ଆଉ ୬ଟି ସିଭିଲ ଜଜ କୋର୍ଟ ଉଦ୍‌ଘାଟିତ

0

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଜି ରାଜ୍ୟରେ କେତେକ ସିଭିଲ ଜଜ କୋର୍ଟ (ଜେଏଫ୍‌ଏମ୍‌ସି)ର ଉଦ୍‌ଘାଟନ କରିଛନ୍ତି । ଏହି କୋର୍ଟଗୁଡ଼ିକ ଯଥାକ୍ରମେ କେଉଁଝର ଜିଲ୍ଲାର ତେଲକୋଇ, ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡ଼ା ଏବଂ ଯଶିପୁର ଓ ନବରଙ୍ଗପୁର ଜିଲ୍ଲାର ଝରିଗାଁଠାରେ କାର୍ଯ୍ୟ କରିବ । ଏହି ଉଦ୍‌ଘାଟନୀ ଉତ୍ସବରେ ହାଇକୋର୍ଟ ବିଚାରପତି ମାନ୍ୟବର ଜଷ୍ଟିସ୍‌ ଏସ୍‌. ପୂଜାହାରୀ, ମାନ୍ୟବର ଜଷ୍ଟିସ୍‌ କେ. ଆର୍‌. ମହାପାତ୍ର, ମାନ୍ୟବର ଜଷ୍ଟିସ...

CM Medal For Sleuths

0

Bhubaneswar: As part of 5T Initiative, the Chief Minister's Medal For Excellence in Investigation has been introduced for police officers and vigilance sleuths. In the first batch, 64 police personnel from State Police Establishments, Odisha Vigilance Organisation and Districts Police Establishments have been conferred with the award for their performance in investigation under the State Government’s 5T (transparency, teamwork, technology,...

Mallakhambh Show In Puri

0

Bhubaneswar: When entire India is talking about sports in the aftermarket of the Tokyo Olympics, youths practicing traditional sports Mallakhambh has been witnessed in Holy town Puri.     Sports and Youth Services Secretary R Vineel Krishna has shared a small video clipping of Mallakhambh at the Puri beach. “Mallakhambh at the Puri beach - State trials. Happy to see such great...

୨୧୩ ବ୍ଲକରେ ନିଅଣ୍ଟିଆ ବର୍ଷା

0

ଭୁବନେଶ୍ୱର: ଚଳିତ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା ଯୋଗୁଁ ଓଡ଼ିଶାର ୩୧୪ ଟି ବ୍ଲକ୍ ମଧ୍ୟରୁ ୨୧୩ ରେ କୃଷି କାର୍ଯ୍ୟ ପ୍ରଭାବିତ ହେବାର ସମ୍ଭାବନା ଉପୁଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏବଂ ପ୍ରତିଦିନ ଏହାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ମଙ୍ଗଳବାର ଦିନ ରାଜ୍ୟର ପରିସ୍ଥିତି ପରି ମରୁଡ଼ି ସମୀକ୍ଷା କରି ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ କୃଷକମାନଙ୍କୁ ସହାୟତା କରିବା ପାଇଁ ଫସଲ ଯୋଜନା କାର୍ଯ୍ୟକାରୀ...

Annually 1K Cr For Rural Bodies

0

Bhubaneswar: While Odisha is set to receive over Rs.1000 Crore every year for next five years, the State today has received over Rs.500 Crore Grants from Union Government for its Three Tier Panchayati Raj Institutions (PRI)s. With this as on date the State Government has received Rs.834.50 Crore as per recommendations of Fifteen Finance Commission during 2021-22. While the Department of...

