ବିପଦରେ ବାଲେଶ୍ୱର

0

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ 'ୟଶ ' ବର୍ତମାନ ପାରାଦୀପ ଠାରୁ ୨୮୦ କିଲୋମିଟର ଦକ୍ଷିଣ -ଦକ୍ଷିଣ ପୂର୍ବ ଦୂରରେ ଥିବା ବେଳେ ବୁଧବାର ସକାଳ ସୁଦ୍ଧା ଏହା ବାଲେଶ୍ୱର ଜିଲ୍ଲା ସୋର - ବାହାନଗା ନିକଟରେ ଓଡିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି | ଏହି ସାମୁଦ୍ରିକ ଝଡ଼ ଉତ୍ତର -ଉତ୍ତରପୂର୍ବ ଦିଗ ଦେଇ ଗତି କରିବାର ସମ୍ଭାବନା ଥିବାବେଳେ ଏହି ସମୟରେ...

YAAS Landfall Close To Dhamra; IMD

Yaas

Bhubaneswar: Very Severe Cyclonic Storm ‘YAAS’ is likely to make landfall between North Of Dhamra and South of Balasore on early morning 26 May. YAAS over Eastcentral & adjoining Westcentral Bay of Bengal moved northwestwards with a speed of about 17 kmph during past 6 hours, and lay centred at 0830 hrs IST of today over Westcentral and adjoining Eastcentral...

ଅଳ୍ପ ମିଳୁଛି ବାତ୍ୟା ସହାୟତା

0

ଭୁବନେଶ୍ୱର : ବାରମ୍ବାର ବାତ୍ୟାର ସମ୍ମୁଖୀନ ହେଉଥିବା ଓଡିଶା ସରକାର କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ରକୁ ଯେତିକି ଅର୍ଥ ସହାୟତା ମାଗନ୍ତି ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ସେହି ତୁଳନାରେ ଅତି ଅଳ୍ପ ଅର୍ଥ ମିଲେ । ଗତ ୮ଟି ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ୨୯,୪୮୦ କୋଟି ଟଙ୍କାର ଦାବି କରିଥିବାବେଳେ ମିଳିଛି ମାତ୍ର ୫୨୮୫କୋଟି । ଗତ ଦୁଇ ଦଶନ୍ଧି ମଧ୍ୟରେ ୨୦୧୩ ମସିହାରେ ଆସିଥିଲା ସବୁଠାରୁ ବଡ ବାତ୍ୟା ଫାଇଲିନ୍‍ । ରାଜ୍ୟର ୧୮ଟି ଜିଲ୍ଲାକୁ...

କରୋନାରୁ ସୁସ୍ଥ ପରେ ବି ବିପଦ ଅଛି

0

ଭୁବନେଶ୍ୱର : ଥରେ କରୋନାରୁ ସୁସ୍ଥ ହେଲେ ବି ଦ୍ୱିତୀୟ ଥର ପୁଣି କରୋନା ହେବାର ଆଶଙ୍କା ରହିଛି । ଏହାଛଡ଼ା କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତି ଠିକଣା ଭାବେ ନ ଚଳିଲେ ଅନ୍ୟ ରୋଗରେ ମଧ୍ୟ ପଡ଼ିପାରନ୍ତି । ଏ ଦୃଷ୍ଟିରୁ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ଲୋକମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆବଶ୍ୟକୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଗବେଷଣା ତଥ୍ୟ ଅନୁଯାୟୀ ଘରେ ସଙ୍ଗରୋଧରେ ରହି ସୁସ୍ଥ ହେବା ଓ ଡାକ୍ତରଖାନାରୁ...

Naveen Favors Double Mask

Bhubaneswar: Chief Minister Naveen Patnaik on Monday urged people residing in the coastal belts, especially the ones living in low-lying areas, to cooperate with the administration and shift to shelter homes, while adhering to all COVID-19 protocols, as cyclone 'Yaas' approaches the state.  The cyclonic storm, which lay 540 km south-southeast of Paradip, is very likely to cross Odisha-Bengal coast...

NITI-TRIFED Join Hands For Van Dhan

Bhubaneswar: Teams of NITI Aayog and TRIFED will be talking to District Collectors of Tribal Aspirational Districts of Odisha  to follow up Van Dhan Yojana, which is helping out the tribal population in a big way. While Odisha is having 10 Aspirational Districts, majority are tribal dominated backward districts, where Van Dhan Yojana is gaining quick grounds in tribal zones. 10...

State Gets Ready For YAAS

Bhubaneswar: Odisha Government is in readiness to face any eventuality and accordingly rushed  a large contingent of rescue and relief teams to Balasore district bordering West Bengal on Monday where the very severe cyclonic storm YAAS in likely to make landfall. Considering the input given by the weather office, the State Government is preparing for possible landfall of the cyclone...

YAAS To Cross Between Rajnagar & Baliapal

Yaas

Bhubaneswar: Cyclonic storm ‘Yaas’, which lay centered about 530 km south-southeast of Paradip on Monday, will move in a north-northwesterly direction and cross the Odisha coast somewhere between Rajnagar in Kendrapara district and Baliapal in Balasore district in the forenoon of May 26, according to the Centre for Environment and Climate (CEC), Siksha ‘O’ Anusandhan here. While crossing the coast,...

ରାଜନଗର ଏବଂ ବାଲିଆପାଳ ମଝିରେ ଅତିକ୍ରମ କରିବ ୟାଶ୍‌

0

ଭୁବନେଶ୍ୱର : ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦ୍ରିଭୂତ ହୋଇଥିବା ଘୂର୍ଣ୍ଣିଝଡ "ୟଶ୍‌' ଉତର-ଉତର ପଶ୍ଚିମ ଦିଗ ଆଡକୁ ମୁହାଁଇବ ଏବଂ ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ୱର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ପରିଚାଳିତ) ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ପବନର...

ସମକୁ ଏନଏବିଏଚ ମାନ୍ୟତା

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲକୁ ସମ୍ମାନଜନକ ନ୍ୟାସନାଲ ଆକ୍ରେଡିସନ ବୋର୍ଡ ଫର ହସ୍ପିଟାଲ୍ସ ଆଣ୍ଡ ହେଲଥକେୟାର ପ୍ରୋଭାଇଡର୍ସ (ଏନଏବିଏଚ) ସ୍ୱୀକୃତି ପ୍ରାପ୍ତ ହୋଇଛି । ଗତ ମେ ୧୩ ତାରିଖରୁ ଲାଗୁ ହୋଇଥିବା ଏହି ସ୍ୱୀକୃତି ଆସନ୍ତା ୪ ବର୍ଷ ଯାଏଁ ବଳବତର ରହିବ । ଏନଏବିଏଚ ହେଉଛି କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆର ଏକ କନଷ୍ଟିଚ୍ୟୁଏଂଟ ବୋର୍ଡ ଅଟେ । ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱିତୀୟ ଥର ପାଇଁ...