NITI-TRIFED Join Hands For Van Dhan

Bhubaneswar: Teams of NITI Aayog and TRIFED will be talking to District Collectors of Tribal Aspirational Districts of Odisha  to follow up Van Dhan Yojana, which is helping out the tribal population in a big way. While Odisha is having 10 Aspirational Districts, majority are tribal dominated backward districts, where Van Dhan Yojana is gaining quick grounds in tribal zones. 10...

State Gets Ready For YAAS

Bhubaneswar: Odisha Government is in readiness to face any eventuality and accordingly rushed  a large contingent of rescue and relief teams to Balasore district bordering West Bengal on Monday where the very severe cyclonic storm YAAS in likely to make landfall. Considering the input given by the weather office, the State Government is preparing for possible landfall of the cyclone...

YAAS To Cross Between Rajnagar & Baliapal

Yaas

Bhubaneswar: Cyclonic storm ‘Yaas’, which lay centered about 530 km south-southeast of Paradip on Monday, will move in a north-northwesterly direction and cross the Odisha coast somewhere between Rajnagar in Kendrapara district and Baliapal in Balasore district in the forenoon of May 26, according to the Centre for Environment and Climate (CEC), Siksha ‘O’ Anusandhan here. While crossing the coast,...

ରାଜନଗର ଏବଂ ବାଲିଆପାଳ ମଝିରେ ଅତିକ୍ରମ କରିବ ୟାଶ୍‌

0

ଭୁବନେଶ୍ୱର : ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦ୍ରିଭୂତ ହୋଇଥିବା ଘୂର୍ଣ୍ଣିଝଡ "ୟଶ୍‌' ଉତର-ଉତର ପଶ୍ଚିମ ଦିଗ ଆଡକୁ ମୁହାଁଇବ ଏବଂ ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ୱର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ପରିଚାଳିତ) ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ପବନର...

ସମକୁ ଏନଏବିଏଚ ମାନ୍ୟତା

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲକୁ ସମ୍ମାନଜନକ ନ୍ୟାସନାଲ ଆକ୍ରେଡିସନ ବୋର୍ଡ ଫର ହସ୍ପିଟାଲ୍ସ ଆଣ୍ଡ ହେଲଥକେୟାର ପ୍ରୋଭାଇଡର୍ସ (ଏନଏବିଏଚ) ସ୍ୱୀକୃତି ପ୍ରାପ୍ତ ହୋଇଛି । ଗତ ମେ ୧୩ ତାରିଖରୁ ଲାଗୁ ହୋଇଥିବା ଏହି ସ୍ୱୀକୃତି ଆସନ୍ତା ୪ ବର୍ଷ ଯାଏଁ ବଳବତର ରହିବ । ଏନଏବିଏଚ ହେଉଛି କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆର ଏକ କନଷ୍ଟିଚ୍ୟୁଏଂଟ ବୋର୍ଡ ଅଟେ । ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱିତୀୟ ଥର ପାଇଁ...

ଏମସ ପକ୍ଷରୁ ୪ଟି ସେବା ଆରମ୍ଭ

0

ଭୁବନେଶ୍ୱର : ସାଂପ୍ରତିକ କୋଭିଡ୍ ମହାମାରୀ କାରଣରୁ ସାଧାରଣ ଜନତା ଡାକ୍ତରଖାନାମାନଙ୍କରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କାରଣରୁ ବିଶେଷ ଭାବେ ଡାକ୍ତରଖାନାରେ ଉପଲବ୍ଧ ଥିବା ଶଯ୍ୟା, ଚିକିତ୍ସିତ ରୋଗୀମାନଙ୍କ ସଂପର୍କରେ ସୁଚନା ପାଇବାରେ ସମସ୍ୟା ସୃଷ୍ଟି ହୋଇଛି । କୋଭିଡ୍ ୱାର୍ଡରେ ସଂକ୍ରମଣର ଭୟଭୟତା ପାଇଁ ସାଧାରଣ ଜନତାଙ୍କ ପ୍ରବେଶ ନିଷେଧ ଥିବା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ଏହି ସମସ୍ତ ସମସ୍ୟାକୁ ଗୁରୁତ୍ୱ ଦେଇ ଏମ୍ସ, ଭୂବନେଶ୍ୱର ପ୍ରଶାସନ ତରଫରୁ ଜନସାଧାରଣଙ୍କ...

ପ୍ରଶାସନକୁ ସହଯୋଗ ପାଇଁ ନିବେଦନ

0

ଭୁବନେଶ୍ୱର : ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କହିଛନ୍ତି ଯେ ଆମେ ଏକା ସମୟରେ ଦୁଇଟି ବଡ ବିପଦର ସାମ୍‌ନା କରୁଛୁ – କୋଭିଡ ଓ ବାତ୍ୟା ୟଶ  ।  ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଓ ଡବଲ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ । ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା...

State Deploys Addl Docs In Balasore & Bhadrakh

0

Bhubaneswar: With impending very severe cyclone ‘YASS’ likely to hit the Coastal Districts of Balasore and Bhadrakh, Odisha Government has deployed additional 29 Doctors and PG Doctors in both the districts. ACS Health & Family Welfare, Pradipta Kumar Mohapatra has issued marching orders of deployment here on 24 May and directed the authorities to relieve the above additional number of...

୧୮୫ କିଲୋମିଟର ବେଗରେ ସ୍ଥଳଭାଗ ଛୁଇଁବ ୟାସ

0
Yaas

ଭୁବନେଶ୍ୱର : ବାତ୍ୟା ୟାସ୍‍ ଏବେ ପାରାଦୀପ ଠାରୁ ୫୦୦ କିଲୋମିଟର ଦୂରରେ ଅଛି । ଆଜି ଏହା ଭୀଷଣ ବାତ୍ୟାର ରୂପ ନେବା ପରେ ଆସନ୍ତା କାଲି ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ୨୬ ତାରିଖ ଦ୍ୱିପ୍ରହର ସମୟରେ ଏହା ପାରାଦୀପ ଓ ସାଗର ଦୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ ରୁ ୧୮୫ କିମି ପର୍ଯ୍ୟନ୍ତ ରହିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର...

ଦିନକରେ ରେକର୍ଡ ୩୨ ମୃତ୍ୟୁ

0
Corona Testing

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନାଜନିତ ମୃତ୍ୟୁ । ଗତ ଚାରି ଦିନ ଧରି ଏହା ୨୫ ଉପରେ ରହୁଥିବା ବେଳେ ଗତ ୨୪ଘଣ୍ଟାରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି । ପୂର୍ବର ସବୁ ରେକର୍ଡକୁ ପଛରେ ପକାଇ ଦେଇଛି ଆଜିର କରୋନା ମୃତ୍ୟୁ । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୫୧୬କୁ ବୃଦ୍ଧି ପାଇଛି । ୧୩ଟି ଜିଲ୍ଲାରୁ ଏହି ମୃତ୍ୟୁ ଖବର ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ରହିଛନ୍ତି । ଗଞ୍ଜାମ...