ନୀରଜ ଆଣିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର : ଭାରତୀୟ ଆଥଲେଟ ନୀରଜ ଚୋପ୍ରା ଟୋକିଓ ଅଲମ୍ପିକ୍ସରେ ଆଜି ଦେଶପାଇଁ ସ୍ୱର୍ଣ୍ଣ ଆଣିଛନ୍ତି । ପ୍ରଥମ ଭାରତୀୟ ଭାବେ ଆଥଲେଟରେ ସେ ଭାରତ ପାଇଁ ଏହି ଗୌରବ ଆଣିଥିବାବେଳେ ଏହାକୁ ମିଶାଇ ଭାରତ ମୋଟ୍‍ ୭ଟି ପଦକ ହାସଲ କରିଛି । ଜାଭେଲିନ୍‍ ଥ୍ରୋରେ ନୀରଜ ଫାଇନାଲକୁ ଯିବାପରେ ସମଗ୍ର ଦେଶର ନଜର ତାଙ୍କ ଉପରେ ରହିଥିଲା । ତେବେ ଆଜି ନିରଜ ୮୭.୫୮ ମିଟରକୁ ଜାଭେଲିନ୍‍ ଫୋପାଡି ଭାରତୀୟମାନଙ୍କ ଆଶା ପୂରଣ କରିଥିଲେ । ପୂର୍ବରୁ ଦୁଇଟି ରୌପ୍ୟ ଓ...

ସିଆଇଆଇ ଦ୍ଵାରା ସମମ ନର୍ସିଂ ଟିମ୍ ସମ୍ବର୍ଦ୍ଧିତ

0

ଭୁବନେଶ୍ୱର,: କୋଭିଡ ମହାମାରୀ ସମୟରେ ପ୍ରକୃତ କୋଭିଡ ଯୋଦ୍ଧା ଭାବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମାଜ ପାଇଁ  ଅତୁଳନୀୟ କାର୍ଯ୍ୟ କରିଥିବା ଦୃଷ୍ଟିରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ ) ପକ୍ଷରୁ ସମ ଅଲ୍ଟିମେଟ ମେଡ଼ିକେୟାର (ସମମ ) ର ନର୍ସିଂ ଟିମ କୁ ସମ୍ବର୍ଦ୍ଧିତ କରାଯାଇଛି | କରୋନା ମହାମାରୀ ବିପକ୍ଷ ଯୁଦ୍ଧରେ ସାମିଲ ହୋଇ ୨୪ ଘଣ୍ଟା ଅତ୍ୟନ୍ତ ନିଷ୍ଠା ଓ ଯତ୍ନ ର ସହ ରୋଗୀ ସେବା କରୁଥିବା ସମମ ର ନର୍ସିଂ ଟିମ କୁ ସମ୍ମାନିତ...

Odisha Hosted Prep Camp For Neeraj Chopra

0

Bhubaneswar: Odisha had hosted the preparatory camp for Neeraj Chopra, who created history today by winning Gold Medal at Olympics.   Odisha had hosted the preparatory camp for Olympics earlier this year, where Neeraj along with his fellow javelin throwers trained at Kalinga Stadium for over two months. During their camp and their departure they had heaped praises on the world...

ଅକ୍ଟୋବର ସୁଦ୍ଧା ୫୦ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିଲିନ୍‌କ୍ରିଷ୍ଣା ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ସଚିବ ସ୍ତରୀୟ ପ୍ରତିନିଧି ଦଳ କୁନ୍ଦୁକେଲାସ୍ଥିତ ୩୩/୧୧ କେଭି ବିଦ୍ୟୁତ ଗ୍ରୀଡ ସବ୍‌ଷ୍ଟେସନ, ଭେଡାବାହାଲ କୋଲ୍‌ କରିଡର, ଭବାନୀପୁର ଠାରେ ଆଧୁନିକ ବାଲା ମଡେଲରେ ନିର୍ମିତ...

ବାମପନ୍ଥୀ ଉଗ୍ରବାଦ ଗତିବିଧି ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର : ଓଡିଶା ପୁଲିସ୍‍ ମହାନିର୍ଦ୍ଦେଶକ ଅଭୟ, ଗୁଇନ୍ଦା ନିର୍ଦ୍ଦେଶକ ଲଲିତ ଦାଶ ଏବଂ ଏସ୍‍ଆଇଡବ୍ଲ୍ୟୁ ଡିଆଇଜି ଅନିରୁଦ୍ଧ ସିଂହ ବଲାଙ୍ଗୀର ଏବଂ କାଲାହାଣ୍ଡି ଜିଲ୍ଲା ପରିଦର୍ଶନ କରି ବାମପନ୍ଥୀ ଉଗ୍ରବାଦ ବିଷୟରେ ସମୀକ୍ଷା କରିଛନ୍ତି । ଅପରାଧ ଚିହ୍ନଟ, ଏନ୍‍ଡିପିଏସ୍‍ ଚିହ୍ନଟ, ବାମପନ୍ଥୀ ଉଗ୍ରବାଦ ପ୍ରସଙ୍ଗରେ ଭଲ କାର୍ଯ୍ୟ କରିଥିବା ପୋଲିସ କର୍ମଚାରୀଙ୍କୁ ବଲାଙ୍ଗୀର ଠାରେ ଭେଟି ସେମାନଙ୍କୁ ପ୍ରଶଂସା କରିଥିଲେ । ଏସପି ବଲାଙ୍ଗୀର ବାମପନ୍ଥୀ ଉଗ୍ରବାଦ, ଅପରାଧ ମାମଲା, ସିସିଟିଏନ୍‍ଏସ୍‍ ଏବଂ ଅନ୍ୟାନ୍ୟ ପ୍ରଶାସନିକ ପ୍ରସଙ୍ଗ ଉପସ୍ଥାପନା କରିଥିଲେ । ଏ...