ପଞ୍ଚାୟତିରାଜ ଅନୁଷ୍ଠାନ ପାଇବ ୫୨୮୦କୋଟି

0

ଭୁବନେଶ୍ୱର : ଆସନ୍ତା ୫ବର୍ଷ ପାଇଁ ଓଡିଶା ବର୍ଷକୁ ୧୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ପାଇବାକୁ ଯାଉଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ଆଜି ୫୦୦ କୋଟି ଟଙ୍କାର କେନ୍ଦ୍ର ଅନୁଦାନ ପାଇଛି । ଏହାକୁ ମିଶାଇ ୨୦୨୧-୨୨ ବର୍ଷରେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ୍‍ ଆଧାରରେ ରାଜ୍ୟ ସରକାର ୮୩୪.୫୦ କୋଟି ଟଙ୍କା ପାଇଲେଣି । ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ବ୍ୟୟ ବିଭାଗ ପକ୍ଷରୁ ଆଜି ୨୫ଟି ରାଜ୍ୟର ପଞ୍ଚାୟତିରାଜ ସଂସ୍ଥାଗୁଡିକ ପାଇଁ ୧୩,୩୮୫.୭୦କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଓଡିଶା...

ନିଶା ପାଇଁ ଘଟୁଛି ଅପରାଧ

0

ଭୁବନେଶ୍ୱର : ନିଶା ବେପାରୀ ଓ ନିଶାଡିଙ୍କ ପାଇଁ ହତ୍ୟା, ଧର୍ଷଣ, ମାରପିଟ୍‍ ସମେତ ଅନେକ ଅପରାଧ ଘଟୁଛି । ଅପରାଧର ଏହି ମୂଳ ସ୍ରୋତକୁ ଦମନ ନକରାଯିବା ପର୍ଯ୍ୟନ୍ତ ଆଇନ୍‍ଶୃଙ୍ଖଳା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ମୁସ୍କିଲ ହୋଇପଡୁଛି । ଏକଥା ସାଧାରଣ ଲୋକଙ୍କ ଠାରୁ ଆରମ୍ଭକରି ପୁଲିସ୍‍ ମଧ୍ୟ ସ୍ୱୀକାର କରୁଛନ୍ତି । କେବଳ ଭୁବନେଶ୍ୱର କି ଓଡିଶା ନୁହେଁ ଆମ ରାଜ୍ୟ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ନିଶା କାରବାର ଲଗାମଛଡା ଭାବେ ବୃଦ୍ଧିପାଉଛି । ଦଳମତ ନିର୍ବିଶେଷରେ ଏହି ବେପାର...

213 Blocks Face Rainfall Deficit

0

Bhubaneswar: The agricultural activities are likely to be affected in 213 out of 314 Blocks of Odisha as those area received deficit rainfall during this monsoon season.  Chief Minister Naveen Patnaik has directed the Agriculture and Farmers’ Empowerment Department to keep a close watch on the ground situation and review the situation every day. Mr.Patnaik on Tuesday reviewed the drought like...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟେଲିଆ ହାଇକମିଶନର

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓ ଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡିଶାର ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଛନ୍ତି। ବୈଠକରେ ଓଡିଶା ଯେପରି ଭାରତୀୟ ହକି ଦଳକୁ ପ୍ରୋତ୍ସାହନ ଦେଉଛି ଏବଂ ହକି ଖେଳରେ ଉନ୍ନତି ପାଇଁ ଓଡିଶା ଯେଭଳି ଭାବରେ ନେତୃତ୍ବ ନେଇଛି, ସେଥିପାଇଁ ହାଇକମିଶନର ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରିଥିଲେ । ଉଭୟ ଦେଶ ମଧ୍ୟରେ ବ୍ୟବସାୟ ଓ କାରିଗରୀ କୌଶଳ କ୍ଷେତ୍ରରେ...

Monsoon Session Likely To Be Stormy

0

Bhubaneswar: Odisha Legislative Assembly’ Monsoon Session, which commences here from 1 September, is likely to be stormy, while the House will function only for eight working days. Accordingly, Governing BJD, Opposition BJP and Congress held Legislative Party meetings on 31 August,  a day before the session and chalked out strategies as to how to deal with the issues. While the Treasury...