ଓଡିଶା ଅଫିସରଙ୍କୁ ନିର୍ବାଚନ ଦାୟିତ୍ୱ
ଭୁବନେଶ୍ୱର : ଓଡିଶା କ୍ୟାଡରର ଆଇଏଏସ୍ ଓ ଆଇପିଏସ୍ ଅଫିସରମାନଙ୍କୁ ଭାରତର ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ନିର୍ବାଚନ ଅନୁଷ୍ଠିତ ହେଉଥିବା ଏହିସବୁ ରାଜ୍ୟଗୁଡିକ ହେଲା ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପୁଡୁଚେରୀ । ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହେଉଥିବା ଆଇଏଏସ୍ ଅଫିସରଙ୍କ ମଧ୍ୟରେ ଅଛନ୍ତି କୃଷି ବିଭାଗର ସ୍ୱତନ୍ତ୍ର ସଚିବ ସୁରେଶ କୁମାର ବଶିଷ୍ଟ, ଏସ୍ଏସ୍ଇପିଡି ବିଭାଗର କମିଶନର ତଥା ଶାସନ ସଚିବ ଭାଷ୍କର ଜ୍ୟୋତି ଶର୍ମା, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ୱତନ୍ତ୍ର...
ଜବରଦଖଲରେ ସାଢେ ୫ଲକ୍ଷ ଏକର
ଭୁବନେଶ୍ୱର : କଳା କାରଖାନା ପାଇଁ ଜମି ଖଣ୍ଡିଏ ଯୋଗାଇବାକୁ ସରକାର ନାକେଦମ ହେଉଥିବାବେଳେ ଲକ୍ଷ ଲକ୍ଷ ଏକର ସରକାରୀ ଜମିକୁ ଜବରଦଖଲକାରୀମାନେ ମାଡି ବସୁଛନ୍ତି । କେବଳ ୧୫ଟି ଜିଲ୍ଲାରେ ସାଢେ ୫ଲକ୍ଷ ଏକରରୁ ଅଧିକ ସରକାରୀ ଜମି ଜବରଦଖଲ ହୋଇଥିବାବେଳେ ଏଥିରୁ ଅତି ନଗଣ୍ୟ ପରିମାଣ ଫେରୁଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୧୦ବର୍ଷ ମଧ୍ୟରେ ୧୫ଟି ଜିଲ୍ଲାରେ ୨ଲକ୍ଷ ୫୭ହଜାର ଏକରରୁ ଅଧିକ ସରକାରୀ ଜମି ଜବରଦଖଲ ହୋଇଯାଇଛି । ଏହିସବୁ ଜମିକୁ ୬,୩୮,୧୨୮ ଜଣ ଜବରଦଖଲ କରିଥିବାବେଳେ...
Fire Refuses To Douse
Baripada: The forest fire that refuses to douse in the Similipal National Park is stoking public anger in Mayurbhanj the people of which are sentimentally attached to this bio-reserve.Hundreds of devotees joined the priests of the famous Shree Jagannath temple in Baripada and lit 1000 earthen lamps to give vent to their anger at the way the State Government...
ମହିଳା ମାମଲାରେ ଦଣ୍ଡ ହାର କମ୍
ଭୁବନେଶ୍ୱର : ଆର୍ନ୍ତଜାତିକ ମହିଳା ଦିବସ ପାଳନ ଅବସରରେ ସରକାରୀ ଓ ବେସରକାରୀ ସ୍ତରରେ ଦେଶରେ ମହିଳାଙ୍କ ବିକାଶ ସମ୍ପର୍କରେ ଅନେକ କଥା କୁହାଯାଉଥିବାବେଳେ ବାସ୍ତବରେ କିନ୍ତୁ ଓଡିଶା ସମେତ ଦେଶର ପ୍ରାୟ ସବୁ ରାଜ୍ୟରେ ମହିଳାମାନଙ୍କ ପ୍ରତି ବିଭିନ୍ନ କିସମର ଅପରାଧ ବଢି ବଢି ଚାଲୁଛି । ଗୋଟିଏ ପଟେ ମହିଳାଙ୍କ ପ୍ରତି ହିଂସା ବଢୁଥିବାବେଳେ ଏ ସଂକ୍ରାନ୍ତୀୟ ମାମଲାରେ କିନ୍ତୁ ଦଣ୍ଡବିଧାନ ହାର ନୈରାଶ୍ୟଜନକ ରହୁଛି । ଗତ ସେପ୍ଟେମ୍ବର ମାସରେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ପ୍ରକାଶ କରିଥିବା ରିପୋର୍ଟର...
