India U18 Girls Win Silver

0

Bhubaneswar: India on Sunday won a silver medal in the Asia Rugby U18 Girls Rugby Sevens Championship 2021, losing 21-17 to the United Arab Emirates in a well-fought final held at Tashkent, Uzbekistan. In the final, Nandini top-scored for India with seven points while Aditi Kumari and Tarulata Nair contributed five points each to the Indian score. Both teams scored...

ବିଏଚ୍‍ ସିରିଜ ପାଇଁ ଟିକସ କମିବା ଆଶଙ୍କା

0

ଭୁବନେଶ୍ୱର : ରାଜ୍ୟରେ ଭାରତ ସିରିଜର ଗାଡି ପଞ୍ଜିକରଣ ଚଳିତମାସ ୧୫ ତାରିଖରୁ ଆରମ୍ଭ ହୋଇଥିବାବେଳେ ଏଥିଯୋଗୁଁ ମୋଟରଯାନ ଟିକସ ଆଦାୟ ହ୍ରାସ ପାଇବାର ଆଶଙ୍କା ସୃଷ୍ଟି ହେଲାଣି । କାରଣ ଏହି ସିରିଜରେ ଗାଡି ପଞ୍ଜିକରଣ କରୁଥିବା ଅନେକ ଯାନ ମାଲିକ ଏବେ ସରକାରଙ୍କୁ ୧୫ବର୍ଷ ବଦଳରେ ମାତ୍ର ୨ବର୍ଷର ଟିକସ ଧରାଇବେ । କେନ୍ଦ୍ର ସରକାର ଆରମ୍ଭ କରିଥିବା ଭାରତ ସିରିଜ ଗାଡି ପଞ୍ଜିକରଣ ବ୍ୟବସ୍ଥା ଚଳିମାସ ୧୫ତାରିଖରୁ ଓଡିଶାରେ କାର୍ଯ୍ୟକାରୀ ହୋଇଛି । ତଦନୁଯାୟୀ ସେନା ଅଧିକାରୀ, ୪ରୁ ଅଧିକ...

ନିର୍ମାଣ ବେଳେ ଭଙ୍ଗାଯିବ ବେଆଇନ୍‍ କୋଠା

0

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଞ୍ଚଳରେ ବେଆଇନ୍‍ କୋଠା ବାଡି ନିର୍ମାଣ ବ୍ୟାପକ ସଂଖ୍ୟାରେ ହେଉଥିବାରୁ ଏହାର ନିୟନ୍ତ୍ରଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଅଣ୍ଟା ଭିଡିଛନ୍ତି । ନିର୍ମାଣ ଶେଷରେ ବେଆଇନ୍‍ କୋଠାବାଡି ଭାଙ୍ଗିବା କ୍ଷେତ୍ରରେ ଆଇନ୍‍ଗତ ପ୍ରତିବନ୍ଧକ ସୃଷ୍ଟି ହେଉଥିବାରୁ ନିର୍ମାଣ ଚାଲୁଥିବା ସମୟରେ ତାହାକୁ ଭାଙ୍ଗିବା ଲାଗି କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି । ପ୍ରାପ୍ତ ସୂଚନା ମୁତାବକ ବିଡିଏ ପ୍ରାୟ ୧୬୫୦ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ପ୍ଲାନ ଅନୁମୋଦନ କରିଛି । ଏଥି ମଧ୍ୟରୁ ଅନ୍ୟୁନ ୫୦୦ ଆପାର୍ଟମେଣ୍ଟରେ...

IMD Issues Rain Alert

0

Bhubaneswar: Odisha Government on Sunday received an alert from the India Meteorological Department(IMD) which forecast heavy rain in several districts till 21 September. Accordingly Special Relief Commissioner’s (SRC) Office in a letter to all the District Collectors said that the situation may be closely monitored and action as deemed necessary be taken in case of any eventuality. The IMD alert came...

ଡ୍ରେନରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର

0

ଭୁବନେଶ୍ୱର : ଆଜି ରାଜଧାନୀରେ ଜଣେ ଦଶମ ଶ୍ରେଣୀର ଛାତ୍ର ବର୍ଷାପାଣି ସୁଅରେ ଭାସି ଯାଇଛନ୍ତି । ବରମୁଣ୍ଡା ଗାଁର ଜ୍ୟୋତିପ୍ରକାଶ ବେହେରା ନାମକ ବାଳକ ଜଣଙ୍କ ଟିଉସନ ସାରଙ୍କ ନିକଟକୁ ସାଇକେଲରେ ଯାଉଥିବାବେଳେ ଦୁର୍ଭାଗ୍ୟ ବଶତଃ ଡ୍ରେନରେ ଖସି ପଡିଥିଲେ । ନିଖୋଜ ହେବାର ସାତ ଘଣ୍ଟାପରେ ବି ତାଙ୍କୁ ଖୋଜା ଚାଲିଛି । ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୨ଟା ୧୫ ସମୟରେ ସ୍ଥାନୀୟ ଶତାବ୍ଦୀ ନଗର ଠାରେ ବାଳକ ଜଣଙ୍କ ସାଇକେଲରେ ଯାଉଥିବାବେଳେ ଅସାବଧାନବଶତଃ ଡ୍ରେନରେ ଖସି ପଡିଥିଲେ...

