୧୦ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ

0

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଆଜି ୧୦ଟି ଜିଲ୍ଲାରେ ରାତ୍ରିକାଳିନ କର୍ଫ୍ୟୁ ଜାରି କରିଛନ୍ତି । ଆସନ୍ତା ଏପ୍ରିଲ ୫ ତାରିଖରୁ ଏହା ଲାଗୁ ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିଶନର ନିର୍ଦ୍ଦେଶ ଦେଇଛନ୍ତି । କର୍ଫ୍ୟୁ ଘୋଷଣା ହୋଇଥିବା ୧୦ ଜିଲ୍ଲା ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି । ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । କର୍ଫ୍ୟୁ...

Naidu Lauds Utkal University

0

Bhubaneswar: Vice President M Venkaiah Naidu today called upon the youth to take inspiration from India’s glorious past and imbibe the spirit of entrepreneurship and innovation. He also asked the universities and educational institutions to equip the students with 21st century skills so that they can emerge as job creators. Addressing the 50th convocation of Utkal University in Bhubaneswar, Odisha today, the...

ଆସ୍କା ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ଖୁସିର କଥା, ଆଜି ଆସ୍କାରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁର ଉଦଘାଟନ କରାଗଲା । ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁକୁ ପୁନଃନିର୍ମାଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଭାବେ କାର୍ଯ୍ୟ କରିବ । ଆସ୍କା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟାନ୍ୟ ସହରରୁ ଭୁବନେଶ୍ୱରକୁ ଦୂରତା ମଧ୍ୟ କମିବ । ଏହାଦ୍ୱାରା ସାଢେ ତିନି ଲକ୍ଷରୁ ଅଧିକ ଲୋକଙ୍କ ଗମନାଗମନରେ ସୁବିଧା ଆସିବ । ଗଞ୍ଜାମ ଜିଲ୍ଲା ଆମ ରାଜ୍ୟର ଏକ ସମୃଦ୍ଧ ଜିଲ୍ଲା...

ଚପଲ, ଡଷ୍ଟବିନ୍‍ ଫିଙ୍ଗିଲେ

ଭୁବନେଶ୍ୱର : ବିଜେପି ସଦସ୍ୟମାନେ ଆଜି ବାଚସ୍ପତିଙ୍କ ଆସନ ଉପରକୁ ଚପଲ, ମାଇକ୍ରୋଫୋନ୍‍ ସମେତ ଗୃହ ଭିତରେ ଥିବା ଡଷ୍ଟବିନ୍‍ ଫୋପାଡିଛନ୍ତି । ବାଚସ୍ପତିଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକଟ କରି ବିଜେପି ବିଧାୟକମାନେ ଏଭଳି ପ୍ରତିବାଦ କରିଥିବାବେଳେ ଚପଲ କିଏ ଫିଙ୍ଗିଛି ତାହାକୁ ନେଇ ନିର୍ଦ୍ଦିଷ୍ଟ ଭାବେ କେହି କିଛି କହୁ ନାହାନ୍ତି । ଆଜି ବିଧାନସଭାରେ କଂଗ୍ରେସ ପକ୍ଷରୁ ଖଣି ପ୍ରସଙ୍ଗରେ ଦିଆଯାଇଥିବା ମୁଲତବି ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିବାପରେ ତାହାକୁ ନେଇ ବିରୋଧି ସଦସ୍ୟମାନେ ଶୂନ୍ୟକାଳରେ ହଟଗୋଳ କରିଥିଲେ । କାହିଁକି...

୫୫୮୫ ନିୟୁତ ୟୁନିଟ୍‍ ବିଜୁଳି ବିକ୍ରି

0

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସାଢେ ୫ହଜାର ନିୟୁତ ୟୁନିଟ୍‍ରୁ ଅଧିକ ବିଜୁଳି ବିକ୍ରି କରିଛନ୍ତି । ଓଡିଶାରୁ ଉତ୍ପାଦିତ ଓ ରାଜ୍ୟ ବାହାରରୁ ମିଳୁଥିବା ବିଜୁଳିରୁ ନିଜସ୍ୱ ଚାହିଦା ମେଣ୍ଟାଇବା ପରେ ବଳକା ବିଜୁଳିକୁ ବିକ୍ରି କରାଯାଇଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ଫେବୃୟାରୀ ମାସ ପର୍ଯ୍ୟନ୍ତ ବିଜୁଳି ବଦଳ (ପାୱାର ଏକ୍ସଚେଞ୍ଜ) ମାଧ୍ୟମରେ ମୋଟ୍‍ ୫୫୮୫ ନିୟୁତ ୟୁନିଟ୍‍ ବିଜୁଳି ଅନ୍ୟ ରାଜ୍ୟକୁ ବିକ୍ରି ହୋଇଛି । ଏହି ସମୟରେ...

