ଓଡିଶାକୁ ୪୯୬କୋଟି ୨୧ଲକ୍ଷ

0

ଚଳିତ ବର୍ଷର ଏପ୍ରିଲ ଓ ମଇ ମାସର ଜିଏସ୍‍ଟି କ୍ଷତି ବାବଦକୁ ଓଡ଼ିଶା କେନ୍ଦ୍ର ସରକାରଙ୍କଠାରୁ ୪୯୬ କୋଟି ୨୧ ଲକ୍ଷ ଟଙ୍କା ପାଇବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସ୍‍ଟି କାଉନ୍‍ସିଲ୍‍ ଅନୁମୋଦନ ଗ୍ରହଣ ନେଇ ଘୋଷଣା କରିବା ପରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ରାଜସ୍ୱ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଛି । ଚଳିତମାସ ୫ ତାରିଖରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ପାଇଁ ଜିଏସ୍‍ଟି କ୍ଷତିପୂରଣ ବାବଦରେ ୨୦ହଜାର କୋଟି ଟଙ୍କା ମଞ୍ଜୁର...

ଦୁର୍ନୀତି ନିବାରଣ ମାମଲାରେ ଦଣ୍ଡବିଧାନ ଅଧିକ

0

ଦୁର୍ନୀତି ନିବାରଣ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ଜାତୀୟ ହାରଠାରୁ ଅଧିକ । ସଦ୍ୟ ପ୍ରକାଶିତ ଭାରତ ସରକାରଙ୍କ ଜାତୀୟ କ୍ରାଇମ୍‍ ରେକର୍ଡ ବ୍ୟୁରୋର ତଥ୍ୟରୁ ଏହା ଜଣାପଡ଼ିଛି । ଦୁର୍ନୀତି ନିବାରଣ ଆଇନ୍‍ ଆଧାରରେ ରୁଜୁ ହୋଇଥିବା ମାମଲାଗୁଡ଼ିକ ମଧ୍ୟରୁ ୨୦୧୯ ବର୍ଷରେ ସର୍ବଭାରତୀୟ ସ୍ତରରେ ଦଣ୍ଡବିଧାନ ହାର ୪୪.୩ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୪୮.୬ ପ୍ରତିଶତ ରେକର୍ଡ କରାଯାଇଛି । ଏ କ୍ଷେତ୍ରରେ ଓଡ଼ିଶା ଆସାମ, ବିହାର, ଗୁଜରାଟ, ହିମାଚଳ ପ୍ରଦେଶ, ଜାମ୍ମୁକାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମିଜୋରାମ,...

ସିଏନଜି ଷ୍ଟେସନ ଦୁଇ ଗୁଣା

0

ପରିବେଶକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଟୋରେଂଟ୍ ଗ୍ୟାସର ୪୨ଟି କମ୍ପ୍ରେସଡ୍‍ ନ୍ୟାଚୁରାଲ ଗ୍ୟାସ(ସିଏନଜି) ଏବଂ ୩ଟି ସିଟି ଗେଟ୍ ଷ୍ଟେସନକୁ ଉତ୍ସର୍ଗୀକୃତ କରିଛନ୍ତି । ଦେଶର ଗ୍ୟାସ ଭିତିଭୂମିକୁ ମଜବୁତ୍ କରିବା ପାଇଁ ପାଇପଲାଇନର ଶିଳାନ୍ୟାସ ଓ ଟର୍ମିନାଲ, ଗାସ କ୍ଷେତ୍ରରେ ୬୦ ବିଲିୟନ ଅର୍ଥାତ୍ ୪ ଲକ୍ଷ କୋଟିରୁ ଉଦ୍ଧ୍ୱର୍ ଟଙ୍କା ପୁଞ୍ଜିନିବେଶ କରାଯାଉଛି ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି । ଦେଶରେ ସିଟି ଗ୍ୟାସ ବିତରଣ(ସିଜିଡି)ନେଟୱାର୍କର ସଂପ୍ରସାରଣ ପାଇଁ...

ସବୁ ପଞ୍ଚାୟତକୁ ହାଇ ସ୍ପିଡ୍‌ ଇଣ୍ଟରନେଟ୍‌

0

ଆସନ୍ତା ୨୦୨୧ ଅପ୍ରେଲ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତକୁ ହାଇ ସ୍ପିଡ୍‌ ଇଣ୍ଟରନେଟ୍‌ ସଂଯୋଗୀକରଣ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ରୂପାୟନ କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀ ତ୍ରିପାଠୀ ଗ୍ରାମପଞ୍ଚାୟତର ପ୍ରମୁଖ କାର୍ଯ୍ୟକେନ୍ଦ୍ରକୁ ୱାଇଫାଇ ସଂଯୋଗୀକରଣ ନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଡିଜିଟାଲ୍‌ ଭିତ୍ତିଭୂମି ରାଜ୍ୟର ବିକାଶ ଅଭିବୃଦ୍ଧିରେ ନିର୍ଣ୍ଣାୟକ ହେବ । ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟାନୁଷ୍ଠାନ ଓ ବ୍ୟାଙ୍କ ସମେତ ସମସ୍ତ ସରକାରୀ ଦପ୍ତରଗୁଡ଼ିକ ଏହି...

