କରୋନାର ଝଡ ପୂର୍ବର ନିରବତା
ଭୁବନେଶ୍ୱର : କରୋନାର ତୃତୀୟ ଲହର ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଆସିବା ସମ୍ଭାବନା ଅଧିକ । ଦ୍ୱିତୀୟ ଲହରରେ ଦେଖା ଦେଇଥିବା କରୋନାର ଡେଲଟା + ଭାରିଆଣ୍ଟ ଏବେ ଦୁର୍ବଳ ହେଉଥିବାବେଳେ ଝଡ ପୂର୍ବର ନିରବତା ଭଳି କିଛିଦିନ ଶୋଇ ରହି ପୁଣି ତାହାର ଭୟଙ୍କର କରାମତି ଦେଖାଇବାକୁ ଯାଉଛି । ଏଭଳି ସୂଚନା ଦେଇଛନ୍ତି କରୋନା ଉପରେ ପ୍ରାୟ ଦେଢବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକାରେ ଗବେଷଣା କରୁଥିବା ଓଡିଆ ବୈଜ୍ଞାନିକ ଡକ୍ଟର ସ୍ୱୟଂପ୍ରକାଶ । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର...
Poor CD Ratio Worry Hits State
Bhubaneswar:While Covid-19 Pandemic situation posing serious economic stress in the State, reluctance of the Bankers to provide much needed credit support to the people engaged in Industry, Trade and Business has come as a double whammy. Though the Reserve Bank of India is harping on extension of more credit facilities for the people, banks are extending less credit facilities in...
SJTA Issues Jatra Schedule
Puri: The Shree Jagannath Temple Administration (SJTA) on Sunday issued a detailed schedule for conduct of all the rituals associated with Snana Purnima, Shree Gundicha Jatra, Bahuda, Niladri Bije, Suna Besha and Adhar Pana. The timings were finalised at a meeting held between SJTA, Puri District Administration and Chhattisa Nijog on Sunday. “All arrangements will be made keeping in mind the...
ରଥଯାତ୍ରା ପାଇଁ ସମୟ ନିର୍ଘଣ୍ଟ
ପୁରୀ : ଆସନ୍ତା ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ଓ ୨୦ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାହୁଡା ଯାତ୍ରା ଲାଗି ଆଜି ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଏହା ସ୍ଥିରୀକୃତ ହୋଇଥିବା ସୂଚନା ଦିଆଯାଇଛି । ଧାର୍ଯ୍ୟ ହୋଇଥିବା ନୀତି ଅନୁଯାୟୀ ଶ୍ରୀଗୁଣ୍ଡିଚା ଦିନ ଭୋର ୪.୩୦ରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆରତୀ ହେବ । ଏହାପରେ ସକାଳ ୫ଟାରେ ମଇଲମ, ତଡପଲାଗି ଓ ରୋଷହୋମ, ୫.୩୦ରେ ଅବକାଶ,...
୧୭ପ୍ରତିଶତ ଲୋକ ଯୋଗ ପ୍ରତି ଆଗ୍ରହୀ
ଭୁବନେଶ୍ୱର : ରାଜଧାନୀରେ ମାତ୍ର ୧୭ ପ୍ରତିଶତ ଲୋକ 'ଆସନ', 'ପ୍ରାଣାୟାମ ' ବା 'ଧ୍ୟାନ' କରୁଥିବା ବେଳେ ୧୦.୭ ପ୍ରତିଶତ ଲୋକ ଯୋଗର ବିଭିନ୍ନ ଅଭ୍ୟାସ କରିଥାନ୍ତି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି | ଡ଼ଃ ସତ୍ୟଜିତ ମହାନ୍ତି, ଡ଼ଃ ସନ୍ଦୀପ କୁମାର ପାଣିଗ୍ରାହୀ ଓ ଡ଼ଃ ଜ୍ୟୋତି ରଞ୍ଜନ ସାହୁଙ୍କ ଦ୍ଵାରା ଭୁବନେଶ୍ୱରର ୧୨୦୦ ରୁ ଅଧିକ ଲୋକଙ୍କୁ...
Yoga Gets 17 % Response In Capital City
Bhubaneswar: In spite of the worldwide focus on yoga, included as an useful alternative to physical activity for all age groups in India with the potential to prevent non-communicable diseases, it has yet to find wide acceptance among the urban population, a recent study has revealed. A mere 17 per cent of people in Bhubaneswar city practiced either ‘asana’ or...
Ashirbad For Covid Orphan
Bhubaneswar: On Father’s Day, Chief Minister Naveen Patnaik has announced the Ashirbad Scheme, under which his Government will provide monthly financial assistance to the children orphaned due to Covid-19 pandemic. The Chief Minister said that the State Government is committed to providing a safe environment for the overall development of these children who need special care of the society. The Ashirbad...
ଦିନକୁ ୩ଲକ୍ଷ ଟିକା
ଭୁବନେଶ୍ୱର: ଆସନ୍ତାକାଲି ଠାରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ମାଗଣା ଟିକା ଯୋଗାଇବାକୁ ଯାଉଥିବାରୁ ରାଜ୍ୟ ସରକାର ପ୍ରତିଦିନ ୩ ଲକ୍ଷ ଡୋଜ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ରବିବାର ଦିନ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଏବଂ ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମ୍ଓ ଏବଂ ପିଏଚଓ) ମାନଙ୍କୁ ସେହି ଅନୁଯାୟୀ ଯୋଜନା କରିବାକୁ ଏବଂ ନିଜ ଜିଲ୍ଲା ପାଇଁ ଧାର୍ଯ୍ୟ...
ଅସହାୟ ଶିଶୁଙ୍କ ପାଇଁ “ଆଶୀର୍ବାଦ” ଯୋଜନା
ଭୁବନେଶ୍ୱର : ଗତ ଅପ୍ରେଲ ପହିଲା ୨୦୨୦ ଦିନ ବା ତା ପରେ ଉଭୟ ବାପା ,ମା ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲା ମାନଙ୍କ ଶିଷା ଦୀଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା “ଆଶୀର୍ବାଦ “ ଘୋଷଣା କରିଛନ୍ତି । ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ।ବାପା ,ମା ଉଭୟଙ୍କୁ ହରାଇ ଥିବା ପିଲା ଜଣେ ଅଭିଭାବକଙ୍କୁ ହରାଇ ଥିବା ପିଲା ଏବଂ ଉପାର୍ଜନ କାରୀ...
State Targets 3 Lakh Vax Doses Per Day
Bhubaneswar: With the Centre going to supply free vaccines to States from tomorrow, the State Government has set an ambitious target to vaccinate 3 lakh doses each day. Additional Chief Secretary, Health & Family Welfare, PK Mohapatra on Sunday asked all District Collectors, Municipal Commissioners and Chief District Medical and Public Health Officers (CDM & PHOs) to plan accordingly and...