ବୈଷୟିକ ଶିକ୍ଷାରେ ପଦବୀ ଖାଲି

0

ଭୁବନେଶ୍ୱର : ବୈଷୟିକ ଶିକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ବିଭିନ୍ନ ଇଞ୍ଜିନିୟରିଂ କଲେଜ ଓ ଆଇଟିଆଇଗୁଡ଼ିକରେ ଶହଶହ ପଦବୀ ଖାଲି ଏବେ ଏହି ଶିକ୍ଷା କ୍ଷେତ୍ରରେ ବାଧକ ସୃଷ୍ଟି କରିଛି । କେବଳ ପଦବୀ ଖାଲି ରହୁନାହିଁ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟ ସରକାର ଏହି ଶିକ୍ଷାନୁଷ୍ଠାନଗୁଡ଼ିକରୁ ଦୁଇଶହରୁ ଅଧିକ ପଦବୀ ଉଚ୍ଛେଦ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ରାଜ୍ୟର ସରକାରୀ ପଲିଟେକ୍‍ନିକ୍‍ରେ ମାତ୍ର ଜଣେ ଅଧ୍ୟକ୍ଷ ଅଛନ୍ତି । ୩୩ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୩୨ଟି ଖାଲିପଡ଼ିଛି...

୫ଜଣଙ୍କୁ ଡକ୍ଟରେଟ୍‍

0

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ସମାରୋହ ୩ ଏପ୍ରିଲ୍‍ ୨୦୨୧ରେ ଅନୁଷ୍ଠିତ ହେବ । ଭାରତର ଉପରାଷ୍ଟ୍ରପତିି ଭେଙ୍କିଆ ନାଇଡୁ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ । ଏହି ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଅଧ୍ୟକ୍ଷତା କରିବେ । କୃଷି ଓ କୃଷକ ସଶକ୍ତି କରଣ ଏବଂ ମତ୍ସ୍ୟ ଓ ପ୍ରାଣୀ...

ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଅଧିକ ଋଣ

0

ଭୁବନେଶ୍ୱର : କୋଭିଡ୍‌ ଭଳି ପ୍ରତିକୂଳ ପରିସ୍ଥିତିରେ ବ୍ୟାଙ୍କମାନଙ୍କର ପୂର୍ଣ୍ଣ ସହଯୋଗ ଯୋଗୁଁ ୨୦୨୦-୨୧ ଆର୍ଥିକ ବର୍ଷରେ ଋଣ ପ୍ରଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇପାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଚଳଚଞ୍ଚଳ କରିବାକୁ ନିଆଯାଇଥିବା ପଦକ୍ଷେପ ସ୍ୱରୂପ ଉଦ୍ୟୋଗଗୁଡ଼ିକୁ ଋଣ ପ୍ରଦାନରେ ଏକ ଉଲ୍ଲେଖନୀୟ ସଫଳତା ପାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଇସିଏଲ୍‌ଜିଏସ୍‌ (କୋଭିଡ଼୍‌ ଋଣ) ଅଧୀନରେ ୩୪୧୭.୦୨ କୋଟି ଟଙ୍କା ଋଣ ପ୍ରଦାନଯୋଗ୍ୟ ଅର୍ଥରୁ ୩୩୦୮.୬୯ କୋଟି ଟଙ୍କାର ମଞ୍ଜୁରୀ ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ...

Kalinga Ratna For Harichandan

Bhubaneswar: Vice President M Venkaiah Naidu today called for inculcating reading habit among children from a young age to strengthen their foundational literacy. He wanted educationists, intellectuals, parents and teachers to bestow special attention in promoting the reading habit among children. He underlined the importance of reading in the development of children’s personalities and to wean them away from excessive...

Covid Surge Worries Center

0

New Delhi: Cabinet Secretary Rajiv Gauba chaired a high-level review meeting with Chief Secretaries, DG Police and Health Secretaries of all States,UTs, with focus on 11 States, UTs that have been reporting very high rise in daily cases and daily mortality because of COVID-19 in the last two weeks. The meeting to review and discuss the COVID management and...