧାୟକ ଦୃଢ଼ ନିନ୍ଦା କରି ଆଜି ମାଷ୍ଟରକ୍ୟାଣ୍ଟିନର ଯୋଦ୍ଧା ଘୋଡ଼ା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେ...
ସଂକ୍ରମଣ ଅନୁଧ୍ୟାନ ପାଇଁ କମିଟି ଗଠିତ
ଭୁବନେଶ୍ୱର : କରୋନା ଟିକାର ଦୁଇଟି ଡୋଜ୍ ନେବାପରେ ବି କିଛି ଲୋକ ସଂକ୍ରମିତ ହେଉଛନ୍ତି । ଏଭଳି ଖବର ସରକାରଙ୍କ ଦୃଷ୍ଟିକୁ ଆସିବାପରେ ଏହାରା ଅନୁଧ୍ୟାନ ଲାଗି ଏକ କମିଟି ଗଠନ ଲାଗି ସ୍ଥିର ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଇନଷ୍ଟିଟ୍ୟୁଟ ଅଫ୍ ଲାଇଫ ସାଇନ୍ସ (ଆଇଏଲ୍ଏସ) ଭୁବନେଶ୍ୱରର ନିର୍ଦ୍ଦେଶକ ଅଜୟ କୁମାର ପରିଡା କମିଟିର ଅଧ୍ୟକ୍ଷ ରହିବେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକତର ନିରଞ୍ଜନ...










