Centre Rejects Code 4C Request
New Delhi: The Union Civil Aviation Minister Jyotiraditya Scindia has informed that Code 4C operation is not feasible at Rourkela airport within the available land. Mr.Scindia made this statement in Rajya Sabha while giving a reply to a question of BJD MP Amar Patnaik. Few days ago, Patnaik had also written a letter to the Civil Aviation Minister demanding a...
JSW Gets Command Centre
Bhubaneswar: Country’s one of the leading steel manufacturers JSW Steel Ltd inaugurated the Central Command Control Centre (CCCC) at its Barbil office on March 11, 2022. The CCCC was formally inaugurated by RanjanNayak, COO (Odisha) of JSW Steel Ltd. Nayak congratulated the Odisha team for being one step ahead on digital technology. In this connection, Head of IT Division, JSW Steel...
ମାର୍ଚ୍ଚ ୧୬ ରୁ ୧୨-୧୪ ବର୍ଷ ପିଲାଙ୍କ ଟିକାକରଣ
ନୂଆଦିଲ୍ଲୀ : ମାର୍ଚ୍ଚ ୧୬ ରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କୁ କୋଭିଡ ୧୯ ପ୍ରତିଷେଧକ ଟିକା ମାଗଣାରେ ଦିଆଯିବ । ଏଥିସହିତ ସମସ୍ତ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରରେ ଜାତୀୟ ଟିକାକରଣ ଦିବସ ପାଳନ କରାଯିବ । ପିଲାମାନଙ୍କୁ ହାଇଦ୍ରାବାଦସ୍ଥିତ ବାୟୋଲୋଜିକ ଇ ଲିମିଟେଡ ଦ୍ବାରା ବିକଶିତ କୋର୍ବେଭାକ୍ସ ଟିକା ଦିଆଯିବ । ମାର୍ଚ୍ଚ ୧୬ ତାରିଖ ପୂର୍ବାହ୍ନ ୯ଟାରୁ ଅନଲାଇନ ପଞ୍ଜୀକରଣ ମାଧ୍ୟମରେ କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ହିତାଧିକାରୀମାନେ ଟିକା ନେଇପାରିବେ । ସବୁ ରାଜ୍ୟ ଏବଂ...
ଆସନ୍ତା ୨୪ଘଣ୍ଟାରେ ଲଘୁଚାପ ବଳୟ
ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭାରତ ମହାସାଗର ଏବଂ ଏହାର ନିକଟବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟିହେବ । ଭାରତୀୟ ପାଣିପାଗ ବିଭାଗ ଆଜି ଏ ସଂକ୍ରାନ୍ତରେ ଟୁଇଟ୍ ଦ୍ୱାରା ଅବଗତ କରିଛି । ତେବେ ଏହି ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ସେଥିନେଇ ଆକଳନ କରାଯାଇନଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଜ୍ଞମାନେ କହିଛନ୍ତି ଯେ ଗତ ୧୦ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ୧୩ତାରିଖ ପର୍ଯ୍ୟନ୍ତ...
ଜଙ୍ଗଲ ଜବରଦଖଲରେ ଓଡିଶାର ସ୍ଥାନ ପଞ୍ଚମ
ଭୁବନେଶ୍ୱର : ବେଆଇନ୍ ଭାବେ ଜଙ୍ଗଲ ଜମି ଜବରଦଖଲ କରିବାରେ ସମଗ୍ର ଦେଶରେ ଓଡିଶାର ସ୍ଥାନ ପଞ୍ଚମ । ଓଡିଶାରେ ୩୩ହଜାର ହେକ୍ଟରରୁ ଅଧିକ ଜମଙ୍ଗଲ ଜମି ବେଆଇନ୍ ଭାବେ ଦଖଲ ହୋଇଥିବାବେଳେ ଆସାମ ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି । ଆସାମରେ ୩,୭୭,୫୩୨ ହେକ୍ଟର ଜଙ୍ଗଲ ଜମି ବେଆଇନ୍ ଭାବେ ଜବରଦଖଲ ହୋଇଥିବାବେଳେ ଏହା ପଛକୁ ରହିଛି ମଧ୍ୟପ୍ରଦେଶ । ଏଠାରେ ଜବରଦଖଲ ଜଙ୍ଗଲ ଜମିର ପରିାଣ ୫୪,୧୭୩ ହେକ୍ଟର ରହିଛି । ଅରୁଣାଚଳପ୍ରଦେଶରେ ୫୩,୪୫୦ ହେକ୍ଟର ଜଙ୍ଗଲ ଜମିକୁ ବେଆଇନ୍...
