Tourism Ministry Pacts With Yatra
New Delhi: Ministry of Tourism, Government of India to strengthen the Hospitality & Tourism Industry signed Memorandum of Understanding (MOU) with Yatra on 02nd July 2021. The event was organized under the arrangement between Ministry of Tourism and Quality Council of India (QCI) for implementing measures for strengthening the Indian Hospitality & Tourism Industry. The primary objective of this MoU...
୭ରୁ କଂଗ୍ରେସର ପ୍ରତିବାଦ
ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବିରୁଦ୍ଧରେ ଆସନ୍ତା ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଦେଶ ତମାମ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରିବ ଜାତୀୟ କଂଗ୍ରେସ । ଜୁଲାଇ ୭ ତାରିଖ (ବୁଧବାର)ରେ ପ୍ରତିବ୍ଲକ ସାମ୍ନାରେ ମହଙ୍ଗାମାଡର ପ୍ରତିବାଦରେ ଲୋକେ ଝାଞ୍ଜ, ଘଂଟ ମାଡ କରି ପ୍ରତିବାଦ କରିବେ ବୋଲି ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ...
All HEI Staff To Attend Office
Bhubaneswar: The State Government has asked all teaching and non-teaching staff of all Higher Educational Institutions (HEIs) to attend office from Tuesday. Higher Education, Principal Secretary Saswat Mishra on Monday issued instructions to the Vice-Chancellors of all State Public Universities and Principals of all Degree Colleges, in this regard. The Covid-19 situation in the State has relatively improved vis-a-vis the...
State Records 52 COVID Deaths
Bhubaneswar:Even though infection rate came down in the State, Covid-19 fatalities remained high in Odisha. The State reported the highest single-day toll of 52 deaths on Monday. According to the Health and Family Welfare Department, 9 Covid related deaths were reported in Khurda district, while Bargarh, Ganjam, Kalahandi Sundergarh and Puri registered five fatalities each. Similarly, four deaths reported from Kendrapara...
ଅର୍ଦ୍ଧ ଶତକ ଡେଇଁଲା କରୋନା ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ ଆଜି କରୋନା ମୃତ୍ୟୁ ଅର୍ଦ୍ଧ ଶତକ ଅତିକ୍ରମ କରିଯାଇଛି । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୨ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୨୪୮ରେ ପହଞ୍ଚିଛି । ଏଥି ସହିତ ଗୋଟିଏ ଦିନରେ ୫ଟି ଜିଲ୍ଲାରେ ୫ଜଣ କରି ମରିଛନ୍ତି । ୨୪ଘଣ୍ଟାରେ ମୃତ୍ୟୁବରଣ କରିଥିବା ୫୨ଜଣଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୯ଜଣ ଥିବାବେଳେ ବରଗଡ, ଗଞ୍ଜାମ, କଳାହାଣ୍ଡି, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ୫ଜଣ କରି, କେନ୍ଦ୍ରାପଡା ଜିଲ୍ଲାରୁ ୪ଜଣ, ମୟୁରଭଞ୍ଜ, କନ୍ଧମାଳ ଓ...
ଡାକ୍ତର ମେହେର୍ଦ୍ଦାଙ୍କୁ ମହିଳା ଓ ଶିଶୁ ବିକାଶ ଦାୟିତ୍ୱ
ଭୁବନେଶ୍ୱର: ବରିଷ୍ଠ ପ୍ରଶାସକ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ଓଡିଶା ସରକାର ଗୁରୁତ୍ୱପୂର୍ଣ୍ଣ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । କୋଭିଡ-୧୯ ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ପିଲାମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ମହିଳା ଓ ଶିଶୁ ବିକାଶ ବିଭାଗ ପରିଚାଳନା କରିବା ପାଇଁ ଅନ୍ୟତମ ପ୍ରଭାବଶାଳୀ ତଥା ଦକ୍ଷ ପ୍ରଶାସକ ଡାକ୍ତର ମେହେର୍ଦ୍ଦାଙ୍କୁ ଚୟନ କରିଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ଯାହା ମହିଳା...
