India Launches Agni Prime

0

Balasore: India Monday successfully test fired its new generation nuclear capable Agni Prime missile from a test base off the Odisha coast, DRDO sources said. The surface to surface ballistic missile has a range of 1000 kilometer to 2000 km and belongs to Agni series of missiles, it said. The sleek missile was test fired from a mobile launcher from the...

Odisha Asks 6 Lakh Covishield

0

Bhubaneswar: The Odisha Government on Monday urged the Centre to immediately supply at least 6 lakh doses of Covishield vaccine for ensuring smooth and unbroken inoculation drive in the month of June. Health and Family Welfare, Additional Chief Secretary, PK Mohapatra writes to the Union Health Ministry, about the need for immediate supply of Covishield vaccine to the State to...

୪ଜିଲ୍ଲାରେ ଅଧା ସଂକ୍ରମିତ

0

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୩୧୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏମାନ ମଧ୍ୟରୁ ପାଖାପାଖି ଅଧା ରହିଛନ୍ତି ୪ଟି ଉପକୂଳ ଜିଲ୍ଲାରେ । ଏହି ୪ଜିଲ୍ଲା ହେଲା ବାଲେଶ୍ୱର, ଯାଜପୁର, କଟକ ଓ ଖୋରଧା । ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୧୫୯୭ । ସେହିଭଳି ଅନ୍ୟ ଉପକୂଳ ଜିଲ୍ଲା ଯଥା ଭଦ୍ରକ, କେନ୍ଦ୍ରାପଡା, ଜଗତ୍‍ସିଂହପୁର ଓ ପୁରୀରେ ବି ସଂକ୍ରମଣ ତିନି ଅଙ୍କରେ ରହିଛି । ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ...

ଆଉ ଦୁଇ ବିଚାରପତି ପଦବୀ ଖାଲି ହେବ

0

ଭୁବନେଶ୍ୱର : ଚଳିତ ମାସରେ ଓଡିଶାର ହାଇକୋର୍ଟର ଜଣେ ବିଚାରପତି ଅବସର ଗ୍ରହଣ କରିଥିବାବେଳେ ଜୁଲାଇ ମାସରେ ଆଉଜଣେ ବିଚାରପତି ଅବସରଗ୍ରହଣ କରିବାକୁ ଯାଉଛନ୍ତି । ଫଳରେ ଓଡିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ସଂଖ୍ୟା ୨୭ଥିବାବେଳେ ଆସନ୍ତାମାସ ବେଳକୁ ଖାଲି ପଦବୀ ସଂଖ୍ୟା ୧୪ରେ ପହଞ୍ଚିଯିବ । ଗୋଟିଏ ପଟେ ହାଇକୋର୍ଟରେ ମାମଲା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ଅଧାରୁ ଅଧିକ ବିଚାରପତି ପଦବୀ ଖାଲି ସମସ୍ୟାକୁ ଗୁରୁତର କରୁଛି । ଏଣେ କରୋନା ପରିପ୍ରେକ୍ଷୀରେ ନିୟମିତ କୋର୍ଟ ବସିପାରୁନଥିବାବେଳେ ସୀମିତ ସଂଖ୍ୟକ...

ଓଡିଶାରେ କମୁଛି ସାର ବ୍ୟବହାର

ଭୁବନେଶ୍ୱର : ଠିକଣା ସମୟରେ ସାର ଯୋଗାଣ ପାଇଁ କୃଷି ମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ କରୁଥିବାବେଳେ ରାଜ୍ୟରେ କିନ୍ତୁ ବର୍ଷକୁ ବର୍ଷ ରାସାୟନିକ ସାର ବ୍ୟବହାର କମିବାରେ ଲାଗିଛି । ଗତ ତିନିବର୍ଷ ମଧ୍ୟରେ ପାଖପାଖି ଏକ ଲକ୍ଷ ମେଟ୍ରିକ ଟନ୍‍ ସାର ବ୍ୟବହାର କମିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ଓଶିଶାର ଚାଷୀମାନେ ୧୧,୫୨,୯୫୭ ମେଟ୍ରିକ ଟନ୍‍ ସାର ବ୍ୟବହାର କରିଥିବାବେଳେ ୨୦୧୯-୨୦ ବର୍ଷରେ ଏହା ୧୧,୨୯,୦୫୯ ମେଟ୍ରିକ ଟନ୍‍କୁ ହ୍ରାସ ପାଇଥିଲା । ତେବେ...

ଆଇଏଏସ୍‍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ୍‍ ଅଫିସର ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । କୃଷି ବିଭାଗ ନୂଆ କମିଶନର ପାଇଥିବାବେଳେ ବିବାଦରେ ଛନ୍ଦି ହୋଇଥିବା ମାଲକାନଗିରି ଜିଲ୍ଲାପାଳଙ୍କର ବି ବଦଳି ହୋଇଛି । ରାଜ୍ୟ ସରକାରଙ୍କ ବଦଳି ବିଜ୍ଞପ୍ତି ଅନୁଯାୟୀ ୧୯୯୮ ବ୍ୟାଚ୍‍ ଆଇଏଏସ୍‍ ଅଫିସର ସୁରେଶ କୁମାର ବଶିଷ୍ଟଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀ ବଶିଷ୍ଟ କୃଷି ଓ କୃଷକ କଲ୍ୟାଣ ବିଭାଗର...

Chaudhury Gets WODC

Bhubaneswar: State Government has brought  several changes in Indian Administrative Service (IAS) Officers level here on 27 June. While Odisha Government is escalating the development process in Western Odisha, it has appointed a hyperactive mandarin Prem Chandra Chaudhury as Chief Executive Officer (CEO) of Western Odisha Development Council (WODC). Mr.Chaudhury has been sincerely serving the Bhubaneswar Muncipal Corporation as Commissioner during...

ଦୁର୍ଘଟଣାରେ ଚାଲିଗଲେ ଜୀମୂତ ମଙ୍ଗରାଜ

0

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ ଆଜି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା । ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ନିଜ ସ୍କୁଟିରେ ଆସୁଥିବାବେଳେ ଜାଆଁଳା ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଶ୍ରୀ ମଙ୍ଗରାଜ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍‍ସକୁ ଆଣିଥିଲେ । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ବିଜୁ ବାବୁଙ୍କ ଉପରେ ପୁସ୍ତକ ରଚନା କରିଥିବା ଶ୍ରୀ...

38 K Cr Credit Flows To MSME

0

Bhubaneswar: Odisha has achieved its highest ever credit flow under the Annual Credit Plan of Rs 38,000 crore with the proactive support of the Banks. The MSME Department has released incentives to various units amounting to Rs 60 Crore. Odisha is the leading state in the eastern region and second highest in the country in terms of sanctioning number of projects.  In...

Ex-VC killed for Rs 100!

Jharsuguda: In a shocking incident, former Vice-Chancellor of Sambalpur University Prof Dhrubaraj Naik was allegedly murdered by a miscreant at his residence at Kuaramal village under Laikera Police Station in Jharsuguda district on Sunday. According to reports, the incident happened at Naik’s residence at Sargiguda in Jharsuguda distyrict. A drunkard youth of Kuaramal village reportedly asked the ex-VC for Rs...