ଭିକାରୀମୁକ୍ତ ଯୋଜନା କାମ ଦେଉନି
ଭୁବନେଶ୍ୱର : ରାଜଧାନୀକୁ ଭିକାରୀମୁକ୍ତ କରିବାପାଇଁ ବହୁ ଆଡମ୍ବରରେ ଆରମ୍ଭ ହୋଇଥିବା ‘ସହାୟ’ ଯୋଜନାରୁ ସେଭଳି ସୁଫଳ ମିଳୁନି । ପୂର୍ବଭଳି ଏବେ ରାଜଧାନୀର ରାସ୍ତାଘାଟରେ ପିଲା ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ହାତ ପତାଉଛନ୍ତି । ବିଏମ୍ସି କର୍ତ୍ତୃପକ୍ଷ ସହାୟ ଯୋଜନା କାର୍ଯ୍ୟକାରୀ କରି ରାସ୍ତାଘାଟରୁ ଭିକାରୀମାନଙ୍କୁ ଉଠାଇ ନେବାପରେ କିଛିଦିନ ପର୍ଯ୍ୟନ୍ତ ରାଜଧାନୀ ଭିକାରୀମୁକ୍ତ ହୋଇଥିଲା । ଭିକ୍ଷାବୃତ୍ତି କରି ଚଳୁଥିବା ବହୁ ଲୋକେ ସରକାରୀ ଥଇଥାନ କେନ୍ଦ୍ରରେ ରହିବା ସହିତ ବିଭିନ୍ନ ପ୍ରକାର ଆତ୍ମନିର୍ଭର ଯୋଜନାରେ ସାମିଲ...
ଉନ୍ନତ କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ କୃଷକ ମେଳା
ନୟାଗଡ : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଅଧିନସ୍ଥ ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଓ ନିର୍ବାହୀ ଯନ୍ତ୍ରୀ, ନୟାଗଡଙ୍କ ମିଳିତ ଉଦ୍ୟମରେ ନୟାଗଡ ଜିଲ୍ଲାର ଏକଦଲାଗ୍ରାମଠାରେ ଏକ ବଳଦ ଟଣI ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ବନ୍ଧୀୟ କୃଷକ ମେଳାର ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ତରଫରୁ ବିକଶିତ ବିଭିନ୍ନ ଯନ୍ତ୍ରପାତିର ପଟଚିତ୍ର ତଥା ଓୟୁଏଟି ଉନ୍ନତ ଜୁଆଳି, ବଳଦ ଟଣା ମୋଡ ପତ୍ର ଲଙ୍ଗଳ, କାଦୁଅ କରିବା ଯନ୍ତ୍ର, ଓ...
ଅଢେଇ ବର୍ଷରେ ସରିବ ବିଧାୟକଙ୍କ କ୍ୱାଟର୍ସ ନିର୍ମାଣ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବିଧାୟକ ଏବଂ ବିଧାୟିକାମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ବହୁତଳ ସରକାରୀ ବାସଭବନ କାର୍ଯ୍ୟ ଅଗ୍ରଗତି ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ନିର୍ମିତ ହେବାକୁ ଥିବା ବହୁତଳ ବାସଭବନର ନିର୍ମାଣ କାର୍ଯ୍ୟ ପାଇଁ ୨୭୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶା ସେତୁ ନିର୍ମାଣ ନିଗମକୁ ୫୦ କୋଟି ଟଙ୍କା ରାଜ୍ୟ ସରକାରଙ୍କ...
Puri Airport Tech Feasible; Center
New Delhi: The proposed Greenfield Airport in Puri is found to be technically feasible during the pre-feasibility study of the site identified by the State Government. Informing this in Rajya Sabha today, Union Minister of State (MoS), Civil Aviation VK Singh said a multi-disciplinary team from Airports Authority of India (AAI) visited Puri in June 2021 for conducting pre-feasibility study of the...
ନିର୍ବାଚନ ସମୟରେ ଅଧିକ ସତର୍କ ପାଇଁ ପରାମର୍ଶ
ଭୁବନେଶ୍ୱର : ପୌର ର୍ନିବାଚନ ସମୟରେ ବେଆଇନ୍ ନିଶା କାରବାର ବିରୁଦ୍ଧରେ ଚାଲିଥିବା ଅଭିଯାନର ସମୀକ୍ଷା ଆଜି ଅବକାରୀ କମିଶନର ଆଶିଷ କୁମାର ସିଂହ କରିଛନ୍ତି । ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ୍ରେ ବସିଥିବା ସମୀକ୍ଷା ବୈଠକରେ ଅବାକରୀ ବିଭାଗର ଉପ କମିଶନର, ସୁପରିଟେଣ୍ଡଣ୍ଟ, ଏନ୍ଫୋର୍ସମେଣ୍ଟ ସେଲ୍ର ଅଧିକାରୀମାନେ ଯୋଗ ଦେଇଥିଲେ । ସମଗ୍ର ରାଜ୍ୟରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଅବକାରୀ କମିଶନରଙ୍କୁ ଅବଗତ କରାଯାଇଥିଲା । ସମୀକ୍ଷାରୁ ଜଣାପଡିଛି ଯେ ଚଳିତମାସର ଗତ ୧୩ଦିନ ମଧ୍ୟୋର ଅବକାରୀ ବିଭାଗର ପକ୍ଷରୁ ୧୧୯୮ ଜଣଙ୍କୁ...










