କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ। ଏଥିରେ ପ୍ରତ୍ଯେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ  ୧୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଅନ୍ତର୍ଭୁକ୍ତ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ ରାଜ୍ୟର ୧୮ ଲକ୍ଷ ଭୂମିହୀନ...

ପରୀକ୍ଷା ଫିସ ଫେରେଇବାକୁ ଦାବି

0

ଭୁବନେଶ୍ୱର : ଚଳିତ ବର୍ଷ କରୋନା ମହାମାରୀ ପାଇଁ ମାଟ୍ରିକ ଓ ଦ୍ୱାଦଶ ପରୀକ୍ଷା ବାତିଲ ହେବାପରେ ଜୋର ଜବରଦସ୍ତ ଆଦାୟ କରାଯାଇଥିବା ଫର୍ମ ଫିଲ୍ଲପ ଫିସ ସବୁ ଫେରେଇବାକୁ ସିବିଏସଇ ଓ ଆଇସିଏସଇ ନିକଟରେ ଦାବି କରିଛି ଓଡିଶା ଅଭିଭାବକ ମହାସଂଘ l ଚଳିତ ଆଦାୟ ସାଧାରଣ ବର୍ଗ ଛାତ୍ର ଛାତ୍ରୀ ପାଇଁ 1500, ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀ ପାଇଁ 1200ଟଙ୍କା, ସମସ୍ତଙ୍କ ପଞ୍ଜିକରଣ ପାଇଁ 300 ଟଙ୍କା ଦେଇ ଫର୍ମ ଫିଲପ କରାଯାଇଥିଲା l ଦୁଃଖର କଥା ଯେଉଁମାନେ...

DG Disc For Prison Personnel

0

Bhubaneswar: To recognise the services of personnel engaged in Prison Department, the State Government on Wednesday instituted a system of award of DG's Disc to the Prison Personnel in various ranks. The Prison personnel, who have rendered spectacular meritorious service, will get the award every year. Maximum 20 personnel will get the award in a year, as per a Resolution...

ଚାଷୀଙ୍କ ତାଲିକା ସାର୍ବଜନୀନ କର

ଭୁବନେଶ୍ୱର : କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୧୮ କୋଟି ଟଙ୍କାର କୋଭିଡ ସହାୟତା ଦେବା ଏକ ଭଲ ପଦକ୍ଷେପ । କିନ୍ତୁ ବାସ୍ତବରେ ଆଜି ୧୮ ଲକ୍ଷ ଭୂମିହୀନ ଚାଷୀଙ୍କୁ ରାଜ୍ୟ ସରକାର ସହାୟତା ଦେବେ ନାହିଁ । ପୁଣିଥରେ ନିଜ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା ଏକ ଭେଳିକି । ଭୂମିହୀନ ଚାଷୀଙ୍କର ତାଲିକା ବିନା କୋଭିଡ ସହାୟତା ରାଶି ଘୋଷଣା କରିବା ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି ବିଜେପି...

ଶ୍ରୀଜଗନ୍ନାଥ ଓ ରଥଯାତ୍ରା ଶୀର୍ଷକ ଚିତ୍ରକଳା ଶିବିର

0

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଭର୍ଚୁଆଲ ମାଧ୍ୟମରେ ‘ଶ୍ରୀଜଗନ୍ନାଥ ଓ ରଥଯାତ୍ରା’ ଶୀର୍ଷକ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ଶିବିର ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବ ଓ ଅଂଶଗ୍ରହଣ କରିଥିବା ଶିଳ୍ପୀମାନେ ନିଜ ନିଜ ଘରେ ରହି ଚିତ୍ର ଅଙ୍କନ କରିବେ । ଏହାକୁ ଉଦ୍‌ଘାଟନ କରି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଲେ ଯେ ଚଳିତ ବିଶ୍ୱ ମହାମାରୀ କୋଭିଡ୍‌-୧୯ ସମୟରେ ଓଡ଼ିଶାର...

Vax to Protect Children from Pneumonia

0

Bhubaneswar: To protect children from pneumonia and reduce child deaths, the State Government on Wednesday launched Pneumococcal Conjugate Vaccine (PCV). From today onwards, PCV doses will be given to children under Routine Immunization Programme. It will benefit nearly 8 lakh young children annually and will reduce the risk of illness and death due to severe pneumonia.  Each child will require three...

Partial Lockdown Continues Till 16 July

Bhubaneswar: As the State continues to witness around 3,000 Covid cases daily and high fatalities, Odisha Government on Wednesday extended partial lockdown restrictions till July 16. Briefing media persons through virtual mode, Chief Secretary SC Mahapatra said partial lockdown will remain in force in the State till July 16 as some districts still record a high number of cases. The State...

ପରିବାର ଲୋକଙ୍କୁ ମିଳିବ କୋଭିଡ ରୋଗୀଙ୍କ ଶବ

0

ଭୁବନେଶ୍ୱର: କୋଭିଡରେ ଚିକିତ୍ସିତ ହୋଇ ମୃତ୍ୟୁବରଣ କରୁଥିବା ରୋଗୀଙ୍କର ରିପୋର୍ଟ କୋଭିଡ ନେଗେଟେିଭ ହୋଇଥିଲେ ସେମାନଙ୍କ ପରିବାର ଲୋକେ ବର୍ତ୍ତମାନ ତାଙ୍କର ଶବ ନେବା ସହିତ ଶେଷ ରୀତିନୀତି କରିପାରିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର କୋଭିଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ନୂତନ ନିୟମ ପାଳନ କରିବାକୁ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ତଥା ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସରକାରୀ ନିର୍ଦ୍ଦେଶାବଳୀ...

ଜୁଲାଇ ୧୬ଯାଏ ବଢିଲା ଲକଡାଉନ୍‍

0

ଭୁବନେଶ୍ୱର : ଲକଡାଉନ୍‍ କଟକଣାରେ ଆଂଶିକ କୋହଳ ସହିତ ରାଜ୍ୟ ସରକାର ଜୁଲାଇ ୧୬ତାରିଖ ପର୍ଯ୍ୟନ୍ତ ଏଏହାକୁ ବୃଦ୍ଧି କରିଛନ୍ତି । କମ୍‍ ସଂକ୍ରମଣ ରହୁଥିବା ଜିଲ୍ଲା ତାଲିକାରେ ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ସାମିଲ ହେବାପରେ ‘ଏ’ କ୍ୟାଟେଗୋରୀ ଜିଲ୍ଲା ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଏହି ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲିବା ସମୟକୁ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି । ଏଥି ସହିତ...

+Ve Bodies Allowed To Family Members

0

Bhubaneswar: Now, family members can perform last rites of patients, who died under treatment and have tested Covid negative. Additional Chief Secretary, Health, PK Mohapatra has given instructions to the Collectors, Municipal Commissioners and Chief District Medical & Public Health Officers to follow the new norms for disposal of dead bodies of patients under treatment for Covid. As per existing Government...