ବିନା ସୁଧରେ କୋଭିଡ୍‍ ଋଣ

0

ବ୍ୟାଙ୍କଗୁଡ଼ିକ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ କୋଭିଡ୍‍ ଋଣ ପ୍ରଦାନ କରୁଥିବା ବେଳେ ଏହି ଋଣ ବାବଦକୁ ପରିଶୋଧ ହେବାକୁ ଥିବା ସୁଧ ରାଜ୍ୟ ସରକାରଙ୍କ ମିଶନ୍‍ ଶକ୍ତି ଋଣ (ସୁଧ ଛାଡ଼) ମାଧ୍ୟମରେ ଫେରସ୍ତ କରାଯିବାର ବ୍ୟବସ୍ଥା ହୋଇଛି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍‍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକର...

ପୋଷଣୀୟ କୃଷି ପାଇଁ ଓଡିଶାକୁ ୭.୭୫ କୋଟି

0

ଜାତୀୟ ମିଶନ ଅଧୀନରେ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଏବଂ ରାଜ୍ୟର ମହିଳା, କ୍ଷୁଦ୍ର, ମ୍ମମ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷ ମ୍ମରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭.୭୫ କୋଟି ଟଙ୍କା ପ୍ରଦାନ ପ୍ରଦାନ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଆର୍ଥିକ ଅନୁଦାନ ପାଇଁ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ...

ଅପରାଧିକ ମାମଲା ଫଇସଲା ନଗଣ୍ୟ

0

ଅପରାଧିକ ଘଟଣା ତୁଳାନରେ ମାମଲା ଫଇସଲା ହାର ଅତି ନଗଣ୍ୟ ରହୁଥିବା ଅପରାଧ ବୃଦ୍ଧିର ଅନ୍ୟତମ କାରଣ ହେଉଛି । ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ୍‍ ରେକର୍ଡ ବ୍ୟୁରୋ ରିପୋର୍ଟ ବିଶ୍ଳେଷଣରୁ ଏହା ଜଣାପଡ଼ିଛି । ଗତ ସେପ୍ଟେମ୍ବର ମାସରେ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଯେଉଁ ପରିସଂଖ୍ୟାନ ସ୍ଥାନ ପାଇଛି ସେଥିରେ ୨୦୧୯ ବର୍ଷରେ ଓଡ଼ିଶାରେ ଗୋଟିଏ ହେଲେ ସାଇବର ଅପରାଧ, ପରିବେଶଗତ ମାମଲା, ରାଷ୍ଟ୍ରଦୋହ ଓ ବରିଷ୍ଠ ନାଗରିକଙ୍କ ପ୍ରତି ଘଟିଥିବା ଅପରାଧର ଗୋଟିଏ ହେଲେ ମାମଲା ଫଇସଲା ହୋଇନାହିଁ ।...

ଅଧିକ ମେଡ଼ିକାଲ କଲେଜ ସପକ୍ଷରେ ନୀତି ଆୟୋଗ

0

କରୋନା ମହାମାରୀ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟସେବା ପାଇଁ ସାଧାରଣ ଲୋକେ ଡହଳବିକଳ ହେଉଥିବା ବେଳେ ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନାଗୁଡ଼ିକୁ ମେଡ଼ିକାଲ କଲେଜରେ ପରିଣତ କରିବା ଉପରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଗୁରୁତ୍ୱାରୋପ କରୁଛି । ଏଥିପାଇଁ ବିଭିନ୍ନ ରାଜ୍ୟର ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ ଅଗ୍ରାଧିକାର ଦେବାକୁ ବ୍ୟବସ୍ଥା ରହିଥିବାରୁ ରାଜ୍ୟ ସରକାରମାନେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗ ପରାମର୍ଶ ଦେଇଛି । ଯେଉଁ ଜିଲ୍ଲା ମହକୁମା ଡାକ୍ତରଖାନାଗୁଡ଼ିକରେ ୨୦୦ରୁ ଅଧିକ ଶଯ୍ୟା ଥିବ ସେଗୁଡ଼ିକୁ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ରୂପାନ୍ତରିତ କରିବାର ଆବଶ୍ୟକତା...

$60Bn For Gas Infra

0

Minister of Petroleum & Natural Gas and Steel Dharmendra Pradhan Pradhan said that an investment of about $60 billion which is more than Rs 4 lakh crore, is being made in the gas infrastructure which includes laying of pipelines, terminals, gas fields. He said there are 2300 Compressed Natural Gas (CNG) Stations in the country and India will become the largest energy consumer...

Centurion Holds 8Th Convocation

0

Eighth Convocation of Centurion University of Technology and Management Odisha was held virtually.  This was a fitting finale of Centurion University’s efforts to ensure that the pandemic doesn’t impede the progress of its students. It adopted online teaching learning process as well as conducted online examination as per its planned academic schedule, thus ensuring that the students graduate on time and...