Income Tax Launches PRARAMBH

0

Bhubaneswar : In a significant step towards fostering transparency and taxpayer awareness, the Office of the Principal Chief Commissioner of Income Tax, Odisha Region, Bhubaneswar, organized the Mega Outreach Programme “Prarambh-2026”. The programme was convened to promote informed discourse on the salient provisions of the Income Tax Act, 2025, which came into force on April 1, 2026.Conceived as a...

ଚାଉଳ ମିଲିଂ ଖର୍ଚ୍ଚ ଦୁଇ ଗୁଣ ବୃଦ୍ଧି

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚାଷୀମାନଙ୍କ ଠାରୁ ଧାନ ଯେପରି ସୁରୁଖୁରୁରେ ସଂଗ୍ରହ ହେବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଉଷୁନା ଚାଉଳର ମିଲିଂ ଦର ବର୍ତ୍ତମାନ କ୍ୱିଣ୍ଟାଲ ପିଛା ୨୦ ଟଙ୍କା ଥିବା ବେଳେ ଏହାକୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅରୁଆ ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା...

ଏସଆଇଆରରେ ୪୩.୪୭ ପ୍ରତିଶତ ଫର୍ମ ବଣ୍ଟନ

ଭୁବନେଶ୍ୱର : ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ, ସଂଶୋଧିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା 'ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ' (ଏସଆଇଆର) ସଫଳତାର ସହ ସାତ ଦିନରେ ପହଞ୍ଚିଛି। ଗତ ଛଅ ଦିନର ବ୍ୟାପକ ସଫଳତା ପରେ ଆଜି ମଧ୍ୟ ରାଜ୍ୟର କୋଣ-ଅନୁକୋଣରେ ଭୋଟରମାନଙ୍କ ମଧ୍ୟରେ ଏହି ଅଭିଯାନକୁ ନେଇ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି (ଶୁକ୍ରବାର) ସନ୍ଧ୍ୟା  ସୁଦ୍ଧା...

Shah Lauds India Growth

0

New Delhi: India’s economy expanded by 7.7 percent in real terms during the financial year 2025-26, according to provisional estimates released by the Ministry of Statistics and Programme Implementation on Friday. The data also revealed that economic growth accelerated to 7.8 percent in the final January to March quarter, solidifying India’s position as the fastest-growing major economy globally despite...

Odisha Mango Festival Held

Bhubaneswar: The State-Level Mango Festival was held on June 5, 2026, at the Central Horticultural Experiment Station (CHES) in Bhubaneswar. Jointly organized by ICAR-IIHR, Bengaluru, and Odisha's Directorate of Horticulture, the event celebrated the state's rich mango heritage, biodiversity conservation, and sustainable farming. The festival brought together hundreds of growers, experts, and enthusiasts to promote climate-resilient horticulture and raise...

PAI Wins Gold

New Delhi: The Ministry of Panchayati Raj achieved a historic milestone as its pioneering data framework, the Panchayat Advancement Index, was selected for the prestigious Gold Award in the National Awards for e-Governance 2026. The framework topped Category VII, which recognizes excellence in digital transformation by use of data analytics in digital platforms by central ministries, states, and union...

ୟୁଥ୍ ନେଟୱାର୍କ ପାଳନ କଲା ବିଶ୍ଵ ପରିବେଶ ଦିବସ

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିକକ୍ ଦ୍ୱାରା ପ୍ରୋତ୍ସାହିତ ଇକୋସେଭର୍ସ:ୟୁଥ ନେଟୱର୍କ ପକ୍ଷରୁ ଖୋର୍ଦ୍ଧା, ବାଲେଶ୍ୱର, କଟକ, କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ସମେତ ବିଭିନ୍ନ ଜିଲ୍ଲାରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଇକୋସେଭର୍ସ: ୟୁଥ୍ ନେଟୱାର୍କ୨୦୧୨ ମସିହାରେ ଗଠିତ ହେବା ପରଠାରୁ ତୃଣମୂଳ ସ୍ତରରେ ପରିବେଶ ସଂରକ୍ଷଣ ପାଇଁ ଉତ୍ସର୍ଗୀକୃତ, ଏକ ସ୍ୱଚ୍ଛ ଏବଂ ସୁସ୍ଥ ବିଶ୍ଵ ଗଠନ ପାଇଁ ବିଭିନ୍ନ ପଦକ୍ଷେପ ନେଇ ଚାଲିଛି।ସେମାନଙ୍କର କାର୍ଯ୍ୟ ମଧ୍ୟରେ ରହିଚି ଶୁଖିଆସୁଥିବା ଝରଣାରେ ପଥର ବନ୍ଧ ମାଧ୍ୟମରେ ଜଳ ସରକ୍ଷଣ, ପକ୍ଷୀମାନଙ୍କ...

