ପାଳନ ହେଉନି ମୁଖ୍ୟ ସଚିବଙ୍କ ମାର୍ଗଦର୍ଶିକା
ଭୁବନେଶ୍ୱର : ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କ ମାର୍ଗଦର୍ଶିକାର ସଂଖ୍ୟାଧିକ କ୍ଷେତ୍ରରେ ଠିକଣା ଅନୁପାଳନ ହେଉନାହିଁ । ଫଳରେ ଅଭିଯୁକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହୋଇପାରୁନଥିବାବେଳେ ସେମାନେ ଆଇନ୍ର ଗଳାବାଟ ଦେଇ ଖସିଯାଉଛନ୍ତି । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଥିବା କେନ୍ଦ୍ରୀୟ ଆଇନ୍ରେ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ପରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ସମୀକ୍ଷା କରିବାପାଇଁ ବ୍ୟବସ୍ଥା ରହିଥିବାବେଳେ ରାଜ୍ୟ ସରକାରଙ୍କ ଓଡିଶା ସିଭିଲ ସର୍ଭିସେସ୍ କ୍ଲାସିଫିକେସନ ଆଣ୍ଡ କଣ୍ଟ୍ରୋଲ ରୁଲ୍ସରେ କିନ୍ତୁ ଏଭଳି ବ୍ୟବସ୍ଥା ନାହିଁ । ସେହିପରି...
ଖଣି ଅନୁମତି ପ୍ରଦାନରେ ଓଡିଶା ଶୀର୍ଷରେ
ଭୁବନେଶ୍ୱର : ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ଖଣି ପ୍ରକଳ୍ପଗୁଡିକୁ ଅନୁମୋଦନ ଦେବାରେ ଗତ ୫ବର୍ଷରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ରହିଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏହି ସୂଚନା ଦେଇଛନ୍ତି । ସଂସଦରେ ଲିଖିତ ଭାବେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୬ଟି ଖଣି ଭିତ୍ତିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୬,୩୧୩.୧୭ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ଖଣି ପ୍ରକଳ୍ପକୁ ୨୦୧୬ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଅନୁମତି ପ୍ରଦାନ...
କ୍ରୀଡା ଭିତ୍ତିଭୂମିକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର : ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ସରକାର ୮୯ଟି ବହୁମୁଖୀ କ୍ରୀଡା ବିପର୍ଯ୍ୟୟ ଆଶ୍ରୟସ୍ଥଳ ଏବଂ ଚିକିତ୍ସାଳୟ ଉପଯୋଗୀ ଇନ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହାକୁ ଅନୁମୋଦନ ମିଳିଛି । ରାଜ୍ୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପରେ ନିର୍ମାଣ ହେବାକୁ ଥିବା ୮୯ଟି ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ପାଇଁ ୬୯୩କୋଟି ୩୫ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ଏହିକାର୍ଯ୍ୟ ୧୮ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ୫-ଟି...
ଗାନ୍ଧୀଜିଙ୍କ ଓଡ଼ିଶା ଆବିଷ୍କାର ପୁସ୍ତକ ଉନ୍ନୋଚିତ
ଭୁବନେଶ୍ୱର : ବାଗଦେବୀ ପ୍ରକାଶନ ପକ୍ଷରୁ ପ୍ରସ୍ତୁତ ପଞ୍ଚାନନ କାନୁନ୍ଗୋଙ୍କ ଦ୍ୱାରା ଲିଖିତ ଲୋକ ଇତିହାସ ମାଳାର ୪ର୍ଥ ଖଣ୍ଡ ଗାନ୍ଧୀଜୀଙ୍କ ଓଡ଼ିଶା ଆବିଷ୍କାର ପୁସ୍ତକକୁ ବିଶିଷ୍ଟ ମାର୍କସବାଦୀ ନେତା ଜନାର୍ଦ୍ଧନ ପତି ଆନୁଷ୍ଠାନିକ ଭାବେ ଲୋକାର୍ପଣ କରି କହିଲେ ଯେ, ଭାରତ ବର୍ଷରେ ସାଂପ୍ରଦାୟିକ ଶକ୍ତିମାନେ ଯେତେଚେଷ୍ଟା କଲେ ମଧ୍ୟ ଗାନ୍ଧୀବାଦର ମୃତ୍ୟୁ କରିପାରିବେ ନାହିଁ । ଭାରତବର୍ଷରେ ଯେତେଦିନ ପର୍ଯ୍ୟନ୍ତ ରାମଧୁନ ବଞ୍ôଚ ରହିଛି । ସେତେଦିନ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଭାରତ ବର୍ଷର ଜଗଗଣଙ୍କ ହୃଦୟରେ ରହିଥିବେ । ଓଡ଼ିଶା ପ୍ରଦେଶ...
