CM Rejects Scholarship Slash

Chief Minister Naveen Patnaik has decided not to slash the Post-Matric Scholarship amount for Scheduled Caste(SC)  and Scheduled Tribe(ST) students."There will be no change in the amount of post-matric scholarship for SC & ST students," Chief Minister Mr.Patnaik said. CM Mr.Patnaik said the students will continue to get the same amount of scholarship as they availed in the previous academic...

Maoist Elimination On Track

0

DGP Abhay said the State Police was determined to completely eliminate the Maoists from “Swabhiman Anchal” in Malkangiri district. Mr.Abhay after making a visit to Gurasetu BSF’s Company Operating Base (COB), recently set up in the Maoist hotbed of Malkangiri district said this. The security personnel have set up at least seven COBs in the Swabiman Anchal, considered as the Hot Spot mostly...

Eco Retreats In December

With huge success scripted at Konark Eco Retreat Glamping Project, the State Government will organize such Projects in Five Places in Odisha during December 2020.The Eco Retreat will be organized at four diverse locations besides Konark – Bhitarkanika, Daringbadi, Hirakud and Satkosia. Vishal Dev, Secretary Tourism and Sports reviewed the management of Eco Retreat 2020 here on 7 November.State Government...

ଫାସ୍‍ ଟ୍ୟାଗ୍‍ ବାଧ୍ୟତାମୂଳକ ହେବ

0

ଆସନ୍ତାବର୍ଷ ଜାନୁୟାରୀ ପହିଲାରୁ ଟୋଲ ପ୍ଲାଜା ଗୁଡିକରେ ଫାସ୍‍ଟ୍ୟାଗ୍‍ ବାଧ୍ୟତାମୂଳକ ହେବ । ଏ ନେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛନ୍ତି । ଏପିରକି ୨୦୧୭ ଡିସେମ୍ବର ପହିଲା ପୂର୍ବରୁ ବିକ୍ରି ହୋଇଥିବା ଏମ୍‍ ଏବଂ ଏନ୍‍ ବର୍ଗର ପୁରୁଣା ମୋଟର ଯାନ (ଚାରି ଚକିଆ ଯାନ) ପାଇଁ ଏହା ଲାଗୁ ହେବ । ଏହି ପ୍ରସଙ୍ଗରେ ମନ୍ତ୍ରଣାଳୟ ପକ୍ଷରୁ ୬ ନଭେମ୍ବରରେ ବିଜ୍ଞପ୍ତି ଜାରି ହୋଇଛି । କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅନୁଯାୟୀ,...

ଚାରି ରାଜ୍ୟ ସହ ସୀମା ବିବାଦ

ଚାରିଟି ରାଜ୍ୟ ସହିତ ଓଡିଶାର ଦୀର୍ଘବର୍ଷରୁ ସୀମା ବିବାଦ ରହିଥିବାବେଳେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ବାରମ୍ବାର ଓଡିଶା ସୀମା ଭିତରେ ପଶି ଦାଦାଗିରି ଦେଖାଇ ସ୍ଥାନୀୟ ଲୋକଙ୍କୁ ହଇରାଣ ହରକତ କରିବା ଏକ ପ୍ରଥାରେ ପଡିଗଲାଣି । ଓଡିଶା ସରକାର ବାରମ୍ବାର ଏ ସଂକ୍ରାନ୍ତରେ ପ୍ରତିବାଦ କରୁଥିଲେ ମଧ୍ୟ ସୀମା ବିବାଦ ଆଳରେ ଏହି ପଡୋଶୀ ରାଜ୍ୟମାନେ ସାଧାରଣ ଲୋକଙ୍କ ଉପରେ ଜୁଲମ କରିବା କିନ୍ତୁ ଛାଡୁ ନାହାନ୍ତି ।ନିକଟରେ ଭୋଗରାଇ ଅଞ୍ଚଳର ଓଡିଶା ସୀମାନ୍ତବର୍ତ୍ତୀ ଗାଁରେ ପଶ୍ଚିମବଙ୍ଗ ପ୍ରଶାସନ ଜେସିବି ଲଗାଇ...

ଏବର୍ଷ ୫ଟି ସ୍ଥାନରେ ଇକୋ ରି ଟ୍ରିଟ୍‍

0

କୋଣାର୍କ ଠାରେ ସଫଳତାର ସହ ଆୟୋଜିତ ହୋଇଥିବା ଇକୋ ରିଟ୍ରିଟ୍‍ ଢାଞ୍ଚାରେ ଆସନ୍ତା ଡିସେମ୍ବର ମାସରେ ରାଜ୍ୟର ୫ଟି ସ୍ଥାନରେ ଅନୁରୂପ ପର୍ଯ୍ୟଟନ ମେଳା ଆୟୋଜନ ହେବ । କୋଣାର୍କ ସହିତ ଭତରକନିକା, ଦାରିଙ୍ଗିବାଡି, ହୀରାକୁଦ ଓ ସାତକୋଶିଆରେ ଏହା ଅନୁଷ୍ଠିତ ହେବବୋଲି ସୂଚନା ମିଳିଛି । ରାଜ୍ୟ କ୍ରୀଡା ଓ ପର୍ଯ୍ୟଟନ ସଚିବ ବିଶାଳ ଦେବ ଇକୋ ରି ଟ୍ରିଟ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ୨୦୧୯-୨୦ ବର୍ଷରେ କୋଣାର୍କ ବେଳାଭୂମିରେ ରାଜ୍ୟ ସରକାର ସଫଳତାର ସହ ରିଟ୍ରିଟ୍‍ ଆୟୋଜନ କରିଥିବାବେଳେ ଏହା...

