Travel Industry Laud In’tl Flight Reopen

0

New Delhi: The decision of the Government of India to reopen scheduled commercial international passengers services to / from India from 27 March, after a gap of two years, has been hailed and warmly by all the travel industry stakeholders of the country. The Directorate General of Civil Aviation had suspended operations of international commercial services with effect from...

PM Lauds Rahul

Modi Photo

New Delhi: Prime Minister Narendra Modi heaped praise for an Odia youth from Puri district for his initiative and efforts to clean plastic garbage from the  sea shore.  Prime Minister mentioned name of Rahul Maharana while addressing the ‘Mann Ki Baat’ programme. He cited the young man’s work who works as a security guard after completing his graduation.  “There is another...

ଲର୍ଣ୍ଣିଂ ଟ୍ରି ଏକାଡେମୀ ଉଦଘାଟିତ

0

ଆଠଗଡ଼  :  ତିଗିରିଆର ନୂଆସଡ଼କଠାରେ ସି.ବି.ଏସ୍.ଇ. ଅନୁବନ୍ଧିତ ବିଦ୍ୟାଳୟ ଲର୍ଣ୍ଣିଂ ଟ୍ରି ଏକାଡ଼େମୀକୁ  ମୁଖ୍ୟ ଶାସନ ସଚିବ  ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର  ଆଜି ଅପରାହ୍ନରେ ଉଦଘାଟନ କରିଛନ୍ତି ।  ନିଜର ଉଦ୍ଘାଟନୀ ଅଭିଭାଷଣରେ  ଶ୍ରୀ ମହାପାତ୍ର କହିଥିଲେ ଯେ ଗ୍ରାମାଞ୍ଚଳରେ ସି.ବି.ଏସ୍.ଇ. ଅନୁବନ୍ଧିତ  ବିଦ୍ୟାଳୟ ନୂତନତାର ବାର୍ତ୍ତାବହ । ଘରୋଇ ପ୍ରଚେଷ୍ଟାରେ  ପ୍ରତିଷ୍ଠିତ  ଏହି ବିଦ୍ୟାଳୟ  ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷାପ୍ରଦାନରେ  ବିଶେଷ ସହାୟକ  ହେବ ।  ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ  ଗ୍ରାମାଞ୍ଚଳରେ ପିଲାମାନଙ୍କୁ ସହରାଞ୍ଚଳର  ଯେ କୌଣସି ବିଦ୍ୟାଳୟ...

କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶା ଉପକୂଳ ଚାନ୍ଦୀପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀରୁ ମଧ୍ୟମ ଦୂରତାବିଶିଷ୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ (ଏମଆରସାମ) କ୍ଷମତା ଥିବା ଏହି କ୍ଷେପଣାସ୍ତ୍ରର ଦୁଇଟି ସଫଳ ଫ୍ଲାଇଟ୍‌ ଟେଷ୍ଟ ସମ୍ପାଦିତ ହୋଇଛି । ଏହା ହେଉଛି ଏମଆରସାମ୍‌ କ୍ଷେପଣାସ୍ତ୍ରର ଭାରତୀୟ ସେନା ସଂସ୍କରଣ । ଲାଇଭ୍‌ ଫାୟାରିଂ ପରୀକ୍ଷଣର ଅଂଶବିଶେଷ ସ୍ବରୂପ ଆକାଶ ମାର୍ଗରେ ଦ୍ରୁତବେଗରେ ଗତିଶୀଳ ହେଉଥିବା ଲକ୍ଷ୍ୟକୁ ଭେଦ କରିବା ଲାଗି କ୍ଷେପଣାସ୍ତ୍ରର...

ଭାଗ୍ୟଶାଳୀ ପ୍ରତାପ

ଭୁବନେଶ୍ୱର: ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ସମ୍ପ୍ରତି ଶେଷ ହୋଇଥିବା ସ୍ଥାନୀୟ ର୍ନିବାଚନରେ ବିଜେଡିର ଐତିହାସିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ଦୃଢ଼ ସାଂଗଠନିକ ଶକ୍ତି ଏବଂ ଶାସକ ଦଳର ରଣନୈତିକ ନିର୍ବାଚନ ପରିଚାଳନା ସହିତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗରିବ ଭୋଟରଙ୍କୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକୁ ଶ୍ରେୟ ଦିଆଯାଉଛି । ଏଥି ସହିତ ଦୁଇ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ପ୍ରତାପ ଜେନା ଜଣେ ଭାଗ୍ୟଶାଳୀ ବୋଲି ମଧ୍ୟ ପ୍ରମାଣିତ ହୋଇଛି । କ୍ଷେତ୍ର ସ୍ତରରେ ବିଭିନ୍ନ ଲୋକପ୍ରିୟ...

