GST Records 13.13 PC Growth

0

Bhubaneswar: The State has collected Odisha Goods and Services Tax (OGST) of Rs 858.83 crore during June 2021, which is 13.13 percent more than what State had got in June last year.  The State had collected Rs 759.17 crore during June 2020. The progressive collection of OGST during the first quarter of the current financial year 2021-22 is Rs 2812.93...

Time Relax For Asset Report

Bhubaneswar: As many of its employees are busy in discharging Covid-19 management duty, the State Government has given another two months time to them to submit their property details. Now, the government officers can submit their asset details before August 31.    The General Administration and Public Grievances Department has issued a circular to all Department, RDCs and Collectors. “It has...

୧୬ଜିଲ୍ଲାରେ ଟିକାକରଣ ବନ୍ଦ

0

ଭୁବନେଶ୍ୱର : କୋଭିସିଲ୍ଡ ଟିକା ଅଭାବରୁ ରାଜ୍ୟ ସରକାର ଗୁରୁବାର ଦିନ ୧୬ଟି ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି । ଏହିସବୁ ଜିଲ୍ଲାଗୁଡିକ ହେଉଛି ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ, ଭଦ୍ରକ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ନବରଙ୍ଗପୁର, ସୋନପୁର ଓ ସୁନ୍ଦରଗଡ । ଏହି ୧୬ଟି ଜିଲ୍ଲା ମଧ୍ୟରୁ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଗତ କିଛିଦିନ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଏହି ଜିଲ୍ଲାଗୁଡିରେ ଟିକାକରଣ ସ୍ଥଗିତ...

No Vaccination In 16 Districts

0
Covaxin for Children

Bhubaneswar: Due to acute shortage of Covishield vaccine, the State Government On Thursday suspended vaccination programmes in 16 districts. The districts are—Angul, Bolangir, Balasore, Bargarh, Bhadrak, Deogarh, Dhenkanal, Ganjam, Jajpur, Jharsuguda, Kandhamal, Kendrapara, Koraput, Nabarangpur, Sonepur & Sundergarh. Out of these 16 districts, Kendrapada, Jagatsinghpur, Jajpur, Balasore and Bhadrak are witnessing high infection rate in the past several days. Suspension of...

ତମାଖୁ ପାଟିର ଖଳନାୟକ

0

ଭୁବନେଶ୍ୱର : ମୁଖ ଗହ୍ୱର କର୍କଟ ରୋଗ ସଚେତନତା ପାଇଁ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବୁଧବାର ଏକ ୱେବିନାର୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ର ପ୍ରଫେସର ସତ୍ୟରଞ୍ଜନ ମିଶ୍ର “ତମାଖୁ, ପାଟିର ଖଳନାୟକ” ଶୀର୍ଷକ ଆଲୋଚନା କରିଥିଲେ । ମୁଖ କର୍କଟ ରୋଗର କାରଣ ଓ ନିଦାନ ସମ୍ପର୍କରେ ବାସ୍ତବ ରୋଗୀ ସେବାର ଚିତ୍ର ଜରିଆରେ ସେ ବୁଝାଇବା ସହିତ କର୍କଟ ରୋଗର କେଉଁ ଲକ୍ଷଣ ପ୍ରତି ଯତ୍ନବାନ ହେଲେ ଆଗରୁ ଚିହ୍ନଟ କରିହେବ...

ସ୍ୱୟଂକ୍ରିୟ ବିତରଣ ଦିଗରେ ପଦକ୍ଷେପ

0

ଭୁବନେଶ୍ୱର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ସଦାସର୍ବଦା ଗ୍ରାହକମାନଙ୍କୁ ନିରନ୍ତର ବିଦ୍ୟୁତ ଯୋଗାଇବାକୁ କାର୍ଯ୍ୟ କରୁଛି । ଅଧିଗ୍ରହଣ ପରଠାରୁ କମ୍ପାନୀ ଅଭିନବ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଗ୍ରାହକଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ନିର୍ଭରଯୋଗ୍ୟ, ସୁଲଭ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତ୍ୱ ଦେଇଆସୁଛି । ଟିପିସିଓଡିଏଲ୍ ଅପରେସନ ଅଞ୍ଚଳର ପ୍ରାୟ ୮୦ ପ୍ରତିଶତ ନେଟୱର୍କ ଗ୍ରାମାଞ୍ଚଳରେ ରହିଛି । ଏହି ଗ୍ରାମାଞ୍ଚଳରେ ଏଚ୍‌ଟି ଓ ଏଲ୍‌ଟି...

