ଯାତ୍ରୀଙ୍କୁ ଖାଦ୍ୟ ଯୋଗାଇଲା ରେଳବାଇ
ଭୁବନେଶ୍ୱର :ପୂର୍ବତଟ ରେଳପଥ ପକ୍ଷରୁ ବେସରକାରୀ ଅନୁଷ୍ଠାନ ସହଯୋଗରେ ବାତ୍ୟାକୁ ଦୃଷ୍ଟିରେ ରଖି ଷ୍ଟେସନ ଅଞ୍ଚଳରେ ଆଶ୍ରୟ ନେଉଥିବା ଯାତ୍ରୀ, ବାସହୀନ ଏବଂ ଦରିଦ୍ର ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ପ୍ୟାକେଟ୍ ଏବଂ ପାଣି ବୋତଲ ବ୍ୟବସ୍ଥା କରାଯାଇଅଛି । ଭୁବନେଶ୍ୱର, ଭଦ୍ରକ ଏବଂ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ ଅଟକି ରହିଥିବା ଯାତ୍ରୀ ଓ ଷ୍ଟେସନ ଉପରେ ନିର୍ଭରଶୀଳ ଗରିବ ଲୋକମାନଙ୍କୁ ଆଜି ସକାଳେ ଶୁଖିଲା ଖାଦ୍ୟ ପ୍ୟାକେଟର ବ୍ୟବସ୍ଥା କରାଯାଇଥିବାବେଳେ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ପ୍ୟାକେଟ ପୂର୍ବତଟ ରେଳପଥ ପକ୍ଷରୁ ବଣ୍ଟନ କରାଯାଇଥିଲା...
PM Calls For Compassion
New Delhi: Prime Minister Narendra Modi delivered a keynote address on the occasion of Vesak Global Celebrations on Buddha Purnima through video conference. Members of Venerated Mahasangha, Prime Ministers of Nepal and Sri Lanka, Union Ministers Prahlad Singh, Shri Kiren Rijiju, Secretary General of International Buddhist Confederation, Venerable Doctor Dhammapiya were also at the event. Speaking on the occasion, the...
ଝାଡଖଣ୍ଡ ମୁହାଁ ବାତ୍ୟା ‘ୟସ’
ଭୁବନେଶ୍ୱର : ଓଡିଶା ଉପକୂଳ ଅତିକ୍ରମ କରିବାପରେ ମୟୁରଭଞ୍ଜ ଦେଇ ବାତ୍ୟା ‘ୟସ’ ଝାଡଖଣ୍ଡ ମୁହାଁ ହୋଇଛି । ଏହା କ୍ରମେ ଦୁର୍ବଳ ହେବା ସହିତ ଆଗକୁ ବଢୁଥିବା ଜଣାଯାଇଛି । ଏହା ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଓ ପବନ ଲାଗି ରହିଥିବା ସୂଚନା ମିଳିଛି । ଆଜି ସକାଳ ୯ଟା ରେ ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟଭାଗରେ ବାତ୍ୟା ସ୍ଥଳଭାଗ ଛୁଇଁଥିଲା । ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବାପରେ ଏହା ଓଡିଶା ଉପକୁଳ ଅତିକ୍ରମ...
Dalai Lama Greets On Buddha Poornima
Dharamasala: When people across the world commemorate Lord Buddha’s birth, enlightenment and entering into Mahaparinirvana, Dalai Lama has offered greetings to fellow Buddhists all over the world. Buddha Shakyamuni took birth as a prince of the Shakya clan in ancient India about 2600 years ago. The Pali and Sanskrit Traditions declare that the Buddha attained enlightenment at dawn of the...
ୟସ ର ଲ୍ୟାଣ୍ଡଫଲ୍ ଆରମ୍ଭ
ଭୁବନେଶ୍ୱର : ଆଜି ସକାଳ ପ୍ରାୟ ୯ଟାରୁ ବାତ୍ୟା ୟସ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଭଦ୍ରକ ଜିଲ୍ଲାର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆରମ୍ଭ ହୋଇଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୩୦ରୁ ୧୪୦ କିଲୋମିଟର ଥିବାବେଳେ ଏହି ପ୍ରକ୍ରିୟା ୩ରୁ ୪ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ପବନର ବେଗ ସର୍ବାଧିକ ୧୫୫ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ମଧ୍ୟ ବାତ୍ୟାର...
