State Covers 57 Lakh Vax
Bhubaneswar: More than 57 Lakh beneficiaries have been vaccinated till date with Odisha Government is on overdrive for the vaccination program. Total sessions organized today were 617 in which vaccination went smoothly. While for 28 April, 464 Sessions are planned, while there will be no sessions in Jajpur and Keonjhar, said sources. ACS Health & Family Welfare Pradipta Kumar Mohapatra reviewed Vaccination...
Manoj Das No More
Bhubaneswar: Eminent Writer, Editor and Columnist Manoj Das breathed his last at a hospital in Puducherry today. He was 87. Mr.Das had been under treatment at the nursing home at Sri Aurobindo Ashram in Puducherry due to old-age related ailments and breathed his last at 8.15 PM today, family sources said. Born on February 27, 1934 in Shankari village in Balasore...
ଆରପାରିରେ ମନୋଜ ଦାସ
ଭୁବନେଶ୍ୱର : ଆର୍ନ୍ତଜାତିକ ଖ୍ୟାତି ସମ୍ପନ୍ନ ସାହିତ୍ୟିକ ପଦ୍ମବିଭୂଷଣ ମନୋଜ ଦାସଙ୍କର ଆଜି ପଣ୍ଡିଚେରୀ ଠାରେ ପରଲୋକ ହୋଇଯାଇଛି । ଶ୍ରୀଅରବିନ୍ଦ ଆଶ୍ରମରେ ଜଣେ ସାଧକ ଭାବେ ଶ୍ରୀ ଦାସ ଦୀର୍ଘବର୍ଷ ଧରି ଅବସ୍ଥାନ କରିବା ସହିତ ଆଧ୍ୟାତ୍ମିକତା ଏବଂ ଇଂରାଜୀ ଓ ଓଡିଆ ସାହିତ୍ୟରେ ତାଙ୍କର ସାଧନା ଜାରି ରଖିଥିଲେ । ଅଧ୍ୟାପନାରୁ ତାଙ୍କ କର୍ମମୟ ଜୀବନ ଆରମ୍ଭ କରିଥିବା ମନୋଜ ବାବୁ ଚାକିରି ଛାଡି ଶ୍ରୀଅରବିନ୍ଦ ଓ ଶ୍ରୀମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପଣ୍ଡିଚେରୀ ଆଶ୍ରମକୁ ତାଙ୍କ ସାଧନାର ଭୂମି ଭାବେ...
IAS & IFS Contribute CMRF
Bhubaneswar: With the State Government combating COVID-19 Pandemic, IAS and IFS Associations of Odisha have decided to extend their support in this regard. Both the Members of All India Service Associations have decided to contribute One Day’s Salary to the Chief Minister’s Relief Fund (CMRF). While Members of IAS Association of Odisha issuing a statement said that they have come together...
ଏମ୍ଜିଏମ୍ ମିନେରାଲ୍ସ ଦେଲା କୋଟିଏ
ଭୁବନେଶ୍ୱର : କୋଭିଡ ଯୁଦ୍ଧରେ ନିଜର ଯୋଗଦାନ ସ୍ୱରୂପ ଏମ୍ଜିଏମ୍ ମିନେରାଲ୍ସ ଲିମିଟେଡ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ୧କୋଟି ଟଙ୍କା ଦାନ କରିଛି । ଆଜି ମୁଖ୍ୟ ଶାସନ ସଚବ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନ ଠାରେ କମ୍ପାନୀର ମୁଖ୍ୟ ପରିାଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତିଙ୍କ ଠାରୁ ଏକ କୋଟି ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି । ଚେକ ପ୍ରଦାନ ସମୟରେ ଶ୍ରୀ ମହାନ୍ତି କହିଥିଲେ ଯେ ରାଜ୍ୟ ସରକାରଙ୍କ ସମୟପଯୋଗୀ ଓ ସକ୍ରିୟ କୋଭିଡ ପରିଚାଳନା ଯୋଗୁଁ ଓଡିଶାରେ...
ସୋଆ କମ୍ୟୁନିଟି ରେଡିଓର ଅଭିନବ ପ୍ରୟାସ
ଭୁବନେଶ୍ୱର: ସୂଚନା ଏପରି ଏକ ମାଧ୍ୟମ ଯାହାଦ୍ୱାରା ଆଜି ମଣିଷ ପ୍ରଗତି ପଥରେ ଆଗେଇ ଚାଲିଛି । ପୂର୍ବରୁ ଲୋକଙ୍କୁ କୌଣସି ବିଷୟରେ ଜାଣିବା ପାଇଁ ଅନେକ ପ୍ରୟାସ କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତମାନ ଇଂଟରନେଟ ଯୁଗରେ ସୂଚନା ଏବେ ହାତ ପାହନ୍ତାରେ ଉପଲବ୍ଧ । କିନ୍ତୁ ସେହି ସୂଚନା ଠିକ୍ ନା ଭୁଲ୍ ତାହା ନିର୍ଣ୍ଣୟ କରିବା ଏବେ ମୁସ୍କିଲ୍ ବ୍ୟାପାର ହୋଇପଡ଼ିଛି । ଆଜି ବିଭିନ୍ନ ସମ୍ବାଦ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପହଂଚିବା ପାଇଁ ଦୂରତା ବା ସମୟ...
