97.89 PC Students Cleared Matric
Bhubaneswar: The total pass percentage of annual matriculation examination 2021 stood at 97.89 per cent, said School and Mass Education Minister Samir Ranjan Dash here on Friday. The pass percentage in 2020 was 78.86%. Declaring the examination results at the office of the Board of Secondary Education (BSE), Dash said a total of 5,74,125 students have enrolled for the High...
ୟୁଜି ଓ ପିଜି ପରୀକ୍ଷାର୍ଥୀଙ୍କ ପାଇଁ ମେଣ୍ଟରିଂ ବ୍ୟବସ୍ଥା
ଭୁବନେଶ୍ୱର : ୟୁଜି ଓ ପିଜି ଶେଷ ବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା କେବଳ ଅନ୍ଲାଇନ୍ ମାଧ୍ୟମରେ ହେବ ଏବଂ ଛାତ୍ରଛାତ୍ରୀମାନେ ଯେପରି ସମସ୍ତେ ସୁବିଧାରେ ଓ ସୁରୁଖୁରୁରେ ପରୀକ୍ଷା ଦେଇପାରିବେ ସେଥି ନିମନ୍ତେ ପଦକ୍ଷେପ ନିଆଯାଉଛି ଏବଂ ପରୀକ୍ଷାର୍ଥୀଙ୍କ ପାଇଁ ମେଣ୍ଟରିଂ ବ୍ୟବସ୍ଥା କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର...
Odisha On Malaria Elimination Path
Bhubaneswar: Odisha is now way ahead towards elimination of Malaria with 90 percent reduction in number of positive cases over last three years from 2016. The reduction rate of malaria infection in Odisha between 2018 and 2019 has been 40 percent against the national average of 17 percent during the same period. Additional Chief Secretary Health and Family Welfare Pradipta...
Mentor System For UG & PG
Bhubaneswar: In an aim to ensure every final year/semester students of the Under Graduate (UG) and Post Graduate (PG) courses attend their online examinations, the State Government has decided to adopt the mentoring system in Degree and Autonomous Colleges across the State. A decision in this effect was taken during a meeting held under the Chairmanship of High Education...
Jethwa Takes Odisha Vigilance Charge
Cuttack: Ace Top Cop Yeshwant Kumar Jethwa has taken over as new Director Vigilance, Odisha. 1994 Batch IPS, Mr.Jethwa, a suave and honest Police Officer took charge of the State Vigilance Organization here in the afternoon. On joining, he offered floral tributes to the Late Director Vigilance, Debasis Panigrahi, who recently succumbed to COVID-19 Virus. Mr.Jethwa fondly remembered Dr. Panigrahi and spoke...
ପ୍ରତିପକ୍ଷଙ୍କୁ ନଶୁଣିଲେ ସରକାର ଅପିଲ କରିପାରିବେ
ଭୁବନେଶ୍ୱର : ପ୍ରତିପକ୍ଷଙ୍କୁ ଜବାବ ଦାଖଲ ଲାଗି ସୁଯୋଗ ନଦେଇ ଓଡିଶା ହାଇକୋର୍ଟର ଜଣିକିଆ ବେଞ୍ଚ ଯେଉଁସବୁ ମାମଲାରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ତାହା ବିରୁଦ୍ଧରେ ସରକାର ଅପିଲ୍ କରିପାରିବେ । ଏ ସଂକ୍ରାନ୍ତରେ ସମସ୍ତ ବିଭାଗକୁ ଜଣାଇ ଦିଆଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ସୁପ୍ରିମ୍କୋର୍ଟଙ୍କ ଏକ ସାମ୍ବିଧାନିକ ବେଞ୍ଚ ଉମାଦେବୀ ମାମଲାରେ ଯେଉଁ ନୀତି ନିର୍ଦ୍ଧାରଣ କରିଥିଲେ ତାହାରି ଆଧାରରେ ପୂର୍ବରୁ ଓଡିଶା ହାଇକୋର୍ଟର ଏକ ଜଣିକିଆ ବେଞ୍ଚ ସମ୍ପୃକ୍ତ ଆବେଦନକାରୀଙ୍କୁ ନିୟମିତ କରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ...
