Physical Teaching For I-V From 3 Jan

0

Bhubaneswar: After reopening schools for Class VI to XII students, the State Government has decided to resume physical teaching for the students of Class I to V from January 3, 2022. Since the outbreak of Covid-19 in the State in March 2020, schools have remained closed for the primary class students. Only online teaching and classes through TV and Radio...

2Cr Plus Got Jabs

0

 Bhubaneswar; Achieving another milestone in vaccination program, the State has administered both doses of Covid-19 vaccines to more than two crore people. “Odisha has achieved yet another significant milestone in the fight against Covid-19 as more than 2 crore people have received the second dose of vaccine,” Chief Minister Naveen Patnaik said in a tweet here on Tuesday. “Commend the hard...

ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

0

ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ପ୍ରାୟ ୨୭ ହଜାର ବିଦ୍ୟାଳୟକୁ ଜାନୁଆରୀ ୩ ତାରିଖରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ୫ରୁ ୮ ତାରିଖ ପର୍ଯ୍ୟନ୍ତ ସମିଟିଭ୍‌-୧ ପରୀକ୍ଷା ହେବାର ଅଛି ସେହି ବିଦ୍ୟାଳୟଗୁଡ଼ିକୁ ଜାନୁଆରୀ ୧୦ ତାରିଖଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ...

ମୋ ସରକାର କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ

0

ଭୁବନେଶ୍ୱର : କେବଳ ଜନସାଧାରଣଙ୍କ ସନ୍ତୋଷ  ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବତ୍ତନ କରିବାକୁ ହେବ । ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀ ମାନଙ୍କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ଯ୍ୟକ୍ରମ ଦୁଇ ବର୍ଷ ଧରି ଆରମ୍ଭ ହୋଇଛି । ପ୍ରଶାସନିକ...

ସଂରକ୍ଷଣ ପାଇଁ ରିଭ୍ୟୁ ପିଟିସନ ଦାଖଲ କର

0
Rabi Behera

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବାପାଇଁ ରାଜ୍ୟ ସରକାର ସୁପ୍ରିମ୍‍କୋର୍ଟରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ସମାଜବାଦୀ ପାର୍ଟି ଅନୁରୋଧ କରିଛି । ଦଳ ପକ୍ଷରୁ ଏହି ମର୍ମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖାଯାଇଛି । ଏ ସଂକ୍ରାନ୍ତରେ ଦଳର ରାଜ୍ୟଶାଖା ସଭାପତି ରବି ବେହେରା କହିଛନ୍ତି ଯେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରି ପଞ୍ଚାୟତ ନିର୍ବାଚନକୁ ୪ ମାସ ଘୁଞ୍ଚାଇବା ପାଇଁ ନିବେଦନ କରିଛନ୍ତି ।...

ସୋଆ ପ୍ରଫେସର ଜିତିଲେ ସୁନ୍ଦରୀ ପ୍ରତିଯୋଗିତା

0

ଭୁବନେଶ୍ୱର : “ମିସେସ୍ ଇଣ୍ଡିଆ ୱାନ୍ ଇନ୍ ମିଲିୟନ୍‌-ଓଡ଼ିଶା ୨୦୨୧” ଟାଇଟଲ୍ ହାସଲ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ମନୀଷା ପ୍ରହରାଜ । ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ପ୍ରତିଯୋଗୀ ମନୀଷା ଏହି ସଫଳତା ସାଉଁଟିଛନ୍ତି । ନୂଆଦିଲ୍ଲୀର ଏକ ତାରକା ହୋଟେଲ୍‌ରେ ଚାରି ଦିନ ବ୍ୟାପୀ ଚାଲିଥିବା ଜାତୀୟ ସ୍ତରୀୟ ଏହି ସୁନ୍ଦରୀ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୭୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଗତ ଡିସେମ୍ବର ୨୪...

ବଜେଟ୍‍ ଅର୍ଥ ଖର୍ଚ୍ଚ ପାଇଁ ନିର୍ଦ୍ଦେଶନାମା

0

ଭୁବନେଶ୍ୱର : ଚିହ୍ନଟ ହୋଇଥିବା ଅଗ୍ରାଧିକାର କ୍ଷେତ୍ରରେ ଅର୍ଥ ଖର୍ଚ୍ଚକୁ ପ୍ରାଥମିକତା ଦେବାପାଇଁ ରାଜ୍ୟ ସରକାର ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ଅତିରିକ୍ତ ବଜେଟରେ ପ୍ରାୟ ୨୦ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ସେଥିପାଇଁ ଅଗ୍ରାଧିକାର କ୍ଷେତ୍ରରେ ଖର୍ଚ୍ଚକୁ ତ୍ୱରାନ୍ୱିତ ପାଇଁ ଅର୍ଥ ବିଭାଗ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରିବାବେଳେ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଅଗ୍ରାଧିକାର...

ଗାନ୍ଧୀ ବିରୋଧି ମନ୍ତବ୍ୟକୁ ନେଇ ଓଡିଶାରେ ପ୍ରତିକ୍ରିୟା

0

ଭୁବନେଶ୍ୱର : ଧର୍ମ ସଂସଦ ବାହାନାରେ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠିର ତଥାକଥିତ କିଛି ସାଧୁ ସନ୍ଥ ଯେପରି ଅପଶବ୍ଦ ପ୍ରୟୋଗକରି ସେମାନଙ୍କ ଅଜ୍ଞତା ଓ କୃତଘ୍ନତାର ପ୍ରମାଣ ଦେଇଛନ୍ତି ତାହାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି । କେବଳ ସେତିକି ନୁହେଁ ଏଭଳି ଛଦ୍ମବେଶୀ ସାଧୁ ସନ୍ଥଙ୍କ ଉଦ୍ଦେଶ୍ୟ ହୀନ ରାଜନୈତିକ ପ୍ରଣୋଦିତ ହୋଇଥିବା ଏବଂ ଏହା ମାଧ୍ୟମରେ ଦେଶବାସୀଙ୍କ ମନରେ ଆଘାତ ସୃଷ୍ଟି କରାଯାଇଥିବାରୁ ସେମାନଙ୍କୁ ଗିରଫ କରିବାଲାଗି ମଧ୍ୟ ପାଲଟା...

State Priority On Spending

0

Bhubaneswar: With the additional allocation of Rs 19,833 crore in the Supplementary Budget and nearing completion of the financial year 2021-22, the Department of Finance has fixed priority for spending by various Departments of the State Government. Vishal Kumar Dev, Principal Secretary Finance, has held discussions with senior officials of the Department of Finance, while reviewing expenditure of various development...

NGT Lauds OSPCB Achievements

0

Bhubaneswar: The National Green Tribunal Monday appreciated the achievements of the Odisha State Pollution Control Board(OSPCB). While complimenting the State for its accomplishments in management of the pollution as “remarkable achievements”, NGT Chairman Justice Adarsh Kumar Goel advised it to continue the efforts during an interactive session. He appreciated the performances of Odisha in monitoring of industrial affluent, and urban wastes. “The...