ପ୍ରିୟଦର୍ଶିନୀ ମାର୍କେଟର ରୂପରେଖ ବଦଳିବ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ସହରର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ମଧ୍ୟରୁ ଗୋଟିଏ ସିଆରପି ଛକସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସର ଏକ ବ୍ୟାପକ ପୁନଃବିକାଶ କରିବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଏବଂ ବିଡିଏ ଅଧ୍ୟକ୍ଷ ଡା.କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ସ୍ଥାନ ପରିଦର୍ଶନ ଏବଂ ଦୋକାନ ମାଲିକଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଡା. ମହାପାତ୍ର କହିଛନ୍ତି ଯେ ଦଶକ ପୁରୁଣା ଢଞ୍ଚାର ପ୍ରାରମ୍ଭିକ ମୂଲ୍ୟାଙ୍କନରୁ ଜଣାପଡ଼ିଛି ଯେ...

ପିଆଇବି ଭୁବନେଶ୍ୱର ପକ୍ଷରୁ ଗଣମାଧ୍ୟମ କର୍ମଶାଳା

0

ଭୁବନେଶ୍ୱର: ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଆଜି ଭୁବନେଶ୍ୱରଠାରେ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଏକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତା’ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗା ଦେଇ ପ୍ରଭାବଶାଳୀ ଗଣଯୋଗାଯୋଗ ଏବଂ ବିକାଶମୂଳକ ପ୍ରଚାରପ୍ରସାର ଉପରେ ବିଚାରବିମର୍ଶ କରିଛନ୍ତି । ଆଜିର ବାର୍ତ୍ତା କାର୍ଯ୍ୟକ୍ରମରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଅତିରିକ୍ତ ମହାନିର୍ଦ୍ଦେଶକ (ଓଡ଼ିଶା ଏବଂ ଝାଡ଼ଖଣ୍ଡ କ୍ଷେତ୍ର) ଶ୍ରୀ ଅଖିଳ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ।...

ପ୍ରକଳ୍ପରେ ବାଧକ ଜଙ୍ଗଲ ଜମି ଦଖଲକାରୀ

0

ଭୁବନେଶ୍ୱର : ଜମି ମାଫିଆମାନେ କେବଳ ସହରାଞ୍ଚଳର ମୂଲ୍ୟବାନ ଜମିକୁ ଜବରଦଖଲ କରୁନାହାନ୍ତି, ଏମାନେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜଙ୍ଗଲ ଜମିକୁ ବି ମାଡି ବସୁଛନ୍ତି । ଯେଉଁଠାରେ ଘରୋଇ ଶିଳ୍ପ କିମ୍ବା ସରକାରୀ ଉଦ୍ୟୋଗ ହେବାର ସୂଚନା ପାଉଛନ୍ତି ସେହିସବୁ ଅଞ୍ଚଳରେ ରାତାରାତି ଜଙ୍ଗଲ ଜମିକୁ ଜବରଦଖଲ କରୁଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାରେ ୩୪ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ଜମି ଜବରଦଖଲରୁ ଏହା ଜଳ ଜଳ ହୋଇ ଦିଶୁଛି । ଯଦିଓ ଏହିସବୁ ଜବରଦଖଲ ଜମିକୁ ମୁକୁଳାଇବାପାଇଁ ସରକାର ମାମଲା ରୁଜୁ...