ବାତ୍ୟା ପ୍ରବଣ ଜିଲ୍ଲା ବାଲେଶ୍ୱର
ଭୁବନେଶ୍ୱର : ଉପକୂଳ ମୁହାଁ ହେଉଥିବା ବାତ୍ୟା ‘ୟସ’ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି କରିବାର ପୂର୍ବାନୁମାନ କରାଯାଉଥିବାବେଳେ ବାଲେଶ୍ୱର ଯେ ବାତ୍ୟାପ୍ରବଣ ଜିଲ୍ଲା ତାହା ପୁଣିଥରେ ପ୍ରମାଣିତ ହେବାକୁ ଯାଉଛି । ୧୯୯୯ ର ମହାବାତ୍ୟା ଏବଂ ଏହାପରେ ଓଡିଶାକୁ ଯେତେ ବାତ୍ୟା ଆସିଛି କେବଳ ୨୦୧୪ର ହୁଡ୍ ହୁଡ୍କୁ ବାଦ୍ ଦେଲେ ଅନ୍ୟ ସବୁଥିରେ ବାଲେଶ୍ୱର ଜିଲ୍ଲା ଅଳ୍ପେ ବହୁତେ କ୍ଷତିଗ୍ରସ୍ତ ହୋଇଛି । ୧୯୯୯ ମସିହାରେ ଆସିଥିବା ଉପକୂଳର ସବୁଠାରୁ ବଡ ବାତ୍ୟା ‘ମହାବାତ୍ୟା’ । ଏଥିରେ ୧୨ଟି ଜିଲ୍ଲା...
ଛତୁଚାଷୀ ସାଂଘାତିକ କ୍ଷତିଗ୍ରସ୍ତ
ଭୁବନେଶ୍ୱର : କରୋନା ମାଡରେ ଓଡିଶାର ୫୦ହଜାରରୁ ଉର୍ଦ୍ଧ୍ୱ ଛତୁଚାଷୀ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାର ପାଇଁ ନିର୍ଭର କରୁଥିବା ୨ଲକ୍ଷରୁ ଅଧିକ ପରିବାର ଦାରୁଣ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଗତି କରୁଛନ୍ତି । ଏବେ ବିବାହ ଋତୁରେ ଛତୁ କିଲୋ ୨୦୦ରୁ ୨୫୦ ଟଙ୍କାରେ ବିକ୍ରି ହେଉଥାନ୍ତା । କିନ୍ତୁ କରୋନାରେ କଲବଲ ହେଉଥିବା ଚାଷୀମାନେ ଯାଚି ଗୁଞ୍ଜି ଛତୁ କିଲୋ ୫୦ରୁ ୧୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଥିବାବେଳେ ଆଉ ଅନେକ ଚାଷୀଙ୍କ...
Team Urban In Readiness
Bhubaneswar: Team Urban gets in readiness as five districts Jagatsinghpur, Kendrapara, Bhadrak,Jajpur and Balasore are put on high alert due to impending 'YAAS'. The District Administrations have been instructed to implement a "fool-proof" evacuation mechanism and to ensure “Zero Casualty”. Housing and Urban Development Department had already issued detailed Standard Operating Procedure(SOP) to the probable ULBs which are anticipated to have...
Shelters To Accommodate 7.5 Lakh
Bhubaneswar: Odisha Government has the target of evacuating the people in the districts likely to be affected by the impending Very Severe Cyclonic Storm ‘YAAS' by Tuesday evening. According to Special Relief Commissioner (SRC) Pradeep Kumar Jena while there are around 860 permanent shelters, 6031 additional cyclone shelters have been identified. “Altogether, around 7.5 lakh people can be accommodated in the...
ବାସୁଦେବପୁର, ବାହାନାଗା ମଧ୍ୟରେ ଲ୍ୟାଣ୍ଡଫଲ୍
ଭୁବନେଶ୍ୱର : ବାତ୍ୟା ‘ୟାସ୍’ ପାରାଦ୍ୱୀପ ଠାରୁ ୧୭୫ କି.ମି ଦୂରରେ ଦକ୍ଷିଣ ଓ ଦକ୍ଷିଣ ପୂର୍ବରେ ରହିଛି । ଏହା ଧୀରେ ଧୀରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଗତିକରି ୨୬ ତାରିଖ ପୂର୍ବାହ୍ନରେ ବାସୁଦେବପୁର, ବାହାନଗା ମଧ୍ୟରେ ସ୍ଥଳଭାଗ ଛୁଇଁବାର ଅନୁମାନ କରାଯାଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ଏହା କ୍ରମଶଃ ବାଲେଶ୍ୱର, ମୟୁରଭଞ୍ଜ ମଧ୍ୟ ଓଡ଼ିଶା ଅତିକ୍ରମ କରିବାର ଆକଳନ କରାଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ...









