Dr.Kumar Takes IDCO Charge

Bhubaneswar: Senior Mandarin Dr.Krishan Kumar has taken charge of Chairman and Managing Director of Odisha Industrial Infrastructure Development Corporation (IDCO), the premier PSU engaged in Industrial Infrastructure Development. After taking over IDCO, Dr.Kumar harped on 5T Charter of the Odisha Government and directed the officials to prepare Action Plan keeping in view the 5T Charter. He said all stress is...

ପ୍ରବେଶ କଲା ସ୍ପୁଟନିକ-ଭି

0
Sputnik V

ଭୁବନେଶ୍ୱର: କରୋନା ପ୍ରତିରୋଧ ପାଇଁ ତୃତୀୟ ଟିକା ଭାବେ ସ୍ପୁଟନିକ-ଭି ଆଜି ଭାରତରେ ଆରମ୍ଭ ହୋଇଛି । ରୁଷିଆ ପ୍ରସ୍ତୁତ ଏହି ଟିକାକୁ ପ୍ରଥମେ ହାଇଦ୍ରାବାଦରେ ଲୋକଙ୍କୁ ଦିଆଯାଇଛି । ପୂର୍ବରୁ ଭାରତ ବାୟୋଟେକର କୋଭାକ୍ସିନ୍‍ ଓ ସିରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ର କୋଭିସିଲ୍ଡ ଲୋକଙ୍କୁ ଦିଆଯାଉଥିବା ବେଳେ ଏବେ ରୁଷିଆ ପ୍ରସ୍ତୁତ ସ୍ପୁଟନିକ-ଭି'କୁ ଡକ୍ଟର ରେଡ୍ଡୀ କମ୍ପାନୀ ପକ୍ଷରୁ ଆଜି ଦିଆଯାଇଛି । ରୁଷିଆର ଏହି ଟିକାର ଦର ୫ ପ୍ରତିଶତ ଜିଏସଟି ସହିତ ଭାରତୀୟ ବଜାରରେ ୯୯୫ ଟଙ୍କା ଧାର୍ଯ୍ୟ ହୋଇଛି । ପୂର୍ବରୁ କେନ୍ଦ୍ର...

ବଢ଼ୁଛି କରୋନା କହର

0
Corona Peak

ଭୁବନେଶ୍ୱର: ଲକଡାଉନ ଜାରି ହେବାର ୧୦ ଦିନ ପରେ ବି ରାଜ୍ୟରେ କରୋନାର କହର ଥମିବା ପରିବର୍ତ୍ତେ ପ୍ରତିଦିନ ନୂଆ ରେକର୍ଡ କରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୧୨,୩୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୬୯୩୮ ଚିହ୍ନଟ ହୋଇଥିବା ବେଳେ ୫୪୫୨ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ଆଜି ୨୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁସଂଖ୍ୟା ୨୨୭୩ରେ ପହଞ୍ଚିଛି...

ପିଏମ କିଷାନରେ ଓଡ଼ିଶାଙ୍କୁ ୫୫୬.୬୪ କୋଟି

PM Kishan

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ୍‌) ଯୋଜନା ଅନ୍ତର୍ଗତ ଅଷ୍ଟମ କିସ୍ତିରେ ଓଡ଼ିଶାର ୨୭ଲକ୍ଷ ୮୩ ହଜାର ୨୦୯ ଜଣ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ଟଙ୍କା ସମେତ ସମଗ୍ର ଭାରତବର୍ଷର ସାଢେ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାରେ ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି...

