Ore Production Hits Hurdle

0

New Delhi: Union Minister for Steel, Dharmendra Pradhan said the Union Government taken steps to ramp up production of iron ore and steel to increase their domestic availability in order to bridge the demand-supply mismatch leading to increase in prices of iron and steel in recent months. In a written reply in Rajya Sabha, Union Minister said in a de-regulated,...

Odisha Gets 208 Crore GST Compensation

0

Bhubaneswar: With Odisha receiving Rs.208.08 Crore today, the State has received a total of Rs.3202.69 Crore till date towards GST Compensation. While the State Government opted for Option I, it continues to receive the GST Compensation shortfall. Odisha was allowed Rs.2858 Crore of Additional Borrowing (0.50Percent) of Gross State Domestic Product (GSDP), however Centre has passed on Rs.3202.69 Crore raised through...

Petroleum Reserve To Help Odisha

0

New Delhi: Odisha will be benefitted with the new Strategic Petroleum Reserve (SPR) coming up in Chandikhol in Jajpur District. A SPR having 4 Million Metric Ton (MMT) Capacity is being set up at Chandikhol, for which In Principle approval was given in June, 2018, said Dharmendra Pradhan in a written reply in Rajya Sabha today. He said under Phase II...

Move To Transform Heritage Sites

0

Balangir: As a part of Chief Minister Naveen Patnaik’s initiative to transform State’s several heritage sites, a high level committee Wednesday visited two very important temples – Harishankar and Nrushinghanath – in Balangir district and discussed about the development of the temple areas.      The committee comprising Chief Secretary Suresh Chandra Mahapatra, Chairman, Western Odisha Development Council and  Principal Advisor...

ଗୋବରଧନ ପୋର୍ଟାଲର ଶୁଭାରମ୍ଭ

0

ନୂଆଦିଲ୍ଲୀ : ଭାରତବର୍ଷର କୃଷକଙ୍କ ଅତିରିକ୍ତ ଆୟକୁ ବଢାଇବା ଓ ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଦିଗରେ ବୁଧବାର ଗୋବରଧନ ଯୋଜନାର ଏକୀକୃତ ପୋର୍ଟାଲର ଶୁଭାରମ୍ଭ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀ ଠାରେ ଶ୍ରୀ ପ୍ରଧାନଙ୍କ ସମେତ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ରତନ ଲାଲ୍ କଟ୍ଟରିଆଙ୍କ ଉପସ୍ଥିତିରେ ଏହି ଗୋବରଧନ ଯୋଜନାର...

ଜାହାନିଆ ହେବ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର

0

ଭୁବନେଶ୍ୱର : ପୁରୀ ଜିଲ୍ଲା ଅନ୍ତର୍ଗତ ଜାହାନିଆ ପର୍ଯ୍ୟଟନ କ୍ଷେତ୍ରର ଅଧିକ ବିକାଶ ଏବଂ ଉନ୍ନତିକରଣ ସହିତ ଏହାକୁ ବିଶ୍ୱର ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର କରାଯିବ । ଏ ନେଇ ଆଜି କାକଟପୁର ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା ସେଠାକୁ ଗସ୍ତ କରିବା ସହିତ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବୈଷୟିକ ଦଳ ସହିତ ବିସ୍ତୃତ ଆଲୋଚନା କରିଛନ୍ତି । ପୁରୀ, କୋଣାର୍କ, ସାତପଡ଼ା ସହିତ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଜାହାନିଆ ଅନ୍ୟତମ । ବିସ୍ତୀର୍ଣ୍ଣ ସମୁଦ୍ରତଟ ସହିତ ସୁନ୍ଦର...

ବାକିଆ ପ୍ରକଳ୍ପ କାର୍ଯ୍ୟ ଶେଷ କର

ଭୁବନେଶ୍ୱର : ବିଧାନସଭା ସବ୍-ମିଶନ୍ କମିଟି ବୈଠକରେ ଆଜି ଜଳସମ୍ପଦ ବିଭାଗ ଅଧିନରେ ବକେୟା ଥିବା ପ୍ରକଳ୍ପ ଗୁଡିକ ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା । ବିଧାୟକ ଡ଼ଃ. ପ୍ରମୋଦ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ  ଯୁଦ୍ଧକାଳୀନ ଭିତ୍ତିରେ ଏହି ପ୍ରକଳ୍ପଗୁଡିକର କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦିଆଯାଇଥିଲା । ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଳାଶୟ ଏବଂ ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ପୁନରୁଦ୍ଧାର, ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀବନ୍ଧର ମରାମତି ଏବଂ ସୁଇସ୍ ଗେଟ୍...

ଆଇ.ଟି.ଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି।   ଏହାଦ୍ବାରା ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଅପ୍ରେଲ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। କୋଭିଡ ଯୋଗୁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନ ଥିଲେ।  ଆଇ.ଟି.ଆଇ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲର ଦେୟ ବାବଦରେ...

BSF Vigil On Indo-B’Desh Border

0

Agartala: Border Security Force (BSF) has not only increased vigil on Indo-Bangaldesh International Border, but it has also introduced a number of CCTV projects on border connecting to Bangladesh Sector and Frontier . IGP BSF Tripura Frontier, Susant Nath has rushed to the Border and reviewed the challenges faced by the BSF troops while discharging their duties on the Indo-Bangladesh...

ସ୍ମାର୍ଟସିଟିରେ ଅଭିଯୋଗ ନିବାରଣ ଶୂନ

ଭୁବନେଶ୍ୱର : ଅଭିଯୋଗ ନିବାରଣ ଲାଗି ରାଜଧାନୀବାସୀ ସ୍ମାର୍ଟସିଟି ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହେଉଥିବାବେଳେ ସେଠାରୁ ଫଳ ଶୂନ ମିଳୁଛି । ଅଭିଯୋଗ ପ୍ରକୋଷ୍ଠର ନିଶୁଳ୍କ ଫୋନ ନମ୍ବର ୧୮୦୦୩୪୫୦୦୬୧ ଟି ପ୍ରାୟତଃ ବ୍ୟସ୍ତ ରହୁଥିବାବେଳେ ଯେତେବେଳେ ବି କାର୍ଯ୍ୟନିର୍ବାହୀ ବାବୁମାନେ ଫୋନ୍‍ଧରି ଅଭିଯୋଗ ରଖୁଛନ୍ତି ତାହାର ସମାଧାନ ନାହିଁ କହିଲେ ଚଳେ । ଅବସ୍ଥା ଏଭଳି ହୋଇଛି ଯେ ଗୋଟିଏ କାମ ପାଇଁ ଅଭିଯୋଗ କଲେ ଆଉ ଗୋଟିଏ କାମର ସମାଧାନ ଦର୍ଶାଇ ସ୍ମାର୍ଟସିଟି କର୍ତ୍ତୃପକ୍ଷ ବିଏମ୍‍ସିକୁ ଅଭିଯୋଗ ପଠାଇ ଦେଉଛନ୍ତି ।...