ରଘୁନାଥଙ୍କ ସ୍ଥାନରେ ମହେଶ ଜେଠମାଲାନି

ଭୁବନେଶ୍ୱର : ବିଶିଷ୍ଟ ଓଡିଆ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ରାଜ୍ୟସଭା ଆସନଟି ଓଡିଶାର କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ଦ୍ୱାରା ପୂରଣ କରିବା ପରିବର୍ତ୍ତେ ଏହାକୁ ମହେଶ ଜେଠମାଲାନିଙ୍କ ହାତରେ ଟେକି ଦିଆଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟସଭାର ୧୨ଟି ଆସନ ରାଷ୍ଟ୍ରପତିଙ୍କ ମନୋନୀତ ପ୍ରାର୍ଥୀଙ୍କ ଦ୍ୱାରା ପୂରଣ କରାଯାଇଥାଏ । ରାଜ୍ୟସଭା ଗଠନ ହେବା ପରଠାରୁ ୨୦୧୮ ମସିହା ଯର୍ପ୍ୟନ୍ତ ଜଣେ ହେଲେ ଓଡିଆଙ୍କୁ ରାଜ୍ୟସଭାର ମନୋନୀତ ସଦସ୍ୟଭାବେ ନିଯୁକ୍ତି ଦିଆଯାଇନଥିଲା । ଏହା କେନ୍ଦ୍ରୀୟ...

ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଶାସନିକ ସତରରେ ଅଦଳ ବଦଳ କରିଥିବାବେଳେ ବରିଷ୍ଠ ଓଏଏସ୍‍ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି । ସେ ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଥିଲେ । ଶ୍ରୀ ତ୍ରିପାଠୀ ବରଗଡ ଜିଲ୍ଲାର ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଅତୀତରେ ବାଣିଜ୍ୟ ଏବଂ ପରିବହନ ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ମଧ୍ୟ ପ୍ରମୁଖ ପଦରେ ଦାୟିତ୍ୱ ନିର୍ବାହ କରିଥିଲେ...

CoWIN Listed Will Get Preference

0

Bhubaneswar: ACS Health & Family Welfare (H&FW) P K Mohapatra has issued a letter to all Collectors, Commissioners of Municipal Corporations of Bhubaneswar, Cuttack, Berhampur, Sambalpur and Rourkela and CDM & PHOs to ensure that beneficiaries who have taken an online appointment through CoWIN shall be given preference for availing vaccination over the ones availing vaccination through on-site registration...

Get Ready For III Wave

0

Bhubaneswar: Chief Minister Naveen Patnaik Tuesday day directed officials to remain prepared for the possible third wave of COVID-19 in State with special focus on child care. Reviewing the situation in the state this evening, he also expressed concern over the large number of cases of Black Fungus in various parts of the country and directed that the State be...

ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ

Modi

ନୂଆଦିଲ୍ଲୀ : ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକରେ କୋଭିଡ କାରଣରୁ ଦେଖାଦେଇଥିବା ଅନିଶ୍ଚିତ ପରିସ୍ଥିତି ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ମତାମତକୁ ଦୃଷ୍ଟିରେ ରଖି, ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଭଲ ଭାବେ ପରିଭାଷିତ ଏକ ଲକ୍ଷ୍ୟକୁ ନେଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରସ୍ତୁତ କରାଯିବ। ବୈଠକରେ...

ମହିଳା ଓ ଶିଶୁଙ୍କୁ ୧୫ଦିନରେ ପେନ୍‍ସନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ।   କୋଭିଡରେ ନିଜ ସ୍ୱାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତହ ମଧ୍ୟରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀ ମାନଙ୍କୁ ଆଗୁଆ ୩ ମାସର ପେନ୍‌ସନ ଦେବା ପାଇଁ...

Mission Shakti; New Department

Bhubaneswar: 2000 Batch IAS Sujata R Karthikeyan is new Secretary of the newly created Department of 'Mission Shakti’ came into being on Tuesday. Ms.Karthikeyan was Commissioner –cum- Director Mission Shakti, who was instrumental in phenomenal growth of Mission Shakti in Odisha. After the State Cabinet approval, the  Department of General Administration and Pension and Grievances had amended the rules of business...

State Plea For Central Vax Procurement

0

Bhubaneswar: In view of the formalities that need to be completed for procurement of vaccines from global manufacturers, State Government on Tuesday asked the Centre to manage the process at the country-level rather than by individual States. While global vaccine manufacturers will be requiring statutory clearances from Union Government and as it is in the domain of Center, it might...

Tripathy New Director I&PR

Bhubaneswar: In a bureaucratic reshuffle effected on Tuesday, the State Government appointed senior OAS officer Indramani Tripathy as the new Director of Information and Public Relations Department. He was serving as the Additional Secretary of the General Administration and Public Grievance Department. Mr.Tripathy has served as the Collector of Bargarh district and also handled key positions in the Commerce & Transport...

କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହିଳା ଓ ଶିଶୁ ବିକାଶ ବିଭାଗରୁ ପୃଥକ ହୋଇ ଆଜିଠାରୁ ଏକ ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟ କରିବ ‘ମିଶନ ଶକ୍ତି’ ବିଭାଗ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏ ସଂପର୍କିତ ବିଜ୍ଞପ୍ତି ଆଜି ପ୍ରକାଶିତ ହୋଇଛି ଏବଂ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗକୁ ‘ମହିଳା ଓ ଶିଶୁ ବିକାଶ’ ବିଭାଗ ଭାବେ ନାମିତ କରାଯାଇଛି । ନୂତନ ଭାବେ ଗଠନ କରାଯାଇଥିବା ମିଶନ ଶକ୍ତି ବିଭାଗ...