ଖଣିଜ ବିକାଶ ପାଇଁ ଓଡ଼ିଶାକୁ ପ୍ରଥମ ପୁରସ୍କାର
ଭୁବନେଶ୍ୱର : ଖଣିଜ ପଦାର୍ଥ ଉତ୍ତୋଳନ, ନିଲାମ ଓ ପରିଚାଳନାରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପ୍ରଦାନରେ ପ୍ରଥମ ପୁରସ୍କାର ଲାଭ କରିଛି l ଏ ବାବଦକୁ ରାଜ୍ୟ ୩ କୋଟି ଟଙ୍କାର ପ୍ରଥମ ପ୍ରାଇଜ ଗ୍ରହଣ କରିଛି l ଓଡିଶା ରାଜ୍ୟ ମାଇନ୍ସ ଏବଂ ମିନେରାଲ ଡେଭେଲପମେଣ୍ଟ ଆଣ୍ଡ ରେଗୁଲେସନ ଅଧିନିୟମ-୨୦୧୫ ଲାଗୁ ପରେ ଖଣିଜ ଆବଶ୍ଚନ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆସିଛି l ଓଡିଶା ୨୦୧୫- ୧୬ ବର୍ଷ ଠାରୁ ଖଣିଜ ବ୍ଳକଗୁଡିକର...
Team Excise On Arrest Spree
Bhubaneswar : State Excise detected a record number of 454 cases under NDPS Act with the arrest of 522 persons during the first quarter of the financial year 2022-23. However, only 129 cases and 152 persons were arrested during the same period of last year. This was known from the quarterly excise review meeting held under the chairmanship of Commissioner...
Biswal Is New PCCF
Bhubaneswar: Veteran Indian Forest Service (IFS) officer Debidutta Biswal has been appointed as the new Principal Chief Conservator of Forests (PCCF) and Head of Forest Force, Odisha. The General Administration and Public Grievances Department has issued a notification to this effect on Tuesday. Mr.Biswal, a 1988-batch IFS officer of Odisha cadre, has been promoted to the Apex Scale (Level-l7 in the...
ଜୁଲାଇ ୧୫ରେ ସ୍ୱତନ୍ତ୍ର ନିଯୁକ୍ତି ମେଳା
ଭୁବନେଶ୍ୱର : ଉଭୟ ଦିବ୍ୟାଙ୍ଗ ଏବଂ ଅଣ ଦିବ୍ୟାଙ୍ଗ ନିଯୁକ୍ତି ଆଶାୟୀଙ୍କ ଲାଗି ଭୁବନେଶ୍ୱରସ୍ଥିତ ଏନସିଏସସିଡିଏ (ଦିବ୍ୟାଙ୍ଗଜନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର) ପକ୍ଷରୁ ଏକ ସ୍ବତନ୍ତ୍ର ନିଯୁକ୍ତି ମେଳା ଅୟୋଜନ କରାଯିବ । ଆସନ୍ତା ୧୫ ତାରିଖରେ ବିଭିନ୍ନ ବର୍ଗରେ ୨୫୦ଟି ପଦବୀ ପାଇଁ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଭୁବନେଶ୍ବର ପୋଖରୀପୁଟ ଗଣ୍ଡମୁଣ୍ଡାସ୍ଥିତ (ମଧୁସୂଦନ ପାର୍କ ସମ୍ମୁଖ) ଏନସିଏସସିଡିଏ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୯ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ...
୨୦୨୫-୨୬ରେ ୨.୬୫ ଲକ୍ଷ କୋଟିର ବଜେଟ୍
ଭୁବନେଶ୍ୱର : ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ୍ ଆକାର ୨.୬୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତ ମଧ୍ୟମ ଅବଧି ଆର୍ଥିକ ଢାଞ୍ଚା (ଏମଟିଏଫ୍ଏଫ୍)ରେ ଏହି ଆକଳନ କରାଯାଇଛି । ରାଜ୍ୟ ଅର୍ଥ ବିଭାଗ ଆର୍ନ୍ତଜାତୀୟ ମୁଦ୍ରାପାଣ୍ଠିର ଆଞ୍ଚଳିକ ବୈଷୟିକ ସହାୟକ କେନ୍ଦ୍ର ସହ ଆଲୋଚନା କରି ଏହି ମଧ୍ୟମ ମିଆଦୀ ଅର୍ଥନୈତିକ ଢାଞ୍ଚା ପ୍ରସ୍ତୁତ କରିଛନ୍ତି । ଏଭଳି ଢାଞ୍ଚା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ବିଶେଷ ସହାୟକ ହେବା...
ବଢ଼ୁଛି ରକ୍ତହୀନତା ଓ ଅପପୁଷ୍ଟି
ଭୁବନେଶ୍ୱର : କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ପୁଷ୍ଟିହୀନତା ଓ ରକ୍ତହୀନତା ଏବେ ବି ପ୍ରମୁଖ ସମସ୍ୟା ହୋଇ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ବ୍ୟାପକ ଯୋଜନା ସତ୍ତ୍ୱେ ଏହି ସମସ୍ୟା କମିବା ପରିବର୍ତ୍ତେ ବଢ଼ି ଚାଲିଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ଗତ ଦୁଇଟି ରିପୋର୍ଟର ବିଶ୍ଲେଷଣରୁ ଏହି ଉଦ୍ବେଗଜନକ ତଥ୍ୟ ମିଳୁଛି । ୨୦୨୨ ବର୍ଷରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ର ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ୨୦୧୯-୨୧ ବର୍ଷର ସ୍ଥିତିକୁ ନେଇ କରାଯାଇଥିଲା...
2.65L Cr Budget By 2025-26
Bhubaneswar: The annual budget size of the State is estimated to reach around Rs 2.65 lakh crore in the financial year 2025-26, as per a medium-term fiscal framework (MTFF) developed by the Department of Finance. The Department of Finance(DoF), in consultation with the IMF’s South Asia Regional Training and Technical Assistance Center, has developed the MTFF to support annual budget...
Maha Lakshmi Offers Rasagolla
Puri:Rasagolla Diwas celebrated across the State on Tuesday marking the Trinity- Lord Balabhadra, Devi Subhadra and Lord Jagannath along with Sundarshana, returning to the main temple after 9-days Ratha Jatra, in a ritual called “Niladri Bije.” On Niladri Bije, according to legends, Maha Lakshmi, the consort of Lord Jagannath, gets angry as she was left out in the 12th century...
ବଢିଲା ଗୃହ ନିର୍ମାଣ ଋଣ ସହାୟତା
ଭୁବନେଶ୍ୱର : ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ ହାର ପରିମାଣ ମଧ୍ୟ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀ ମାନଙ୍କୁ ଦିଆଯିବ। ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି ଏବଂ ଏଥିରେ...
Look Out For Liu
Bhubaneswar: On the request of Economic Offences Wing (EOW) of Odisha Crime Branch, the Bureau of Immigration (BOI) has issued a look out circular against a Chinese national Liu Yi, the main accused in a fake mobile loan app scam. A Look Out circular is generally issued to alert immigration check posts at airports/seaports etc. to alert law enforcement agencies if...