ଟିକାକରଣ ଲାଗି ନୂଆ ନୂଆ ତରିକା
ଭୁବନେଶ୍ୱର : ଟିକାକରଣ ଅଭିଯାନକୁ ବ୍ୟାପକ କରିବାପାଇଁ ରାଜ୍ୟ ସରକାର ନୂଆ ନୂଆ ତରିକା ଆପଣଉଛନ୍ତି । ଟିକାକରଣ ସାର୍ଟିଫିକେଟ ନଥିଲେ ସରକାରୀ କର୍ମଚାରୀମାନେ ଦପ୍ତର ଆସିପାରିବେ ନାହିଁ ବୋଲି ସାଧାରଣ ପ୍ରଶାସନ ବିଭାଗ ମାର୍ଗଦର୍ଶିକା ଜାରି କରିଥିବାବେଳେ ଟିକା ନେଇନଥିଲେ ଗଞ୍ଜାମ ଜିଲ୍ଲାରେ କୌଣସି ଦୋକାନୀ ଦୋକାନ ଖୋଲିପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଅପପ୍ରଚାରର ବଶବର୍ତ୍ତୀ ହୋଇ କେତେକ ସରକାରୀ କର୍ମଚାରୀ ଟିକା ନେଇନଥିବା ପରିପ୍ରେକ୍ଷୀରେ ସମ୍ଭାବ୍ୟ ତୃତୀୟଲହର କରୋନା ସଂକ୍ରମଣକୁ ଆଖିଆଗରେ...
କୃଷି ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ
ଭୁବନେଶ୍ୱର : କୃଷି, ଉଦ୍ୟାନ କୃଷି, ମତ୍ସ୍ୟପାଳନ ଓ ସମବାୟ ବିଭାଗ ସମେତ ନାବାର୍ଡକୁ ନେଇ କୃଷି ବ୍ୟବସାୟ ଓ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ପାଇଁ ଏକ ମିଳିତ ଖସଡ଼ା ପ୍ରସ୍ତୁତି ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୈଠକ ଆହୂତ ହୋଇଯାଇଛି । କୃଷି ଅର୍ଥନୀତି ପ୍ରଧାନ ଆମ ରାଜ୍ୟ କୃଷିର ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ସତ୍ତେ୍ୱ ଆମର ମୁଣ୍ଡପିଛା ଆୟ ଜାତୀୟ ହାରଠାରୁ ନିମ୍ନରେ...
୬୫ଟଙ୍କାର ବଟିକାକୁ ୧୨୯୦ରେ ବିକ୍ରି ଯୋଜନା
ଭୁବନେଶ୍ୱର : ନକଲି ଔଷଧ ବିକ୍ରି କରିବା ଘଟଣାରେ ମୁଖ୍ୟ କାର୍ପଟଦାରକୁ ଏସ୍ଟିଏଫ୍ ଗିରଫ କରିବା ସହିତ ଏହି କାରବାରର ନୂଆ ନୂଆ ଘଟଣା ପଦାକୁ ଆସିବାରେ ଲାଗିଛି । କୋଭିଡ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଫାଭିମାକ୍ସ ଟାବଲେଟ୍ର ଗୋଟିଏ ଷ୍ଟ୍ରିପ୍(୧୦ଟି) ମୂଲ୍ୟ ମାତ୍ର ୬୫ଟଙ୍କା ହୋଇଥିବାବେଳେ “ମେଡିଲୋୟଡ୍ ମେଡିକାମେଣ୍ଟ” କମ୍ପାନୀ ଏହାକୁ ୧୨୯୦ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରୁଥିଲା । ଗିରଫ ମୁଖ୍ୟ ଅଭିଯୁକ୍ତଜଣକ “ମେଡିଲୋୟଡ୍ ମେଡିକମେଂଟ ପ୍ରାଇଭେଟ୍ ଲିମିଟେଡ୍’ର ପରିଚାଳନା ନିର୍ଦ୍ଦେଶକ ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ସୂଚନା...
ହାତୀ ବେଶରେ ଦର୍ଶନ ଦେଲେ ତିନି ଠାକୁର
ପୁରୀ: ଭଗବାନ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଭଗବାନ ଜଗନ୍ନାଥ ଓ ସୁଦର୍ଶନଙ୍କର ବାର୍ଷିକ ସ୍ନାନ ରୀତିନୀତି ଏଠାରେ ବିନା ଭକ୍ତରେ ଏବଂ କୋଭିଡ-୧୯ ମାର୍ଗଦର୍ଶିକା କଡାକଡି ପାଳନ ମଧ୍ୟରେ ଆଜି ଅନୁଷ୍ଠିତ ହୋଇଛି । ରଥଯାତ୍ରା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ଜନ୍ମଦିନ ବୋଲି ବିବେଚନା କରାଯାଉଥିବା ହିନ୍ଦୁ ପଞ୍ଜିକା ଅନୁଯାୟୀ " ଜେଷ୍ଠ ପୂର୍ଣ୍ଣିମା ଦିନ " ସ୍ନାନ ଯାତ୍ରା" ଅନୁଷ୍ଠିତ ହୋଇଥାଏ । ସ୍ନାନ ପୂର୍ଣ୍ଣିମା ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଓ ବଧେଇ ଜଣାଇଛନ୍ତି । ପ୍ରଭୁଙ୍କ...









