State In Disaster Readiness
Bhubaneswar : Chief Minister Naveen Patnaik on Wednesday asked concerned officials to remain fully prepared to tackle any possible natural disaster like cyclone or flood during this monsoon season. Despite Covid-19 situation, the State is able to manage natural disasters successfully, for which it has received appreciation at international level, he said while addressing the State-level Natural Disaster Management Committee...
କୋଭିଡରୁ ସୁସ୍ଥ ହେଲା ନବଜାତ
ଭୁବନେଶ୍ୱର : କୋଭିଡ୍ ପଜିଟିଭ୍ ମା'ଙ୍କ ଠାରୁ ଜନ୍ମ ଗ୍ରହଣ କରିବା ପରେ କରୋନା ସଂକ୍ରମିତ ହୋଇଥିବା ମାତ୍ର ୧ ସପ୍ତାହର ନବଜାତ ଶିଶୁକୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର । ଏକ ଘରୋଇ ଡାକ୍ତରଖାନାରେ ଜନ୍ମନେଇଥିବା ଶିଶୁଟି ମାଙ୍କ ଠାରୁ କୋଭିଡ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି ହୋଇଥିଲା । ଡାକ୍ତରମାନେ ତାର ଜୀବନ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରିବା ସହ ଉତମ ଚିକିତ୍ସା ପ୍ରଦାନ କରି ଶିଶୁଟିକୁ ସୁସ୍ଥ କରିପାରିଛନ୍ତି...
ସିଲାବସ କମିବ ୩୦ ପ୍ରତିଶତ
ଭୁବନେଶ୍ୱର: ଗତ ବର୍ଷ ଭଳି ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମକୁ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଯଦିଓ କୋଭିଡ -୧୯ ପରିସ୍ଥିତି ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ଶିକ୍ଷାଦାନ ଆରମ୍ଭ ହୋଇଛି, ତଥାପି ଅନଲାଇନ୍ ମୋଡ୍ ମାଧ୍ୟମରେ ପ୍ରତ୍ୟେକ ଛାତ୍ରଙ୍କ ନିକଟରେ ପହଞ୍ଚିବା ସମ୍ଭବ ନୁହେଁ । ତେଣୁ ଆମେ ସିଲାବସକୁ ୩୦ ପ୍ରତିଶତ...
ଓଡିଶା ପାନୀୟ ନିଗମ ଦେଲା ୫ କୋଟି
ଭୁବନେଶ୍ୱର : ରାଜ୍ୟର କୋଭିଡ୍ ଲଢେଇରେ ନିଜର ଯୋଗଦାନ ଭାବେ ଓଡ଼ିଶା ପାନୀୟ ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ନିଗମର ଅଧ୍ୟକ୍ଷ ତଥା ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶିଲ୍ କୁମାର ଲୋହାନୀଙ୍କ ଠାରୁ ରାଜ୍ୟ ଲୋକସେବା ଭବନଠାରେ ଏହି ରାଶିର ଚେକ୍ ଗ୍ରହଣ କରିଛନ୍ତି । ଚେକ୍ ପ୍ରଦାନ ସମୟରେ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ...
HC Rejects Non Puri Rath Jatra Pleas
Cuttack: Giving a clear-cut message on conduct on Rath Jatra in other places than Puri, Orissa High Court on Wednesday rejected pleas filed to allow conduct of the Annual Jatra at Kendrapara and Bhatli in Bargarh district. The High Court (HC) refused to intervene in the State Government’s decision to allow the car festival of Lord Jagannath only in Puri...
30 % Cut Of IX X Syllabus
Bhubaneswar: Like last year, the State Government has decided to reduce the syllabus for students of classes IX and X by 30 percent this year too, School and Mass Education Minister Samir Ranjan Dash said here on Wednesday. “Though online teaching has been started for the school students due to the Covid-19 situation, it is not possible to reach each...
ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରୁହ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀର ପ୍ରଭାବ ସତ୍ୱେ ଓଡିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ୱ ସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ଏହାସହିତ ସରକାରଙ୍କ ସବୁ ବିଭାଗ ସମନ୍ବିତ ଭାବେ କାମ...
OSBCL Donates 5 Cr To CMRF
Bhubaneswar: The Odisha State Beverages Corporation Limited(OSBCL) a Public Sector undertaking has donated Rupees Five Crore to Chief Minister’s Relief Fund(CMRF) as its contribution to State's fight against the COVID-19 Pandemic. Chief Secretary, Suresh Chandra Mahapatra and Development Commissioner, Pradeep Kumar Jena received the amount in shape of cheque from Principal Secretary Excise and Chairman OSBCL, Sushil Kumar Lohani at...
Nepalis To Get Vax
Bhubaneswar: As per the recommendations of the National Expert Group on Vaccine Administration for Covid-19 (NEGVAC), the Odisha Government has asked concerned officials to vaccinate Nepal nationals working in the State. Additional Chief Secretary, Health & Family Welfare, PK Mohapatra has written a letter to District Collectors, Municipal Commissioners and Chief District Medical & Public Health Officers (CDM&PHO), for this...
ବେଲଗାମ କରୋନା ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଥମିଥିଲେ ବି କରୋନା ଜନିତ ମୃତ୍ୟୁରେ ଲଗାମ ଲାଗିପାରୁ ନାହିଁ । ଗତ ୨୪ଘଣ୍ଟାରେ ରାଜ୍ୟରେ ଆଉ ୪୬ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୩୭୧୭ରେ ପହଞ୍ଚି ଯାଇଛି । କୋଭିଡ-୧୯ର ଦ୍ୱିତୀୟ ଲହର ରାଜ୍ୟରେ ଆରମ୍ଭ ହେବାପରେ ମଇ ୩ତାରିଖରେ ସବୁଠାରୁ କମ୍ ୫ଜଣ ପ୍ରାଣ ହରାଇଥିବାବେଳେ ଜୁନ୍ ୧୨ତାରିଖରେ ସର୍ବାଧିକ ୪୭ଜଣଙ୍କ ପ୍ରାଣ ଯାଇଥିଲା । ଗତକାଲି ଗୋଟିଏ ଦିନରେ ୪୬ଜଣଙ୍କ ମୃତ୍ୟୁ ହେଉଛି ଦ୍ୱିତୀୟ...