୨ହଜାର ଟପିଲା କରୋନା ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଆଜି ୨ହଜାର ଅତିକ୍ରମ କରିଛି । ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ଜଣଙ୍କ ମୃତ୍ୟୁ ସହିତ ମୋଟ୍ ମୃତ୍ୟୁସଂଖ୍ୟା ୨୦୦୭ ହୋଇଛି । ଦୀର୍ଘଦିନ ପରେ ଗୋଟିଏ ଦିନରେ କରୋନା ମୃତ୍ୟୁ ଦୁଇ ଅଙ୍କରେ ପହଞ୍ଚିଛି । ମୋଟ୍ ମୃତକଙ୍କ ମଧ୍ୟରୁ ସର୍ବାଧିକ ୩୫୧ଜଣ ଖୋରଧା ଜିଲ୍ଲାରୁ ହୋଇଥିବାବେଳେ ଗଞ୍ଜାମରୁ ୨୫୭, ସୁନ୍ଦରଗଡରୁ ୧୮୫, କଟକରୁ ୧୪୫, ପୁରୀରୁ ୧୨. ବାଲେଶ୍ୱରରୁ ୯୮, ମୟୁରଭଞ୍ଜରୁ ୯୧ ଓ ସମ୍ବଲପୁରରେ ଏହା ୮୦ ରହିଛି । ଅନ୍ୟ ଜିଲ୍ଲାରେ ମୃତ୍ୟୁ...
ଘର ଅପେକ୍ଷାରେ ୩ଲକ୍ଷ
ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଏବେ ବି ପାଖାପାଖି ୩ଲକ୍ଷ ଲୋକ ସରକାରଙ୍କ ବିଭିନ୍ନ ଯୋଜନାରେ ଘର ପାଇପାରି ନଥିବାବେଳେ ଦିନକୁ ଦିନ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ବାସହୀନମାନଙ୍କ ଯୋଗୁଁ ସହରାଞ୍ଚଳରେ ସରକାରୀ ଜମି ଜବରଦଖଲ ଓ ବେଆଇନ୍ ବସ୍ତିନିର୍ମାଣ ବି ବଢି ଚାଲିଛି । ସହରାଞ୍ଚଳର ଗରିବ, ବସ୍ତିବାସିନ୍ଦା, ଅର୍ଥନୈତିକ ଓ ସାମାଜିକ ଦୁର୍ବଳ ବର୍ଗର ଲୋକଙ୍କୁ ରାଜୀବ ଆବାସ ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ସମନ୍ୱିତ ଗୃହ ଓ ବସ୍ତି ଉନ୍ନୟନ ଯୋଜନା ଏବଂ ସହରାଞ୍ଚଳ...
ଓଡିଶା ଯୋଗାଇଲାଣି ୧୨୬୮ ଟନ୍ ଅକ୍ସିଜେନ୍
ଭୁବନେଶ୍ୱର : କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୬୭ ଟି ଟ୍ୟାଙ୍କର୍ ଯୋଗେ ୧୨୬୮ ଟନ୍ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍ ପଠାଯାଇଛି । ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି । ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ...
ସଟ୍ଡାଉନ୍ ପରେ ଅମାନିଆଙ୍କ ରାଜୁତି
ଭୁବନେଶ୍ୱର : କରୋନାର ଦ୍ରୁତ ସଂକ୍ରମଣ ରୋକିବାପାଇଁ ରାଜ୍ୟ ସରକାର ଜାରି କରିଥିବା କଟକଣାକୁ ଅଟୋ ଚାଳକଙ୍କ ଠାରୁ ଆରମ୍ଭ କରି ଅନେକ ପଦସ୍ଥ ସରକାରୀ ଅଧିକାରୀ ମାନୁ ନାହାନ୍ତି । ଖୋଦ ରାଜଧାନୀ ଭୁବନେଶ୍ୱରରେ ସପ୍ତାହନ୍ତ ସଟ୍ଡାଉନ୍ ସମୟରେ ବି ଅମାନିଆଙ୍କ ଉତ୍ପାତ ଦେଖିବାକୁ ମିଳିଥିବାବେଳେ ଏବେ ରାତି ୯ଟା ପରଠାରୁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ଥିବା ସତ୍ୱେ ଦଳ ଦଳ ହୋଇ ଯୁବକ ବି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ରାସ୍ତାକଡରେ ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ଆସନ୍ତା...








