ଫାଇଲ ହଜିଛି ନା ହଜାଇ ଦେଇଛନ୍ତି ?

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଫାଇଲ ହଜିଯାଇଥିବା କଥା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, ଯାହାକୁ ବିଜୁ ଜନତା ଦଳ କଡା ନିନ୍ଦା କରିଛି । ଏହା କେବଳ ଗୋଟିଏ ଫାଇଲ ହଜିବା ଘଟଣା ନୁହେଁ, ବରଂ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଏବଂ ସୁରକ୍ଷା ପ୍ରଣାଳୀ ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ବୋଲି ବିଜେଡି କହିଛି । ଏକ ପ୍ରେସ ବିବୃତ୍ତିରେ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ଡ. ଅରୁଣ କୁମାର ସାହୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି...

India LPG Price Lowest Globally

0

New Delhi: Union Government announced that domestic cooking gas prices in the country remain among the lowest globally, despite severe international supply disruptions and rising import costs. According to data released by the Ministry of Petroleum and Natural Gas, Indian households are paying significantly less for liquefied petroleum gas (LPG) compared to neighbouring countries and advanced economies like the...

ବିକାଶ ସହ ଋଣ ବ୍ୟବସ୍ଥାକୁ ସୁଦୃଢ କର

0

ଭୁବନେଶ୍ୱର : ସମସ୍ତ କ୍ଷେତ୍ରରେ ସନ୍ତୁଳିତ ଓ ସମାବେଶୀ ଅଭିବୃଦ୍ଧି ପାଇଁ ଋଣ ପ୍ରବାହକୁ ଅଧିକ ସୁଦୃଢ଼ କରିବା ଉପରେ ଆଜି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ଓଡ଼ିଶାର ଭିଜନ୍ ଡକ୍ୟୁମେଣ୍ଟ ସହ ସମନ୍ୱୟ ରଖି ସମସ୍ତ କ୍ଷେତ୍ରକୁ ଋଣ ପ୍ରଦାନ କରାଯିବା ସହ ପର୍ଯ୍ୟଟନ, କୃଷି ଉଦ୍ୟୋଗୀକରଣ, ଗଭୀର ସମୁଦ୍ର ମତ୍ସ୍ୟଚାଷ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଭଳି ନୂତନ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ପରବର୍ତ୍ତୀ ପର୍ଯ୍ୟାୟର ବିକାଶରେ...

Odisha Demands Credit Boost

0

Bhubaneswar: A major expansion of banking credit across Odisha is on the horizon following directives issued at the 183rd State Level Bankers Committee meeting for the quarter ended March 2026. Held at the Hotel Taj Vivanta under the chairpersonship of Odisha Chief Secretary Anu Garg, the State Level Banker's Committee(SLBC) Meeting focused heavily on accelerating credit flow across multiple...

ସବୁ ପୌରାଞ୍ଚଳରେ ହେବ ଇଭି ଚାର୍ଜିଂ ଷ୍ଟେସନ

ଭୁବନେଶ୍ୱର  :ରାଜ୍ୟରେ ବୈଦ୍ୟୁତିକ ଯାନ ବା ଇଭି ଗାଡ଼ି ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହ ପ୍ରଦୂଷଣମୁକ୍ତ ସବୁଜ ପରିବେଶ ସୃଷ୍ଟି କରିବା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସରକାରୀ ଅଫିସଗୁଡ଼ିକରେ ଭଡ଼ା ପାଇଁ ଇଭି ଗାଡ଼ି ବାଧ୍ୟତାମୂଳକ କରିବା ପରେ ଏବେ ରାଜ୍ୟର ସବୁ ସହରାଂଚଳରେ ଇଭି ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସବୁ ମହାନଗର ନିଗମ, ପୌରପାଳିକା ଓ ଏନଏସିଗୁଡ଼ିକରେ ଇଭି ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସଓପି ପ୍ରସ୍ତୁତ...

Rabi Paddy Procure On Track

0

Bhubaneswar: Odisha Government in Department of Food Supplies and Consumer Welfare is executing its strategic procurement plan for Rabi Crop, which is on track and is aligning operations with broader state-level food security and agricultural welfare targets. Shri Sanjay Kumar Singh, Principal Secretary of the Food Supplies and Consumer Welfare Department, is regularly monitoring the progress of the Rabi...

BRICS Disaster Meet Scripts Success

PURI: Under India’s BRICS chairship for the year 2026, the National Disaster Management Authority successfully hosted the BRICS Disaster Risk Reduction Group meeting in the coastal town of Puri, Odisha, from June 3 to June 5. Following the conclusion of the three-day international event, a joint press conference was organized at Lok Seva Bhavan by the central disaster body...

Odisha Launches Avaada Green Yatra

Bhubaneswar: In a notable step toward accelerating clean energy adoption, Deputy Chief Minister Shri Kanak Vardhan Singh Deo flagged off the Avaada Bharat Uday Yatra at the Mayfair Convention today. The initiative underlines the state's focus on shifting toward sustainable power and expanding its green energy footprint. The event was attended by Shri Vishal Kumar Dev, Additional Chief Secretary, Energy...

ରାଜ୍ୟସଭାରେ ୭କୁ ଟପିଯିବ

ଭୁବନେଶ୍ୱର : ଦୁଇ ବର୍ଷ ଭିତରେ ଓଡିଶାରେ ବିଜେପିର ରାଜ୍ୟସଭା ସଦସ୍ୟ ସଂଖ୍ୟା ୧ ରୁ ବଢି ୫ରେ ପହଞ୍ଚିଲାଣି । ଖୁବ୍‍ଶୀଘ୍ର ଏହି ସଂଖ୍ୟା ୭କୁ ଟପିବ ବୋଲି ଦଳୀୟ ନେତାମାନେ ଦୃଢତାର ସହ କହୁଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ବେଳକୁ ଓଡିଶାରେ କେବଳ ବିଜେପିର ଜଣେ ମାତ୍ର ରାଜ୍ୟସଭା ସଦସ୍ୟ ଥିଲେ ଅଶ୍ୱିନୀ ବୈଷ୍ଣବ । ସେତେବେଳେ ବିଧାନସଭାରେ ବିଜେପିର ପର୍ଯ୍ୟାପ୍ତ ସଂଖ୍ୟା ନଥିଲା । ବିଜେଡିର ସହାୟତା ନେଇ ଶ୍ରୀ ବୈଷ୍ଣବ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହେବା...

ସୁଭଦ୍ରା ହିତାଧିକାରୀଙ୍କର ଏଆଇ ସର୍ଭେ ହେବ

0

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ମହିଳାମାନେ ପାଉଥିବା ଟଙ୍କାକୁ କିଭଳି ଖର୍ଚ୍ଚ କରୁଛନ୍ତି ତାହାର ଖୋଳତାଡ କୃତ୍ରିମ ବୁଦ୍ଧିମତା (ଏଆଇ) ଦ୍ୱାରା କରାଯିବ । ଏକ କୋଟିରୁ ଅଧିକ ମହିଳାଙ୍କର ମତାମତ ସଂଗ୍ରହ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ମ୍ରିନାଳିନୀ ଦର୍ସୱାଲ । ଏଠାରେ ଆୟୋଜିତ ଏକ ଗଣମାଧ୍ୟମ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗର ବିଭିନ୍ନ ଯୋଜନା ସଂକ୍ରାନ୍ତରେ ସୂଚନା ଦେବାବେଳେ କମିଶନର କହିଛନ୍ତି ଯେ...