‘ବି’ ବର୍ଗ ଜିଲ୍ଲାରେ ୨୨୨୫ ସଂକ୍ରମିତ

0
Covid report

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୩୦୮୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ‘ବି’ ବର୍ଗର ୧୦ଟି ଜିଲ୍ଲାରେ କେବଳ ୨୨୨୫ଜଣ ସଂକ୍ରମିତ ହୋଇଛନ୍ତି । ଏହିସବୁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଥିବାରୁ ଏଠାରେ ଲକଡାଉନ୍‍ କଟକଣା ଅନ୍ୟ ୨୦ଜିଲ୍ଲା ତୁଳନାରେ ଅଧିକ ରହିଛି । ଏହି ୧୦ଟି ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୫୮୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକରେ ୪୬୨, ବାଲେଶ୍ୱରରେ ୨୪୬, ଯାଜପୁରରେ ୨୦୫, ପୁରୀରେ ୧୮୯, ମୟୁରଭଞ୍ଜାରେ ୧୫୪, ଭଦ୍ରକରେ ୧୪୫, ନୟାଗଡରେ...

କୁଆଖାଇକୁ ପୋତୁଛି ରାଜଧାନୀ ଧୂଳି

ଭୁବନେଶ୍ୱର : ରାଜଧାନୀ ରାସ୍ତାରୁ ଉଠୁଥିବା ଧୂଳି ଏବେ ସହରବାସୀଙ୍କ ପାଇଁ ବିପଦ । ଏହି ଅପରିଷ୍କାର ଓ ବିଷାକ୍ତ ଧୂଳି ଏବେ କୁଆଖାଇ ନଦୀରେ ଜମାହେବା ଫଳରେ ସେଠାରେ ଆତଯାତ ହେଉଥିବା ସାଧାରଣଲୋକ ଏବଂ ନଦୀଶଯ୍ୟା ପାଇଁ ବିପଦ ହେଲାଣି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଏବେ ସହର ରାସ୍ତାଘାଟକୁ ସଫାସୁତୁରା ରଖିବାପାଇଁ ଯାନ୍ତ୍ରିକ ସଫେଇ ଉପରେ ଗୁରୁତ୍ୱ ଦେଉଛି । ଏଥିପାଇଁ ରାଜ୍ୟ ବାହାରର ସଂସ୍ଥାମାନଙ୍କୁ ନିୟୋଜିତ କରାଯାଇଥିବାବେଳେ ସେମାନେ ଯନ୍ତ୍ର ଲଗାଇ ରାସ୍ତାଘାଟ ସଫା କରୁଛନ୍ତି । ବିଶେଷକରି...

ବୁଷ୍ଟର ଡୋଜ ସପକ୍ଷରେ ବୈଜ୍ଞାନିକ

0

ଭୁବନେଶ୍ୱର : କରୋନା ସଂକ୍ରମଣର ପ୍ରକୋପ ଅନେକ ବର୍ଷ ପର୍ଯ୍ୟନ୍ତ ରହିବା ଆଶଙ୍କା ଥିବା ଦୃଷ୍ଟିରୁ ଏଥିରୁ ବର୍ତ୍ତିବାପାଇଁ ପ୍ରଥମ ଓ ଦ୍ୱିତୀୟ ଡୋଜ୍‍ ଟିକା ପରେ ବୁଷ୍ଟର ଡୋଜ୍‍ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଦରକାର ବୋଲି ବୈଜ୍ଞାନିକମାନେ ମତ ଦେଉଛନ୍ତି । କରୋନା ପାଇଁ ଦିଆଯାଉଥିବା ଟିକା ମଣିଷ ଶରୀରରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଛି ତାହା ସୀମିତ ସମୟ ପର୍ଯ୍ୟନ୍ତ ରହୁଥିବାରୁ ଏହାକୁ ଦୀର୍ଘସ୍ଥାୟୀ କରାଇବା ଲାଗି ବୁଷ୍ଟର ଡୋଜର ଆବଶ୍ୟକତା ରହିଛି । ଏବେ ବୁଷ୍ଟର...

KALIA Support For Farmers

Bhubaneswar: Chief Minister Naveen Patnaik Wednesday distributed Rs 386 crore assistance to landless farming families under the Kalia Yojana to mitigate their difficulties during the Covid pandemic. This will benefit 1.8 million landless farming families. This includes a hike of Rs 1,000 for each landless farmer under the Kalia Yojana and an additional Rs 1,000 crore by the Chief Minister. On the...