ସମ୍ କୋଭିଡ ହସ୍ପିଟାଲରେ ନୂଆ ଜୀବନ ପାଇଲେ ପ୍ରତୀକ୍ଷ
ଭୁବନେଶ୍ୱର : କରୋନା ମହାମାରୀ ଘାତକ ସତ ତେବେ ଏହାକୁ ପରାସ୍ତ କରିବା ଅସମ୍ଭବ ନୁହେଁ । ଏହି କଥାକୁ ପ୍ରମାଣିତ କରିଛନ୍ତି ଜଣେ ୨୦ ବର୍ଷର ଯୁବକ । ସମ୍ କୋଭିଡ୍ ହସ୍ପିଟାଲରେ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି ପ୍ରତୀକ୍ଷ କାଦାମ୍ବାଲୁ । ଦୀର୍ଘ ଏକ ମାସ ଧରି ଏହି ଅଦୃଶ୍ୟ ଶତୃ ସହିତ ଯୁଦ୍ଧ କରିବା ପରେ ଶେଷରେ କୋଭିଡକୁ ପରାଜୟ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରତୀକ୍ଷ । ରାୟଗଡ଼ାସ୍ଥ ମୁନିଗୁଡା ଅଂଚଳର ଯୁକ୍ତ ୩ ଶେଷ...
OSMCL Receives Two Bids On Global Tender
Bhubaneswar: In response to the Global e-Tender floated by Odisha State Medical Corporation Limited (OSMCL) for procurement of vaccines, two bids have been received by the authorities. These bids are under evaluation, said Additional Chief Secretary Health & Family Welfare, Pradipta Kumar Mohapatra. Earlier, OSMCL extended COVID-19 Vaccine Global Tender period by 7 days in view of the requests from many...
Youth Gets New Life@SUM
Bhubaneswar: The atmosphere of gloom caused by the Covid-19 pandemic has been impacting life everywhere, but aided by good treatment, many patients are battling the disease valiantly to ensure a new lease of life for themselves. Twenty-year-old Pratiksh Kadambalu of Muniguda in Rayagada district, a Plus Three student, was rushed to the SUM Covid Hospital for treatment in a serious...
Vijayan Supports Naveen For Vax
Bhubaneswar: Kerala Chief Minister Pinarayi Vijayan has supported the proposal of Chief Minister Naveen Patnaik for a central-level policy for the procurement of vaccines from global manufacturers. Writing a letter to Odisha CM, Mr.Vijayan has thanked him for the prompt and thoughtful response on vaccine procurement and disbursement. He has fully agreed with the Odisha CM that it is the...
Medical Consignments Sent For Western Districts
Bhubaneswar: First Consignment of Medical Equipments and Consumables were flagged off for Western Odisha Districts here on 4 June, which will benefit a large number of people in the backward areas of the State. Principal Advisor to Chief Minister and Chairman Western Odisha Development Council (WODC), Asit Tripathy flagged off the trucks loaded with Medical Equipments and Consumables. Earlier, Rs.25 Crore...
State Cancels Plus II Examination
Bhubaneswar: Following the cancelation of Class-XII CBSE examinations, Chief Minister Naveen Patnaik on Friday announced cancelation of annual Plus II examination conducted by Council of Higher Secondary Education (CHSE). The State Government has cancelled the examination in view of the uncertain conditions due to COVID-19 pandemic and feedback received from various stakeholders. Earlier, the State has cancelled the annual matriculation...
WATCO On GARIMA Mode
Bhubaneswar: Being first of its kind in the country, Scheme ‘GARIMA’ plans to provide a comprehensive package of service level benefits, social security and financial benefits to core sanitation workers and their families, thereby institutionalizing and regulating the delivery of sanitation services said Pradipta Kumar Swain, Managing Director, Water Corporation of Odisha (WATCO). Accordingly, WATCO has successfully conducted a series...
ଯୁକ୍ତ ଦୁଇ ପରୀକ୍ଷା ବାତିଲ
ଭୁବନେଶ୍ୱର : ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବନାହିଁ । କୋଭିଡ ସଂକ୍ରମଣ ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ପରୀକ୍ଷା ବାତିଲ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ଦେଶରେ କୋଭିଡ ମହାମାରୀର ଦ୍ବାତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା । କିନ୍ତୁ ଏସବୁ ଠାରୁ ଉର୍ଦ୍ଧ୍ବରେ ରହିଛି ମଣିଷ...
କରୋନାରେ ଗୁରୁତର ରକ୍ତ ସଙ୍କଟ
ଭୁବନେଶ୍ୱର : କରୋନା ଯୋଗୁଁ ଏବେ ଗୁରୁତର ରକ୍ତ ସଙ୍କଟ ସ୍ଥିତି ଉପୁଜିଛି । ଅବସ୍ଥା ଏଭଳି ହୋଇଛି ଯେ ପୂର୍ବଭଳି ଥାଲାସେମିଆ ରୋଗୀଙ୍କୁ ବିନା ବଦଳରେ ଆଉ ରକ୍ତ ଯୋଗାଯାଇ ପାରୁନାହିଁ । ଗର୍ଭବତୀ ମହିଳା ଓ କର୍କଟ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଅବସ୍ଥା ଉପୁଜିଛି । ଥାଲାସେମିଆ ଆକ୍ରାନ୍ତଙ୍କ ସମେତ ପ୍ରସୂତୀ ଓ କର୍କଟରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ରକ୍ତ ଯୋଗାଣ ହୋଇଥାଏ । ଏଥିପାଇଁ ରକ୍ତ ବଦଳ କରିବା କିମ୍ବା କୌଣସି ଦେୟ ଦେବାକୁ ପଡେନାହିଁ । ତେବେ କରୋନା...
ମଦୁଆଙ୍କ ଭିଡ ପୁଲିସ୍କୁ ଦିଶୁନି
ଭୁବନେଶ୍ୱର : ପନିପରିବା, ସଉଦା ଓ ଦୁଗ୍ଧ ଆଣିବାପାଇଁ ଗାଡିରେ ଗଲେ ବୟସ୍କ ନାଗରିକମାନଙ୍କୁ ବି ପୁଲିସ୍ ନାକେଦମ କରୁଛି । ଅଥଚ ମଦଦୋକାନ ଆଗରେ ଗାଡିମୋଟରର ଲମ୍ବା ଧାଡି ଲାଗିବା ସହ ଆବାସିକ ଅଞ୍ଚଳରେ ରାସ୍ତାକଡରେ ଖୋଲାଖୋଲି ମଦ୍ୟପାନ କରୁଥିବା ଲୋକଙ୍କୁ କିନ୍ତୁ ପୁଲିସ୍ ଦେଖି ନଦେଖିଲା ପରି ଚାଲିଯାଉଛି । ଏଭଳି ଘଟଣା କେୟାର ହସ୍ପିଟାଲ ଠାରୁ ଉତ୍କଳ ହସ୍ପିଟାଲ ଓ ବୁଦ୍ଧପାର୍କ ରାସ୍ତାକଡରେ ଗତ କିଛିଦିନ ଧରି ଲକଡାଉନ୍ ଓ ସଟ୍ଡାଉନବେଳେ ନିୟମିତ ଚାଲୁଛି । ଲୁମ୍ବିନୀବିହାର, ନୀଳାଦ୍ରୀବିହାର, ପ୍ରାଚୀ...