ଅଗଷ୍ଟ ୯ରେ ପିଏମ୍‍-କିଷାନର ପରବର୍ତ୍ତୀ କିସ୍ତି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୯ ତାରିଖ ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‍-କିଷାନ) ଯୋଜନା ଅଧିନରେ ଆର୍ଥିକ ସୁବିଧାର ପରବର୍ତ୍ତୀ କିସ୍ତି ମଞ୍ଜୁର କରିବେ । ୯.୭୫ କୋଟି କୃଷି ପରିବାରର ହିତାଧିକାରୀଙ୍କୁ ଏହା ଜରିଆରେ ୧୯,୫୦୦ କୋଟି ଟଙକାରୁ ଅଧିକ ଅର୍ଥ ଟ୍ରାନ୍ସଫର କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସଂଗେ ସଂଗେ ଦେଶକୁ ସମ୍ବୋଧିତ କରିବେ ।ପିଏମ୍‍-କିଷାନ ଯୋଜନା ଅଧିନରେ କୃଷକ ପରିବାରର...

ECMO Care In SCB From 15 Aug

0

Cuttack: The much-needed ECMO (extracorporeal membrane oxygenation) treatment for COVID-19 patients is going to start at SCB Medical College and Hospital in Cuttack from August 15. Speaking to reporters here on Saturday, Director Medical Education and Training (DMET) CBK Mohanty said, “As per our plan, nine ECMO machines have been installed at SCB and all preparations are almost completed to...

Hassle Free Movement For Examinees

Bhubaneswar: Following requests made by various organizations including UPSC, the State Government has taken steps for smooth movement of the examinees in the State. Department of Commerce and Transport (DoCT) has directed the Transport Commissioner and OSRTC to ensure hassle free movement of candidates for Central Armed Police Forces (Assistant Commandants) Examination, Company Secretaries Examinations, IGNOU exam and Jawahar Navodaya...

ଦଲାଲଙ୍କ ପାଇଁ ଜେଲ୍‍ ଦଣ୍ଡ ବି ହୋଇଛି

ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନର କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଜଣେ ବ୍ୟକ୍ତିଗତ ସଚିବଙ୍କୁ ଭିଜିଲାନ୍ସ ଧରିବାପରେ ନୂଆ ନୂଆ ଅଭିଯୋଗ ପଦାକୁ ଆସୁଛି । ଅତୀତରେ ଏହି ସଂସ୍ଥାରେ ଚାକିରି ଦେବାପାଇଁ ଦଲାଲଙ୍କ କାରସାଦି ଯୋଗୁଁ ଜଣେ ପ୍ରାର୍ଥୀନୀ ଜେଲ୍‍ ଯିବାର ବି ନଜିର ରହିଛି । ଏଠାରେ ଚାକିରି ବିକ୍ରି ପାଇଁ ପ୍ରଲୋଭନ ଦେଖାଉଥିବା ଦଲାଲମାନେ ଏତେ ସକ୍ରିୟ ଯେ ଆଇନ୍‍ ଅଦାଲତର ନିର୍ଦ୍ଦେଶନାମା କୁହାଯାଉଥିବା ଜାଲ୍‍ କାଗଜପତ୍ର ପ୍ରସ୍ତୁତ...

ଆଇଆଇଏଚଟିରେ ଖୁବ୍‍ଶୀଘ୍ର ଡିଗ୍ରୀ ପାଠ୍ୟକ୍ରମ

0

ଭୁବନେଶ୍ୱର : ବରଗଡ ଜିଲ୍ଲାରେ ଥିବା ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍‍ ହ୍ୟାଣ୍ଡଲୁମ ଟେକ୍ନୋଲୋଜି (ଆଇଆଇଏଚ୍‍ଟି)ରେ ଖୁବ୍‍ଶୀଘ୍ର ୪ବର୍ଷିଆ ଡିଗ୍ରୀ ଇଞ୍ଜିନିୟରିଂ ପାଠ୍ୟକ୍ରମ ଆରମ୍ଭ ହେବ । ଭାରତ ସରକାର ଏଭଳି ପାଠ୍ୟକ୍ରମ ଆରମ୍ଭ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କର ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତିଯେ ବରଗଡ ଠାରେ ଥିବା ଆଇଆଇଏଚଟିରେ ଭାରତ ସରକାର ହସ୍ତତନ୍ତ ଓ ବୟନଶିଳ୍ପ ଜ୍ଞାନକୌଶଳ କ୍ଷେତ୍ରରେ...