ଏଆଇଏସ୍ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ପିତାମାତାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର : ମାତା ପିତାଙ୍କୁ ଈଶ୍ୱର ଏକ ମହତ୍ ଉଦ୍ଦେଶ୍ୟ ଓ କାର୍ଯ୍ୟ ସମର୍ପିଛନ୍ତି । ଏବଂ ସ୍ୱର୍ଗୀୟ ଭାବନାରେ ସିକ୍ତ ହୋଇ ଦିବ୍ୟ ଅନୁଭୂତିର ସେବାରେ ସେମାନଙ୍କୁ ନିୟୋଜିତ କରିଛନ୍ତି । ନିଜର ସନ୍ତାନମାନଙ୍କ ମଧ୍ୟରେ ଦିବ୍ୟ ଅନୁଭୂତି ଓ ଭାବନା ସୃଷ୍ଟି ସହ ସଠିକ୍ ଲାଳନପାଳନ ଦ୍ୱାରା ଜଗତକୁ ଏକ ଦିବ୍ୟ ଭୂମିରେ ପରିଣତ କରିବାକୁ ମାତାପିତା ସର୍ବଦା ଚେଷ୍ଟିତ ଥାଆନ୍ତି ଓ ଏହି କାର୍ଯ୍ୟ ଓ ତ୍ୟାଗର ତୁଳନା ନାହିଁ କିମ୍ବା ସେମାଙ୍କର କେହି ବିକଳ୍ପ ହୋଇ ପାରିବେ...
Odisha Tops Mining Projects Clearance
Bhubaneswar: Odisha has remained in top position at All India level in clearance of mining projects in protected forest areas in the past five years. Minister of State (MoS), Ministry of Environment, Forest and Climate Change, Ashwini Kumar Choubey told Rajya Sabha on Monday. Giving a written reply to the House, Choubey said mining projects in 16313.17 hectares of protected forest...
Centurion Bags Green Champion Award
Bhubaneswar: Centurion University has bagged the ‘One District One Green Champion’ Award by the Mahatma Gandhi National Council of Rural Education (MGNCRE), Union Ministry of Education, under Swachhta Action Plan 2020-21. Prof. Supriya Pattanayak, Vice Chancellor, Centurion University said “Along with technological and educational advancement, the University acknowledges the importance of environment and puts in concerted efforts towards achieving the...
Guv Honors Budding AIS Officers
Bhubaneswar: Governor Ganeshi Lal on Monday felicitates the parents of the candidates, who cleared the civic service examinations for All India Services (AIS) conducted by the UPSC. Nine candidates from Odisha have cleared the top most examination. Five have cleared the IAS while two cracked IPS and two others IFS. All the candidates along with their parents and other family...
Cabinet Clears Urban Sports Infra
Bhubaneswar: In a major boost to sports infrastructure in urban areas, the State Government on Monday decided to construct 89 multipurpose indoor stadiums at different urban areas of Odisha with an investment of Rs 693.35 crore. The State Cabinet headed by Chief Minister Naveen Patnaik has approved the proposal during a meeting held this evening through virtual mode. The 89 Multi-Purpose...
ବଦଳିଲେ ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାପାଳ
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଅଫିସର ସ୍ତରରେ ଛୋଟକାଟର ବଦଳି କରିଛନ୍ତି । ଏଥିରେ ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବଳି କରାଯାଇଛି । ଭଦ୍ରକ ଜିଲ୍ଲାପାଳ ଥିବା ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିବାବେଳେ ପଞ୍ଚାୟତିରାଜ ଓ ପାନୀୟଜଳ ନିର୍ଦ୍ଦେଶକ ଥିବା ଉମାକାନ୍ତ ତ୍ରିପାଠୀଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି । ସେହିଭଳି ଆୟୁଷ ନିର୍ଦ୍ଦେଶକ ଥିବା ତ୍ରିଲୋଚନ ମାଝିଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳ...