SCB To Turn AIIMS Plus

0

Sriram Chandra Bhanj (SCB) Medical College and Hospital will turn into a World Class Health Care Instituion. Chief Minister Naveen Patnaik has announced that his Government will spend Rs 3,500 crore for the SCB Medical College and Hospital in Cuttack. Mr.Patnaik chaired a High Level Review Meeting of the Mammoth Project here on 31 December. Secretary to CM VK Pandian moderated...

ସମନ୍ୱିତ କୃଷି କାର୍ଯ୍ୟ ଆୟବୃଦ୍ଧିରେ ସହାୟକ

0

ରାଜ୍ୟ ସରକାର କୃଷକମାନଙ୍କର ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ନିମନ୍ତେ କୃଷି ନୀତି-୨୦୨୦ ‘ସମୃଦ୍ଧି’ ସମେତ ଅନେକ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରିଛନ୍ତି । ଏହାର ସଫଳ ରୂପାୟନ ଓ ଚାଷୀମାନଙ୍କୁ ଏହାର ଲାଭ ପହଞ୍ଚାଇବା ଦିଗରେ ଗ୍ରାମ୍ୟ କୃଷିକର୍ମୀମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ବୋଲି କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ଆଜି ଭର୍ଚୁଆଲ୍‌ ମାଧ୍ୟମରେ ଆୟୋଜିତ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଅନ୍ତର୍ଗତ ୧୦ଟି ଜିଲ୍ଲାର...

Dry Run For Vaccination

0

Odisha Government has requested the Union Government to provide Information Technology (IT) Platform to conduct dry run in all 30 District Headquarters Hospitals along with State Headquarters. ACS Health & Family Welfare, PK Mohapatra has brought to the attention of Union Secretary Health & Family Welfare in this regard. Today, the Union Health Secretary Rajesh Bhusan chaired a high-level meeting with...

ସାରା ରାଜ୍ୟରେ ରାତ୍ରୀ କର୍ଫ୍ୟୁ

0

ଭୁବନେଶ୍ୱର : କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହୋଇଛି । ୩୧ ତାରିଖ ରାତି ୧୦ଟାରୁ ଏକ ତାରିଖ ସକାଳ ୫ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ଏହି ରାତ୍ରୀକାଳୀନ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବା ବାଦ ପଡିବ । ଔଷଧ ଦୋକାନଗୁଡିକ ଖୋଲା ରହିବା ସହିତ ଜରୁରୀକାଳୀନ ପରିବହନ ସେବା ହୋଇପାରିବ । ଗଣମାଧ୍ୟମ ଦପ୍ତର ଓ...

12 RKVY Projects Cleared

0

In another step towards sustainable agriculture and doubling of farmers’ income, Government has sanctioned 12 new projects of worth Rs.7,295.25 lakh under Rashtriya Krushi Vikash Yojana ( RKVY). The projects have been sanctioned in the State Level Sanctioning Committee meeting held on digital mode under the Chairmanship of Chief Secretary Asit Tripathy wherein Principal Secretary Agriculture and Farmers empowerment Saurabh...

ନୂଆବର୍ଷରେ ଏସ୍‍ସିବି ପ୍ରକଳ୍ପ ଭେଟି

0

ଭୁବନେଶ୍ୱର : ନୂଆବର୍ଷର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ଓଡିଶାବାସୀଙ୍କୁ ଏସ୍‍ସିବିର ନୂଆ ପ୍ରକଳ୍ପ ଭେଟି ଦେଇଛନ୍ତି । କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜର ନବକଳେବର ସହିତ ଏଠାରେ ଏମ୍‍ସ ପ୍ଲସ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ୩୫୦୦ କୋଟି ଟଙ୍କା ବ୍ୟୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ୨୦୨୪ ଜାନୁୟାରୀ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସରିବାର ଲକ୍ଷ୍ୟ ରହିଥିବାବେଳେ ସରକାରୀ ସ୍ତରରେ ଏହା ହେବ ଦେଶର ସର୍ବ ବୃହତ୍‍ ପ୍ରକଳ୍ପ । ୫୦୦୦...

ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

0

ନୂଆଦିଲ୍ଲୀ : ରାଜ୍ୟ ସରକାର ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ କରିବାକୁ ପ୍ରସ୍ତାବିତ ସଂକଳ୍ପ କ୍ୟାବିନେଟରେ ପାରିତ କରିବା ପରିପ୍ରେକ୍ଷୀରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଦୀର୍ଘ ଦିନର ଅନୁରୋଧ ତଥା ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଚାକିରି କ୍ଷେତ୍ରରେ ଓ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍ଇବିସି) ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଛନ୍ତି...

Naveen Promises; Asit Delivers

0

While Chief Minister Naveen Patnaik promised to grant promotion to all the eligible officers and employees by 31 December, Chief Secretary Asit Tripathy delivered it in a time bound manner. Chief Minister Mr.Patnaik strongly felt that the State Government employees are playing a vital role in implementing 5T and if the employees get promotion without much delay, they will become...

ପଛୁଆବର୍ଗ ସଂରକ୍ଷଣର ସାପ ଶିଡ଼ି ଖେଳ

0

ଭୁବନେଶ୍ୱର : ପଛୁଆବର୍ଗଙ୍କ ପାଇଁ ସରକାରୀ ଚାକିରିରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ଓଡ଼ିଶା ସରକାର ବାରମ୍ବାର ଉଦ୍ୟମ କରୁଥିବା ବେଳେ ଆଇନ୍‍ ଅଦାଲତର ଛାଟ ଯୋଗୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ଏ ପ୍ରସଙ୍ଗରେ କେନ୍ଦ୍ରରେ ସରକାର ଚଳାଉଥିବା ବିଜେପିର ରାଜ୍ୟ ନେତାମାନେ ଓଡ଼ିଶା ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଅସହଯୋଗ କାରଣରୁ ଏହା ହୋଇପାରୁନାହିଁ ବୋଲି ଆଇନ୍‍ ବିଶାରଦମାନେ କହୁଛନ୍ତି । ମଣ୍ଡଳ କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ କରି ବିଶ୍ୱନାଥ ପ୍ରତାପ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ...

ଜବରଦଖଲକାରୀଙ୍କୁ ସୁହାଇଛି କରୋନା

0

ଭୁବନେଶ୍ୱର : ଜମି ଜବରଦଖଲକାରୀଙ୍କ ପାଇଁ କରୋନା ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି । କରୋନା ସମୟରେ ଅନୁଧ୍ୟାନ ଓ ଉଚ୍ଛେଦ ମାନ୍ଦା ପଡିଯାଇଥିବାରୁ ଖୋଦ ରାଜଧାନୀରେ ଏବେ ଗୋଟିଏ ପରେ ଗୋଟିଏ ସରକାରୀ ଜମି ଦଖଲ ହେବାରେ ଲାଗିଛି । ସରକାରୀ ହିସାବରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଶତାଧିକ ଏକର ଜମିକୁ ମାଫିଆମାନେ ମାଡି ବସିଛନ୍ତି । ଏଥିପାଇଁ ପ୍ରାୟ ଅଦାଲତରେ ପ୍ରାୟ ୧୦ହଜାର ମାମଲା ରୁଜୁ ହୋଇଛି । ତେବେ କରୋନା ସମୟରେ ଜବରଦଖଲ ଜମିର ପରିମାଣ ଢେର ଅଧିକ ବଢିଯାଇଛି...