ଆଣ୍ଠେଇଛି ସ୍ଫୁର୍ତ୍ତି ପ୍ରକଳ୍ପ

ଭୁବନେଶ୍ୱର : ପାରମ୍ପରିକ ଶିଳ୍ପକୁ ନୂଆ ରୂପ ଦେବା ସହିତ ଶିଳ୍ପୀ ଓ କାରିଗରମାନଙ୍କ ହାତକୁ କାମଦେବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ସ୍କିମ୍‍ ଅଫ୍‍ ଫଣ୍ଡ୍‍ ଫର ରିଜେନେରେସନ ଅଫ୍‍ ଟ୍ରାଡିସିନାଲ ଇଣ୍ଡଷ୍ଟ୍ରିଜ୍‍ (ସ୍ଫୁର୍ତ୍ତି) ଓଡିଶାରେ ଏକ ପ୍ରକାର ଆଣ୍ଠେଇଛି । ରାଜ୍ୟପାଇଁ ୪୭ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ ଗୋଟିଏରୁ ହେଲେ ବି ଉତ୍ପାଦନ ଆରମ୍ଭ ହୋଇ ନାହିଁ । ୨୦୧୮ ମସିହାରେ କେନ୍ଦ୍ର ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରାଳୟ ଏହି ଯୋଜନା ଆରମ୍ଭ କରିଥିଲେ । ଏଥିରେ ଓଡିଶା ସର୍ବାଧିକ ଉପକୃତ ହେବା...

୪୩ବର୍ଷ ହେଲା ହୋଇନି ରତ୍ନଭଣ୍ଡାର ହିସାବ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସମ୍ପତ୍ତିର ହିସାବ ନିକାଶ ୪୩ବର୍ଷ ଧରି ହୋଇନାହିଁ । ଶ୍ରୀଜଗନ୍ନାଥଙ୍କ ଲୀଳା ରହସମୟ ବୋଲି ଭକ୍ତମାନେ ଯେମିତି ମନେ କରନ୍ତି ଠିକ୍‍ ସେହିପରି ତାଙ୍କ ରତ୍ନଭଣ୍ଡାରର ଚାବି ଖୋଲି ଆଇନାନୁଯାୟୀ ଗଚ୍ଛିତ ସମ୍ପତ୍ତିର ନିୟମିତ ବ୍ୟବଧାନରେ ସୁମାରି କରାନଯିବା ବିସ୍ମୟକର ହୋଇ ରହିଛି । ଶ୍ରୀମନ୍ଦିର ସହ ସମ୍ପୃକ୍ତ କିଛି ସେବକ ସ୍ୱୀକାର କରୁଛନ୍ତି ଯେ ରତ୍ନଭଣ୍ଡାର କାନ୍ଥ ଓଦା ରହୁଛି । ତେଣୁ ତାହାର ମରାମତି ଦରକାର । କିଛିବର୍ଷ ତଳେ ଅଦାଲତଙ୍କ...

ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱ

ଭୁବନେଶ୍ୱର : ବୈଷୟିକ ଜ୍ଞାନକୌଶଳର ବିକାଶ ସହ ତାଳ ଦେଇ ସୂଚନା ଅଧିକାରୀମାନେ ନିଜକୁ ପ୍ରସ୍ତୁତ କରି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଉପଯୁକ୍ତ ସୂଚନା ପ୍ରଦାନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପରାମର୍ଶ ଦେଇଛନ୍ତି । ସାମାଜିକ ଗଣମାଧ୍ୟମର ପରିଚାଳନା ଏବଂ ବ୍ୟବହାର ସଂପର୍କରେ ସୂଚନା ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ସବିଶେଷ ତଥ୍ୟ ସଂଗ୍ରହ, ବରିଷ୍ଠ ଅଧିକାରୀମାନଙ୍କ...

Dangue Concern In Capital City

0

Bhubaneswar: While COVID-  19 pandemic causing concern, rising number of cases of Dengue have also started to emerge as a challange for the Public Health Administrators in Odisha State Capital here, officials admit. At least a dozen cases of the vector-borne disease have been reported from Sailashree Vihar and Kalpana areas here in the last 10 days, said Director...

Anna Yojana For 3.24 Cr People

Bhubaneswar: In view of Covid-19 situation, the Centre will provide free food grains to 3.24 crore people of Odisha under the PradhanMantriGaribKalyan Anna Yojana IV (PMGKAY-IV). As part of the scheme, food grains at a scale of 5 kg per person per month will be provided to all the eligible beneficiaries over and above the regular monthly entitlements under the...

୨୦୨୧-୨୨ରେ ଦେଢ ଲକ୍ଷ ହେକ୍ଟରରେ ବନୀକରଣ

ଭୁବନେଶ୍ୱର : ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ରାଜ୍ୟରେ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ବନୀକରଣ ଯୋଜନା ଯଥା- ପ୍ରାକୃତିକ ଜଙ୍ଗଲର ପୁନର୍ଜନନ, ନୂତନ ଜଙ୍ଗଲ ସୃଷ୍ଟି, ସହରାଞ୍ଚଳ ବନୀକରଣ, ପଥପାଶ୍ୱର୍ ବନୀକରଣ ଇତ୍ୟାଦି ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ଚାଲୁ ଚାଲୁ ରହିଥିବା କହିଥିଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ରାଜ୍ୟ କାମ୍ପା...

IOs Advised For Tech Use

0

Bhubaneswar: In adherence to 5T model of Governance, Information & Public Relations, Principal Secretary Bishnupada Sethi on Monday advised Information Officers (IOs) to use technology in dissemination of effective and correct information to the public in a short span of time. Mr.Sethi was addressing the IOs of the Department of Information & Public Relations here.He also directed concerned officials to...

State Records 4 Lakh Vax A Day

0

Bhubaneswar: Odisha has set a record of crossing 4 Lakh doses of vaccination on 5 July. While the State Government set a target of vaccinating 3 Lakh doses every day, last highest achievement was 3.32 Lakh on 21 June. ACS Health & Family Welfare, P K Mohapatra reviewed Vaccination Management here on Monday with the senior officials of the department. Today, achievement...

ଡିବିିଟି ପ୍ରଦାନ ନିମନ୍ତେ ନୂତନ ଏସ୍‌ଓପି

ଭୁବନେଶ୍ୱର : ହିତାଧିକାରୀ ଚାଷୀମାନଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ ଯୋଜନାରେ ଅଣୁସାର, କୀଟନାଶକ ଔଷଧ, ତୃଣନାଶକ ପଦାର୍ଥ ଆଦି ପ୍ରଦାନ କରାନଯାଇ ଡିବିଟି ମାଧ୍ୟମରେ ଏହାର ଅର୍ଥରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ । ଏହା ଦ୍ୱାରା ଚାଷୀମାନେ ସେମାନଙ୍କ ପସନ୍ଦର କୃଷି ସାମଗ୍ରୀ କିଣିବାକୁ ସ୍ୱତନ୍ତ୍ରତା ମିଳିବା ସହିତ ଏଥିରେ ଅଧିକ ସ୍ୱଚ୍ଛତା ଅଣାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର...

Plea For Aawas+ Window

Bhubaneswar: Chief Minister Naveen Patnaik Monday urged Prime Minister Narendra Modi to open the window of Aawas+ Mobile App for the entire state for one month to migrate the data of identified households. The Aawas+ window was opened by the Union Ministry of Rural Development only for 14 Very Severe Cyclone Fani affected districts for one month, the chief minister...