PM Takes YAAS Review
Bhubaneswar: Prime Minister Narendra Modi took a high level meeting today to review the preparedness of States and Central Ministries and Agencies concerned to deal with the situation arising out of Cyclone ‘Yaas’. India Meteorological Department (IMD) informed that Cyclone ‘Yaas’ is expected to cross West Bengal and north Odisha coasts by 26th May evening with the wind speed ranging 155-...
ବାତ୍ୟାପାଇଁ ୨ଦିନ କଟକଣା କୋହଳ
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ୟାସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଥିବା ଲକଡାଉନ୍ କଟକଣାକୁ କୋହଳ କରିଛନ୍ତି । ୨୪ ଓ ୨୫ତାରିଖ ଦୁଇଦିନ ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ଏହି କୋହଳ ବ୍ୟବସ୍ଥା ଲାଗୁହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଏସ୍ଆରସିଙ୍କ ଦପ୍ତର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ୧୦ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର, କେନ୍ଦ୍ରାପଡା, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ,...
Manoranjan Mohapatra No More
Bhubaneswar: Leading Information Technology (IT) Honcho Manoranjan Mohapatra succumbed after battling against COVID-19 here on 23 May early morning in a private hospital, family sources said. Mohapatra, 53 is survived by his caring wife Anuradha Mohapatra and two loving daughters Adyasha and Ayusha breathed his last around 5.30 AM Sunday. Founder and Managing Director of Suyog Computech Private Limited, one of...
State Vaccinates Over 70 Lakh
Bhubaneswar: Odisha has vaccinated over 70 Lakh beneficiaries across the State and continues on overdrive for jabs. Latest stats shows that as on 23 May 70, 20, 353 beneficiaries have been vaccinated. ACS Health & Family Welfare Pradipta Kumar Mohapatra reviewed Vaccine Management on Sunday evening. COVID-19 Vaccination Report, Odisha on 23 May reveals that 13,806 beneficiaries were vaccinated on Sunday with...
NDRF Pre-Positioned In Coastal Zone
Bhubaneswar: The National Disaster Response Force (NDRF) has pre-positioned 18 teams at Balasore, Bhadrak, Kendrapada, Jagatsinghpur, Jajpur and Mayurbhanj while 4 teams are on standby at the NDRF’s 3rd Battalion Headquarters in Mundali, Director General, NDRF, Satya Narayan Pradhan said. The low-pressure area in the North Andaman Seas likely to intensify as Cyclonic Storm, ‘Yaas’ during the next 24 hours...
ମୋବାଇଲରେ ବାତ୍ୟା ସର୍ତକତା
ଭୁବନେଶ୍ୱର : ବାତ୍ୟା ମୁକାବିଲାରେ ବଡ ସହାୟକ ହେଉଛି ମୋବାଇଲ ଫୋନ୍ । ସରକାରଙ୍କ ତରଫରୁ ଛଡାଯାଉଥିବା ସତର୍କତା ମେସେଜ ଓ ସୋସିଆଲ ମିଡିଆ ପୋଷ୍ଟ ହେଉଥିବା ସତର୍କ ସୂଚନା ସମ୍ବଳିତ ଭିଡିଓ ଆଦି ନିମିଷକ ମଧ୍ୟରେ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ସେମାନଙ୍କୁ ବାତ୍ୟା ସଂକ୍ରାନ୍ତରେ ଆଗୁଆ ସୂଚନା ପ୍ରଦାନରେ ସହାୟକ ହେଉଛି । ୨୦୧୯ମସିହାରେ ଓଡିଶାର ଉପକୂଳ ଜିଲ୍ଲାରେ ତାଣ୍ଡବ ରଚିଥିବା ଫନି ମୁକାବିଲା ପାଇଁ ସରକାର ଏଭଳି ରଣନୀତି ଆପଣେଇ ଥିଲେ । ପରବର୍ତ୍ତୀ ବାତ୍ୟା ବୁଲ୍ ବୁଲ୍ ଓ...
ସମସ୍ୟା ବଢ଼ାଇପାରେ ଜାଲ୍ କୋଭିଡ୍ ରିପୋର୍ଟ
ଭୁବନେଶ୍ୱର : ରେଳ ଓ ବିମାନ ଯାତ୍ରା ପାଇଁ ଆର୍ଟିପିସିଆର୍ ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ଜାଲ୍ ରିପୋର୍ଟ ଦେଖାଇ ଅନେକ ଯାତ୍ରୀ ଯାତାୟାତ କରୁଥିବାରୁ କରୋନା ସଂକ୍ରମଣ ସମ୍ଭାବନା ବଢ଼ୁଛି । ତେବେ ସରକାର ସୀମିତ ସଂଖ୍ୟକ ବିମାନ ଓ ରେଳ ଚଳାଚଳ କରାଉଥିବା ବେଳେ ଏଭଳି ଜାଲିଆତି ଘଟଣା ସୁସ୍ଥ ଯାତ୍ରୀ ଓ ସେମାନଙ୍କ ପରିବାରଙ୍କ ମଧ୍ୟରେ ଆତଙ୍କ ଖେଳାଉଛି । ଏଠାରେ ଉଲ୍ଲେଖନୀୟ ଯେ ବିମାନ ବନ୍ଦରରେ ପ୍ରବେଶ ବେଳକୁ ୪୮ ଘଣ୍ଟା ପୂର୍ବର କରୋନା ଆର୍ଟିପିସିଆର୍ ପରୀକ୍ଷା...
ବାତ୍ୟା ଗତିପଥ ସୂଚନା ଦେଲେ ଏସ୍ଆରସି
ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଅବପାତ ରୂପ ନେଇଥିବାବେଳେ ଆସନ୍ତା କାଲି ସନ୍ଧ୍ୟାରେ ଏହା ସାମୁଦ୍ରିକ ଝଡ ଏବଂ ୨୬ ତାରିଖ ସନ୍ଧ୍ୟାରେ ଏହା ପାରାଦ୍ୱୀପ ଓ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ଅନୁମାନ କରାଯାଉଛି । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ପ୍ରାୟ ୧୨୦-୧୬୫ କି.ମି. ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି । ସ୍ଥଳଭାଗ ଛୁଇଁବାର ସବିଶେଷ ତଥ୍ୟ ପ୍ରାପ୍ତ ହୋଇ ନଥିଲେ...
ବାତ୍ୟା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ‘ୟାସ’ ଜନିତ ପରିସ୍ଥିତିର ମୁକାବିଲା ଲାଗି ହୋଇଥିବା ପ୍ରସ୍ତୁତି ଓ ଯୋଜନାର ସମୀକ୍ଷା କରିଛନ୍ତି। ଏଥିରେ ସେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ/ସଂସ୍ଥାର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ଯେ ‘ୟାସ’ ବାତ୍ୟା ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫-୧୬୫ କିମି କିମ୍ବା...
ପାରାଦୀପ ଆଡକୁ ମୁହାଁଉଛି ବାତ୍ୟା ‘ୟାସ୍’
ଭୁବନେଶ୍ୱର : ବାତ୍ୟା ୟାସର ପୂର୍ବାନୁମାନ କରି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆଜି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ବାଲେଶ୍ୱର ପାଖରୁ ପାଖାପାଖି ୭୦୦ କିଲୋମିଟର ଦୂରରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଛି । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବାର ପୂର୍ବାନୁମାନ କରିଛୁ । ତା'ପରେ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଅତି ପ୍ରବଳ ବାତ୍ୟାରେ ପରିଣତ...