ଓଡ଼ିଶା ପାଇଁ ସିଡ୍‍ବିର ୧୦୦୦ କୋଟି ମଞ୍ଜୁର

0

ଭୁବନେଶ୍ୱର : ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗଗୁଡିକ (ଏମଏସ୍‍ଏମଇ) ପାଇଁ ଦେଶର ପ୍ରମୁଖ ଅର୍ଥ ଲଗାଣକାରୀ ସଂସ୍ଥା ସ୍ମଲ୍‍ ଇଣ୍ଡଷ୍ଟ୍ରିଜ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍‍ ଇଣ୍ଡିଆ (ସିଡ୍‍ବି) ଏହାର ସିଡ୍‍ବି କ୍ଲଷ୍ଟର ଡେଭଲପମେଣ୍ଟ ଫଣ୍ଡ ଯୋଜନା (ଏସସିଡିଏଫ୍‍) ଅଧୀନରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍‍କୋ) ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ୧୮ଟି ଏମଏସ୍‍ଏମଇ ଭିତ୍ତିଭୂମି ପ୍ରକଳ୍ପଗୁଡିକର ବିକାଶ ନିମନ୍ତେ ଓଡ଼ିଶା ସରକାରଙ୍କୁ ୮୩୭ କୋଟି ଟଙ୍କା ମଞ୍ଜୁର କରିଛି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ୫ଟି ନୂଆ ଏମଏସ୍‍ଏମଇ...

Pratap Jena ‘Lucky Charm’

Bhubaneswar: Among the reasons which are attributed for BJD’s historical success in the recently concluded local body elections both in rural and urban areas include popularity of Chief Minister Naveen Patnaik, robust organizational strength and well-oiled election machinery of the ruling dispensation and pro-people schemes targeting the rural and urban poor voters. The man who engineered effective implementation of various...

ବଳକା ଚାଉଳକୁ ନେଇ ଲଢେଇ ଜାରି

0

ଭୁବନେଶ୍ୱର : ଓଡିଶାରେ ଥିବା ବଳକା ଉଷୁନା ଚାଉଳ ଉଠାଇବା ସପକ୍ଷରେ କେନ୍ଦ୍ର ସରକାର ନଥିବାରୁ ଦୀର୍ଘଦିନ ଧରି ବିଜେଡି ସରକାର ଏ ନେଇ କେନ୍ଦ୍ର ସହିତ ଲଢେଇ ଜାରି ରଖିଛି । କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ରାଜ୍ୟସଭାରେ ଦେଇଥିବା ଲିଖିତ ଉତ୍ତରରୁ ଏହା ଜଣାପଡିଛି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପଚାରିଥିଲେ ଯେ ଏଫ୍‍ସିଆଇ ଓଡିଶାରୁ ଉଷୁନା ଚାଉଳ ଉଠାଇବାକୁ ମନାକରି ଦେଇଛି କି ? ଯଦି ହଁ, ତେବେ...

ବନ୍ଦର ପାଇଁ ବିପର୍ଯ୍ୟୟ ପରିଚାଳନା ଯୋଜନା

0
Dhamara Port

ଭୁବନେଶ୍ୱର : ବାତ୍ୟା ପ୍ରବଣ ଓଡିଶା ଉପକୂଳରେ ଥିବା ତିନିଟି ବନ୍ଦର ପାରାଦୀପ୍‍, ଧାମରା ଓ ଗୋପାଳପୁର ପାଇଁ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ହୋଇଛି । ଗତବର୍ଷ ଫେବୃଆରୀ ମାସରେ ଭାରତୀୟ ଜାହାଜ ଚଳାଚଳ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ପାରାଦୀପ୍‍ ବନ୍ଦରର ପ୍ରତି ଥିବା ବିପଦର ଆକଳନ କରାଯାଇଥିବା କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସଂସଦରେ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ପାରାଦୀପ୍‍ ବନ୍ଦର ବର୍ତ୍ତମାନ ବିପର୍ଯ୍ୟୟ...

Call On Prez Poll

0

Bhubaneswar: The hottest topic being discussed in the political circle now is whether the ruling Biju Janata Dal (BJD) supremo and Chief Minister Naveen Patnaik, after inflicting severe blows to opposition BJP and Congress in the recently concluded rural and urban polls in Odisha, will be successful in bailing out the Narendra Modi-Amit Shah duo in the next Presidential...