Clean Puri Calling !

0

When Blawant Singh took over as Collector Puri, he made a pledge to keep Holy City Clean as the pilgrims were greeted with stinking garbage. Entire Holy City was is ill-maintained and foul smell emanates from the rotting garbage heaps. Be it the gates of 12th Century shrine of Lord Jagannath or the Golden Beach Coconut shells, vegetable waste, used plastic cups and...

ରାଜଧାନୀର ଗଳିକନ୍ଦିରେ ନିଶା କାରବାର

0

ରାଜଧାନୀର ରାଜରାସ୍ତା ଠାରୁ ଆରମ୍ଭକରି ଗଳିକନ୍ଦି ପର୍ଯ୍ୟନ୍ତ ଚାରିଆଡେ ଏବେ ଚୋରା ନିଶାର ପ୍ରାବଲ୍ୟ ବଢି ଚାଲିଛି । ଏଥିଯୋଗୁଁ ସାଧାରଣ ଲୋକଙ୍କ ଧନଜୀବନ ବିପନ୍ନ ହେବା ସହ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେଉଛି ଏବଂ ଦୁର୍ଘଟଣା ସମେତ ରୋଗବ୍ୟାଧି ବି ବ୍ୟାପୁଛି । ପ୍ରାୟ ପ୍ରତିଦିନ କମିଶନରେଟ ପୁଲିସ୍‍ ଗଞ୍ଜେଇ, ବ୍ରାଉନସୁଗାର ଓ ଅନ୍ୟାନ୍ୟ ଚୋରା ନିଶା ସାମଗ୍ରୀ ଜବତ କରୁଛି । ଏହା ସତ୍ୱେ ବି ନିଶା ପ୍ରସାର ନିୟନ୍ତ୍ରିତ ହେବା ପରିବର୍ତ୍ତେ ଲଗାମଛଡା ଭାବେ ବଢିଚାଲିଛି । କରୋନା ଲକ୍‍ଡାଉନ୍‍ ସମୟରେ...

ଛାତ୍ରଛାତ୍ରୀଙ୍କ ପାଠପଢାକୁ ନେଇ ପ୍ରଶ୍ନବାଚୀ

0

ରାଜ୍ୟରେ ବିଦ୍ୟାଳୟ ଖୋଲିବା ଏବେ ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଇଥିବାବେଳେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିଭଳି ପାଠ ପଢିବେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦିଓ ସରକାର ଅନ୍‍ଲାଇନ୍‍ରେ ପାଠପଢା ଜାରି ରହିବବୋଲି କହୁଛନ୍ତି ତେବେ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାର୍ଟଫୋନ୍‍ର ଅଭାବ ସାଙ୍ଗକୁ ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ୍‍ ସମସ୍ୟା ଏ କ୍ଷେତ୍ରରେ ବଡ ପ୍ରତିବନ୍ଧକ ସାଜିଛି । ଅନ୍‍ଲାଇନ୍‍ ପାଠପଢା ପାଇଁ ସ୍ମାର୍ଟଫୋନ୍‍ ଆବଶ୍ୟକ । ଏହା ମାଧ୍ୟମରେ ପିଲାମାନେ ସିଧାସଳଖ ଶିକ୍ଷକଙ୍କୁ ଦେଖି ପାଠ ପଢିବା ସହିତ ସେମାନଙ୍କ ଠାରୁ...

୩ଲକ୍ଷ ଟପିଲା କରୋନା

0
Covid-19

କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୩ ଲକ୍ଷ ଟପିଛି । ରାଜ୍ୟରୁ ୧୩୭୨ ନୂଆ କରୋନା ରୋଗୀ ଚିହ୍ନଟ ସହିତ ମୋଟ୍‍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦,୧୪୦କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।କରୋନା ତାଲିକାରେ ଖୋରଧା ଜିଲ୍ଲା ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରେ ସର୍ବାଧିକ ୪୯,୭୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକରେ ୨୬,୬୪୫, ଗଞ୍ଜାମରେ ୨୧,୩୬୩, ପୁରୀରେ ୧୨,୧୯୦, ମୟୁରଭଞ୍ଜରେ ୧୧,୯୦୭, ସୁନ୍ଦରଗଡରେ ୧୧,୬୮୨, ଯାଜପୁରରେ ୧୧,୧୦୨...