ଆମ୍ବ ବେପାରକୁ କରୋନା ମାଡ

0

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ଜନିତ କଟକଣା ଏବେ ଆମ୍ବ ବ୍ୟବସାୟୀ ଓ ଚାଷୀଙ୍କ ବେପାରକୁ ଏକ ପ୍ରକାର ବୁଡାଇ ଦେଲାଣି । ଲଗାତାର ଦୋକାନ ବଜାର ବନ୍ଦ ଯୋଗୁଁ ବ୍ୟବସାୟୀମାନେ ଆମ୍ବ ବେପାର କରିପାରୁନଥିବାବେଳେ ଓଡିଶାର ଆମ୍ବଚାଷୀମାନେ ମଧ୍ୟ ପୂର୍ବଭଳି ଆମ୍ବ ରପ୍ତାନି କରିପାରୁ ନାହାନ୍ତି । କରୋନା ସଂକ୍ରମଣ ଚେନ୍‍ ଭାଙ୍ଗିବାପାଇଁ ରାଜ୍ୟ ସରକାର ଏବେ ସହରାଞ୍ଚଳରେ ସପ୍ତାହନ୍ତ ସଟ୍‍ଡାଉନ୍‍ ସହିତ ୧୪ଦିନିଆ ଲକ୍‍ଡାଉନ୍‍ ଜାରି କରିଛନ୍ତି । ଲକ୍‍ଡାଉନ୍‍ ସମୟରେ ଫଳ ଦୋକାନକୁ ସକାଳ ୬ରୁ ଦିନ ୧୨ଟା...

ତଥାପି ଭୋଜିଭାତ ଚାଲିଛି

0

ଭୁବନେଶ୍ୱର : କରୋନାର ଭୟଙ୍କର ପରିସ୍ଥିତି ସମୟରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ କଟକଣା ଜାରି ସତ୍ତ୍ୱେ ସାମାଜିକ ଆଳ ଦେଖାଇ ଲୁଚାଛପାରେ ବି ଭୋଜିଭାତ ଚାଲିଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବିବାହ, ବ୍ରତୋପୟନ, ଶୁଦ୍ଧିକ୍ରିୟା, ଜନ୍ମଦିନ ପାଳନ ଆଦି ନାମରେ ବହୁ ସ୍ଥାନରେ ବଡ଼ ଆକାରରେ ନ ହେଲେ ବି ଛୋଟ ଛୋଟ ଭୋଜିଭାତ ହେଉଛି । ନିକଟରେ ବାଲେଶ୍ୱର ଓ ଗଜପତି ଜିଲ୍ଲାରେ ଏଭଳି ବେଆଇନ୍‍ ଭୋଜିଭାତ ରୋକିବାକୁ ଯାଇ ଦୁଇଜଣ ପ୍ରଶାସନିକ ଅଧିକାରୀ ଆୟୋଜକମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।...

Rajaswa Ratha On Move

Bhubaneswar: Taking a cue from Ganjam District, Revenue and Disaster Management Department has launched an innovative way of delivery of public services through ‘Rajaswa Ratha.’ One after another district has been emulating the ‘Rajaswa Ratha’ Model of Ganjam, thanks to overdrive of the senior officials of various districts. The revenue services are now on wheels. It is meant for collecting various...

BPIA On Medical Supply Mode

0

Biju Patnaik International Airport and its stakeholders have been playing an active role by facilitating seamless transportation of medical equipment and materials 24x7. The Airport Authority of India (AAI)-run BPIA is active in transporting medical essential and equipment across the country to strengthen nation’s fight against COVID19. A total 669 boxes of 20.53 Metric Ton of Covid Vaccine have been transported...

State Advises Mask For Children

0

Bhubaneswar: With many children getting affected by COVID-19, all children above two years have been advised to wear masks. Indian Academy of Pediatrics has advised for use of masks by children before stepping out of their houses and parents are asked to ensure it. Newer symptoms such as diarrhea, vomiting, stomach pain etc in addition to the earlier symptoms of cold,...

Over 64 Lakh Got Vax Cover

0

Bhubaneswar: Over 64 lakh beneficiaries have been vaccinated in State till date while the State Government has planned 315 sessions for Friday to cover more beneficiaries. ACS Health & Family Welfare PK Mohapatra reviewed the vaccination management here on Thursday. Latest Stats reveal that 64,89,240 beneficiaries have been vaccinated out of which 45 years and above are 43,99,627 who have taken...