କରୋନା ମାଡରେ ବିପର୍ଯ୍ୟସ୍ତ ପର୍ଯ୍ୟଟନ
ଭୁବନେଶ୍ୱର : ପର୍ଯ୍ୟଟନ ବିଭାଗ ନିକଟରେ ପଞ୍ଜିକୃତ ହୋଇଥିବା ସମସ୍ତ ହୋଟେଲ ଓ ପରିବହନ ସଂସ୍ଥା କରୋନା ମାଡରେ ସାଂଘାତିକ ଭାବେ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ୧୯୬୨ଟି ହୋଟେଲ ଓ ପ୍ରାୟ ୧୧୦ଟି ପରିବହନ ସଂସ୍ଥା ପର୍ଯ୍ୟଟନ ବିଭାଗ ଦ୍ୱାରା ପଞ୍ଜିକୃତ ହୋଇଥିବାବେଳେ ଏହା ବ୍ୟତିତ ଆଉ ଅନେକ ହୋଟେଲ ଓ ପରିବହନ ସଂସ୍ଥା ମଧ୍ୟ ଏକ ପ୍ରକାର ଅଚଳ ହୋଇ ପଡିଛନ୍ତି । ୨୦୧୯ ମସିହାରୁ ଏଯାବତ୍ ଲଗାତାର ଭାବେ ପର୍ଯ୍ୟଟନ ଓ ପରିବହନ ସଂସ୍ଥାଗୁଡିକ ସାଂଘତିକ କ୍ଷତିର ସମ୍ମୁଖୀନ ହେଉଛନ୍ତି...
ମିଶନ ମୋଡରେ ଓଡିଶାର ଅକ୍ସିଜେନ୍ ଯୋଗାଣ
ଭୁବନେଶ୍ୱର : କୋଭିଡର ଦ୍ୱିତୀୟ ଲହରରେ ଅକ୍ସିଜେନ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ହା ହା କାର ଅବସ୍ଥା ସୃଷ୍ଟି ହୋଇଥିବାବେଳେ ୧୭ଟି ରାଜ୍ୟକୁ ଓଡିଶା ୪୦ହଜାର ମେଟ୍ରିକ ଟନ୍ ତରଳ ଅକ୍ସିଜେନ ଯୋଗାଇ ଅନେକଙ୍କ ଜୀବନ ବଞ୍ଚାଇ ପାରିଛି । ଅକ୍ସିଜେନ ଯୋଗାଣକୁ ରାଜ୍ୟ ସରକାର ମିଶନ ମୋଡ୍ରେ ଗ୍ରହଣ କରିବା ଯୋଗୁଁ ଏହା ସମ୍ଭବ ହୋଇଥିବା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କ ସୂତ୍ରରୁ ସୂଚନା ମିଳିଛି । ମାର୍ଚ୍ଚ ଶେଷ ଓ ଏପ୍ରିଲ ପ୍ରାରମ୍ଭ ସମୟରୁ କୋଭିଡର ଦ୍ୱିତୀୟ...
Odisha Sends 40K Tons Of Oxygen
Bhubaneswar; When many Indian States reeling under equate oxygen crisis during the dangerous second wave of the Covid-19, Odisha came for rescue and supplied over 40,000 tonnes of life saving oxygen to 17 States in the country till date. Principal Secretary Industries, Heamant Sharma sources said that Odisha has taken up the supply of Oxygen on a Mission Mode approach. “The...
Steel Honcho Lauds Odisha Policy
Bhubaneswar: Managing Director of Jindal Steel & Power Ltd (JSPL), V R Sharma has lauded the innovative and progressive policies of the Odisha Government for protecting the interests of the State based industries. “There is an excellent policy on Pre-emption of Iron Ore which was issued by the Government of Odisha, much ahead of time on June 26th, 2014, and...










