Odisha Missing Deficit Grant
Bhubaneswar: Due to revenue surplus situation, State is missing revenue deficit grants from Centre. Notably, State Government had opted not to borrow more and remain revenue surplus and in the process it is losing huge chunk of grants, said an analyst. The Fifteenth Finance Commission (FFC) has recommended post devolution revenue deficit (PDRD) grants to those states, who have borrowed more...
ନକ୍ସଲ ଦମନକୁ ବଡ ସଫଳତା
ଭୁବନେଶ୍ୱର : କୋରାପୁଟରେ ନକ୍ସଲ ଦମନ ଅଭିଯାନକୁ ବଡ ସଫଳତା ମିଳିଛି । କୋରାପୁଟର ଡିଭିଏଫ୍ ଟିମ୍ ସହିତ ବୋମା ନିଷ୍କ୍ରିୟକାରୀ ଦଳ ନାରାୟଣପାଟଣା ଥାନା ଅର୍ନ୍ତଗତ କେନ୍ଦାବୋରିଗି, ମଙ୍ଗଲପୁର ଏବଂ ଆତ୍ମାକୋଣ୍ଡା ସଂରକ୍ଷିତ ଜଙ୍ଗଲରେ ମାଓ ବିରୋଧି ଅଭିଯାନ ଚଳାଇଥିବାବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛନ୍ତି । ସୁରେଶି ଗ୍ରାମ ନିକଟରେ ବୋମା ନିଷ୍କ୍ରିୟକାରୀ ଦଳକୁ ମାଟିତଳେ ପୋତା ହୋଇଥିବା ପିସ୍ଫୋରକ ମିଳିବାପରେ ସେହି ଅଞ୍ଚଳକୁ ଘେରାଉ କରାଯିବା ସହିତ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ମାଓ...
ସ୍ମାର୍ଟସିଟି କାର୍ଯ୍ୟ ଅଧାପନ୍ତରିଆ
ଭୁବନେଶ୍ୱର : ରାଜ୍ୟ ରାଜଧାନୀ ମନ୍ଦିରମାଳିନୀ ଭୁବନେଶ୍ୱରକୁ ସ୍ମାର୍ଟ କରିବା ପାଇଁ ୫ ବର୍ଷ ପୂର୍ବରୁ ସ୍ୱପ୍ନ ଦେଖାଇଥିଲେ । ହେଲେ ୫ବର୍ଷ ପରେ ବହୁ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବା ଅଭିଯୋଗ କରିଛି କଂଗ୍ରେସ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବହୁତଳ କମର୍ସିଆଲ ମଲ୍, ଚକାଚକ ରାସ୍ତା, ଆଲୋକମାଳାରେ ଝଲସୁଥିବା ଫୁଟଫାଥ୍, ସ୍ମାର୍ଟ ଟଏଲେଟ୍ ବ୍ୟବସ୍ଥା, ବ୍ୟବସ୍ଥିତ ସ୍ୱରେଜର ଶହ ଶହ ଭିତିପ୍ରସ୍ତର ଶୁଭ ପଡିଥିଲା ।...
Vaccine alert For Officers
Bhubaneswar: With the COVID-19 Vaccination of Front Line Workers would start from 6 February, State Government has asked the Top Officials to take Vaccine on their own. This exercise is being done in order to build confidence amongst Front Line Workers (FLW)s that the vaccine is safe and has no side effects. ACS Health & Family Welfare, P K Mohapatra has...
ଟୀକା ନେଲେ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍
ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି କରୋନା ଟୀକାର ପ୍ରଥମ ଡୋଜ୍ ନେଇଛନ୍ତି । କ୍ୟାପିଟାଲ ହସ୍ପିଟାଲ କରୋନା ଟୀକାକରଣ କେନ୍ଦ୍ରକୁ ଶ୍ରୀ ମହାପାତ୍ର ଆଜି ସକାଳୁ ଯାଇ ଟୀକା ନେଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଥମ ବରିଷ୍ଠ ଅଧିକାରୀ ଭାବେ ଶ୍ରୀ ମହାପାତ୍ର ଆଜି ଟୀକା ନେଇଥିବାବେଳେ କରୋନା ଟୀକା ସମ୍ପୂର୍ଣ୍ଣ ନିରାପଦ ବୋଲି ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି । ଉଲ୍ଲେଖନୀୟ ଯେ...