ବାଧକ ସାଜିଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର : ଓଡିଶାର ବିକାଶରେ ବାଧକ ନିଜେ ରାଜ୍ୟ ସରକାର । ମୋଦି ସରକାର ଓଡିଶାର ଉନ୍ନତି ଓ ବିକାଶ ପାଇଁ ପ୍ରତିଶୃତିବଦ୍ଧ ଏବଂ ଏଥିପାଇଁ ପ୍ରଚୁର ମାତ୍ରାରେ ଅର୍ଥ ଦେଉଛନ୍ତି । ମାତ୍ର ଦୁର୍ନୀତିରେ ଉବୁଟୁବୁ ରାଜ୍ୟ ସରକାରଙ୍କ ଗରୀବମାରଣ ନୀତି କାରଣରୁ ବିଜେଡିର ଆନୁଗତ୍ୟ ଓ ଅଯୋଗ୍ୟ ହିତାଧିକାରୀ ଘର ପାଉଛନ୍ତି କିନ୍ତୁ ଯୋଗ୍ୟ ହିତାଧିକାରୀ କୁଡିଆରେ ରହୁଛି । କୋଭିଡ୍ ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଆସିଥିବା ଅର୍ଥରୁ ପ୍ରାୟ ୮୦୦ କୋଟି ଟଙ୍କାର ମିଛ...
ଷ୍ଟାର୍ଟ ଅପ୍ ନୀତିର ନୂଆ ସଂସ୍କରଣ
ଭୁବନେଶ୍ୱର : ନବମ ଏମ୍ଏସ୍ଏମ୍ଇ ବାଣିଜ୍ୟ ମେଳାରେ ‘ନୂତନ ଉଦ୍ୟୋଗ ପ୍ରସଙ୍ଗ’ ଆଲୋଚନାଚକ୍ରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ସ୍ୱତନ୍ତ୍ର ନିମନ୍ତ୍ରିତ ବିଶେଷଜ୍ଞ ଭାବେ ଯୋଗଦେଇ ନୂତନ ଉଦ୍ୟୋଗୀମାନଙ୍କର କାର୍ଯ୍ୟଧାରାର ମାନ ବୃଦ୍ଧି ନିମନ୍ତେ ୬ଟି କୌଶଳ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ସେଗୁଡ଼ିକ ହେଲା ଭାବନା, କୌଶଳ, ବୁଦ୍ଧି, ପ୍ରତିଷ୍ଠା, ନିଜ କର୍ମଚାରୀଙ୍କୁ ମାପିବା ଏବଂ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିବା । ସୁନ୍ଦର ରାଜନଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଗୁଣା କୁକୁଡ଼ା ଫାର୍ମର ଉଦାହରଣ ଦେଇ ତାହା...