୧୦ଦିନରେ ଆସୁଛି ଏକାଧିକ ଲଘୁଚାପ

0

ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ  ବଙ୍ଗୋପସାଗର ରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି ହେବାକୁ ଯାଉଛି | ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି  | ଗୋଟିଏ ଘୂର୍ଣି ବଳୟ ବର୍ତ୍ତମାନ ବଙ୍ଗୋପସାଗରରେ ରହିଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ  ଏକାଧିକ ଲଘୁଚାପ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି ବୋଲି ସିଇସି ର ନିର୍ଦେଶକ ଡ଼ଃ...

ଉପଯୁକ୍ତ ଚିକିତ୍ସା ଦ୍ୱାରା ଶିଶୁମାନେ କର୍କଟମୁକ୍ତ ହୋଇପାରିବେ

0

ଭୁବନେଶ୍ୱର : ଶିଶୁ ମାନଙ୍କ କ୍ଷେତ୍ରରେ କର୍କଟ ରୋଗର ଚିକିତ୍ସା କଷ୍ଟକର ହୋଇପାରେ କିନ୍ତୁ ନିରାଶାଜନକ ନୁହେଁ | ସଠିକ ସମୟରେ ଲକ୍ଷଣ ଚି଼ହ୍ନଟ, ଉପଯୁକ୍ତ ଚିକିତ୍ସା ଓ ପିତାମାତାଙ୍କ ଧର୍ଯ୍ୟ ରହିଲେ ଶିଶୁ କର୍କଟ ରୋଗରୁ ଆରୋଗ୍ୟ ମିଳି ପାରିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ପରିବାର କଲ୍ୟାଣ ନିର୍ଦେଶକ ଡ଼ଃ ବିଜୟ କୁମାର ପାଣିଗ୍ରାହୀ | ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ଆଇଏମଏସ ଓ ସମ ହସ୍ପିଟାଲ ଏବଂ ଇଣ୍ଡିଆନ ଆସୋସିଏସନ ଅଫ ପେଡ଼ିଆଟ୍ରିକ୍ସ (ଓଡିଶା ଶାଖା) ର...

ଓଆରଇଏଟିର ସ୍ଥାୟୀ କାର୍ଯ୍ୟାଳୟ ଉଦ୍‌ଘାଟିତ

0

ଭୁବନେଶ୍ୱର : ତୋଷାଳୀ ଭବନର ଏ-୧ ବ୍ଲକ,୭ମ ମହଲାରେ ଓଡିଶା ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ (ଓଆରଇଏଟି)ର ସ୍ଥାୟୀ କାର୍ଯ୍ୟାଳୟ ସୁପ୍ରିମ କୋର୍ଟର ମାନ୍ୟବର ବିଚାରପତି ନ୍ୟାୟମୂର୍ତି ବିନୀତ ସରଣଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ନ୍ୟାୟାମୂର୍ତି ଡଃ.ଏସ୍‌. ମୂରଲୀଧର ଏବଂ ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତି ଏସ୍‌.ସି.ପରିଜା ଉପସ୍ଥିତି ଥିଲେ । ପୂର୍ବରୁ ଏହି ରିଅଲ୍ ଇଷ୍ଟେଟ ଟ୍ରିବ୍ୟୁନାଲ କାର୍ଯ୍ୟାଳୟ ଫଚ୍ୟୁନ୍ ଟାୱାରରେ କାର୍ଯ୍ୟ କରୁଥିଲା । ଏହି...

Action Against Fake Certificate Holding Teachers

0

Bhubaneswar:Soon after getting instructions from the School and Mass Education Principal Secretary Satyabrata Sahu, the field level officers has started taking action against the teachers, who got appointment on the basis of fake certificates. In this regard, three Government school teachers in Jajpur district have been suspended for submitting fake OTET (Odisha Teacher’s Eligibility Test) certificates, said an official. Badachana Block...

OREAT Gets Permanent Office

0

Bhubaneswar: The Odisha Real Estate Appellate Tribunal (OREAT), established by the State Government to resolve issues related to real estate sector, gets its permanent office at Toshali Bhawan on Sunday. Justice Vineet Saran, Judge, Supreme Court inaugurated the office here in the presence of Dr Justice S Muralidhar, Chief Justice, Orissa High Court and Justice SC Parija, Chairman, Odisha Real...