ACS Health Gets COVID Vaccine
Bhubaneswar: ACS Health & Family Welfare Pradipta Kumar Mohapatra is a Brave Mandarin. He is the First IAS Officer in Odisha to get inoculated COVID-19 Vaccine on Friday. In fact, Mr.Mohapatra has a problem, like others he never fears and faces the problem directly. And he always leads from the front. When he found some of the Health Care Workers (HCW)s are...
Bothra in ’21Heroes2021′ List
Bhubaneswar: Recognizing the effort of Capital Region Urban Transport (CRUT) during Covid crisis, Arun Bothra, Managing Director, CRUT has been honored as one of '21Heroes2021’ by TUMI (Transformative Urban Mobility Initiative), a leading global implementation initiative on sustainable mobility. The publication ‘21Heroes2021’ honors those who, despite historic challenges made a difference to sustainable mobility in 2020 and laid the groundwork...
ନବଜାତକଙ୍କ ମୃତ୍ୟୁ ଜାତୀୟ ହାରଠୁ ଅଧିକ
ଭୁବନେଶ୍ୱର : ଓଡ଼ିଶାରେ ପ୍ରତି ହଜାରେ ନବଜାତକଙ୍କ ମଧ୍ୟରୁ ୪୦ ଜଣ ମରୁଛନ୍ତି । ଜାତୀୟ ସ୍ତରରେ ଏହି ହାର ୩୨ ରହିଛି । ପଞ୍ଚଦଶ ଅର୍ଥ କମିଶନଙ୍କ ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ତେବେ ସ୍ୱାସ୍ଥ୍ୟସେବାର ଅନ୍ୟାନ୍ୟ ବହୁ କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତର ତୁଳନାରେ ଭଲ ସ୍ଥିତିରେ ରହିଛି । ଆନୁଷ୍ଠାନିକ ପ୍ରସବ କ୍ଷେତ୍ରରେ ଓଡ଼ିଶାର ହାର ସର୍ବଭାରତୀୟ ତୁଳନାରେ ଅଧିକ ରହିଛି । ଜାତୀୟ ସ୍ତରରେ ୭୮.୯ ପ୍ରତିଶତ ଆନୁଷ୍ଠାନିକ ପ୍ରସବ ହୋଇଥିବା ବେଳେ ଓଡ଼ିଶାରେ...
ରାଜ୍ୟରେ ଉତ୍ସାହଜନକ ଟିକସ ଆଦାୟ
ଭୁବନେଶ୍ୱର : କୋଭିଡ ମହାମାରୀର କରାଳ ଯନ୍ତ୍ରଣା ସତ୍ୱେ ଓଡିଶା ସରକାରଙ୍କ ନିଜସ୍ୱ ରାଜସ୍ୱ ସଂଗ୍ରହ କିନ୍ତୁ ଉତ୍ସାହଜନକ ରହିଛି । ଅର୍ଥନୀତିଜ୍ଞମାନଙ୍କ ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରି ରାଜ୍ୟ ସରକାର ଧାର୍ଯ୍ୟ ଲକ୍ଷ୍ୟର ପାଖାପାଖି ନିଜସ୍ୱ ରାଜସ୍ୱ ସଂଗ୍ରହରେ ସଫଳ ହୋଇଛନ୍ତି । ତେବେ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ଏବଂ କେନ୍ଦ୍ରୀୟ ଅନୁଦାନ ବାବଦରେ ଓଡିଶା ଯେତେ ଅର୍ଥ ପାଇବ ବୋଲି ଆଶା ରଖିଥିଲା ତାହା ତୁଳନାରେ ଢେର କମ୍ ମିଳିବା ରାଜ୍ୟ ଅର୍ଥନୀତି ପ୍ରତି ସମସ୍ୟା ସୃଷ୍ଟି କରୁଛି । ଚଳିତ...
State Upbeat With Revenue Collection
Bhubaneswar: State Government is upbeat with the collection of own revenue during the month of January 2021 as it registered over 15 per cent growth. However, the usual Central Transfer of Revenue continued low and achievement on both Share Tax and Grants from Center registered negative growth. According to the latest analysis report on collection of State’s revenue as compared to...