ହୋଲଡିଂ ଟ୍ୟାକ୍ସ ଆଦାୟ ବେଆଇନ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଘର ମାଲିକ ମାନଙ୍କ ପାଖରୁ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି, ତାହା ସଂପୂର୍ଣ୍ଣ ଭାବେ ବେଆଇନ ଏବଂ ମହାନଗର ନିଗମ ଅଧିକାରୀମାନଙ୍କର ସ୍ୱେଚ୍ଛାଚାରୀ ନିଷ୍ପତି ଅଟେ । ଏହି ନିଷ୍ପତି ସ୍ପଷ୍ଟ ଭାବରେ ଓଡ଼ିଶା ମ୍ୟୁନିସପାଲ ଆଇନ -୨୦୦୩ର ବିଭିନ୍ନ ଧାରାକୁ ଉଲଙ୍ଘନ କରୁଥିବା କଂଗ୍ରେସ ଦର୍ଶାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ନେତା ପଂଚାନନ କାନୁନଗୋ କହିଲେ ଯେ ଏହି ନିଷ୍ପତି ବଳ ପୂର୍ବକ ଭୁବନେଶ୍ୱର ବାସିନ୍ଦାଙ୍କ ଉପରେ ଲଦି...
ସ୍ଥାନ ସଂରକ୍ଷଣ ତଥ୍ୟ ନାହିଁ
ଭୁବନେଶ୍ୱର : ଓଡ଼ିଶାରେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା କେତେ ତାହାର ପ୍ରାମାଣିକ ତଥ୍ୟ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ନିକଟରେ ନାହିଁ । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପଛୁଆ ବର୍ଗ କମିଶନ ଆସନ୍ତା ମଇ ମାସରୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ସମ୍ପର୍କରେ ଯେଉଁ ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି ସେଥିରେ ଏହି ବର୍ଗର ଲୋକସଂଖ୍ୟା ଏବଂ ଏମାନଙ୍କ ମଧ୍ୟରୁ କେତେ ଅନଗ୍ରସର ଓ କେତେ ଆଗୁଆ ଏବଂ ଆର୍ଥିକ, ଶିକ୍ଷା ଓ କର୍ମନିଯୁକ୍ତି ଦୃଷ୍ଟିରୁ ସେମାନଙ୍କର...
ଜନସେବା କେନ୍ଦ୍ରର ଚିହ୍ନ ବର୍ଣ୍ଣ ନାହିଁ
ଭୁବନେଶ୍ୱର : ଲୋକଙ୍କ ହାତ ପାଆନ୍ତାରେ ସରକାରୀ ସେବା ଯୋଗାଇ ଦେବାପାଇଁ ୨୦୧୦ ମସିହାରେ ପ୍ରତିଷ୍ଠା ହୋଇଥିବା ଅଧିକାଂଶ ‘ଜନସେବା କେନ୍ଦ୍ର’ ର ଆଉ ଚିହ୍ନବର୍ଣ୍ଣ ନାହିଁ । ରାଜ୍ୟ ସରକାର ସେତେବେଳେ ଏହାର ସ୍ଥାପନା ପାଇଁ ବିପୁଳ ପରିମାଣର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇଥିଲେ । ରାଜ୍ୟରେ ଜନସେବା କେନ୍ଦ୍ର ପ୍ରତିଷ୍ଠା ପାଇଁ ତିନି ଗୋଟି ସଂସ୍ଥା ଶ୍ରେୟୀ-ସହଜ ଇ-ଭିଲେଜ ଲିମିଟେଡ, ଜୁମ୍ ଡେଭଲପର୍ସ ଓ ଭାରତୀୟ ସମୃଦ୍ଧି ଫାଇନାନ୍ସକୁ ବଛାଯିବା ସହିତ ସେମାନଙ୍କ ଜରିଆରେ ପଞ୍ଚାୟତ ସ୍ତରରେ ଜନସେବା କେନ୍ଦ୍ର ପ୍ରତିଷ୍ଠା...
People Power For Forest Fire Curb
Bhubaneswar: When there is unrest in civil society, people burn tyres on main roads to draw the attention of the government and the media. Burning is part of the demonstration to make the administration aware of the ground realities. Nature too seems to have adopted this mode of protest when all is not well with the forests of Odisha. There...










