ସୋମବାର ଠାରୁ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ମନା

0

ଭୁବନେଶ୍ୱର : କରୋନା ସଂକ୍ରମଣ ଯୋଗୁଁ ଆସନ୍ତା ସୋମବାର ଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଏହି ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଭିତରେ ସେବକ ଓ କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଭକ୍ତଙ୍‍କ ପାଇଁ ଶ୍ରୀମନ୍ଦିର ଖୋଲା ହେବ କି ନାହିଁ ସେ ସଂକ୍ରାନ୍ତରେ ଆଜି ଛତିଶା ନିଯୋଗ ସହିତ ଶ୍ରୀମନ୍ଦିର ପ୍ରଶାସନ ବୈଠକ ବସିଥିଲା । ବୈଠକ ପରେ ପୁରୀ ଜିଲ୍ଲାପାଳ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ । ଜିଲ୍ଲାପାଳ...

BLUIS Gets Gold Award

Bhubaneswar: Bhubaneswar Land Use Intelligence System (BLUIS), a 5T project launched by Chief Minister Naveen Patnaik in July 2020, was conferred with the National e- Governance Gold category Award by Dr Jitendra Singh, Union Minister of Personnel at the 24th national conference on e-Governance at Hyderabad on Friday. The scheme is implemented by the General Administration and Public Grievance Department...

ଘର ପାଇଁ ୧୪୪୪ କୋଟି ଟଙ୍କାର ସହାୟତା

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ସମୁଦାୟ ୩୧ ଲକ୍ଷ ପରିବାରକୁ ୧୪୪୪ କୋଟି ଟଙ୍କାର ସହାୟତା ଦିଆଯାଇଛି। ଏହି ସହାୟତା ହିତାଧିକାରୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟରେ  ଜମା କରାଯାଇଛି। ସୂଚନାଯୋଗ୍ୟ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଗୃହ ନିର୍ମାଣ ଯୋଜନାର ହିତାଧିକାରୀମାନଙ୍କୁ ଘର ମରାମତି ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ଗତ ଡିସେମ୍ବର ୨୧...

କଟକ ରେଳ ଷ୍ଟେସନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ

କଟକ  : ମାନ୍ୟବର କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳେ କଟକ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଏବଂ ପରୀକ୍ଷେତ୍ରର ବିକାଶ ପାଇଁ ଶିଳାନ୍ୟାଶ କରିଛନ୍ତି ।କଟକ ଷ୍ଟେସନ ଦ୍ଵିତୀୟ ପ୍ରବେଶ ଓ ପରୀକ୍ଷେତ୍ରର ବିକାଶ କାର୍ଯ୍ୟ ମଧ୍ୟରେ ଦୁଇ/ ତିନି / ଚାରି ଚକିଆ ଯାନ ପାଇଁ ପାର୍କିଂ, ପିକଅପ୍ ଏବଂ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାଇଁ ପାର୍କିଂ, ଭିଆଇପି ଯାନ ଇତ୍ୟାଦି ସୁବିଧା ଥିବାବେଳେ ଚୌଡା ଆପ୍ରୋଚ୍...

Colleges, Varsities Shut Down

Bhubaneswar: With the rapid increase in Covid cases in Odisha, the State Government has decided to close down all colleges & universities and its hostels from January 10. “All colleges, universities, technical educational institutions (other than medical colleges, nursing colleges & institutions under control of Health & Family Welfare department) under the superintendence of Odisha government shall remain closed with...

Covid Heading Towards 3K

0

Bhubaneswar: With the passing of each day, Covid-19 cases in Odisha are touching new heights, making the health officials worry.   The cases on Friday crossed the 2500 mark and are heading towards 3,000. The infection trend indicated that the daily infection rate will touch the 3,000 mark in the next one or two days. On Friday, the State reported 2703...

State Backs Grameen Bank

0

Bhubaneswar: Department of Finance has requested all the Administrative Departments to channelize Government deposits through Utkal Grameen Bank (UGB). The shareholders of the UGB are Government of India holds 50 Percent,  State Bank of India 35 Percent and Government of Odisha 15 Percent. Due to previous orders issued on Government deposits on Banks, many State-run organizations have removed funds from the...

ସରକାରୀ ଟଙ୍କାଙ୍କୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ରଖ

0

ଭୁବନେଶ୍ୱର : ସରକାରୀ ଅର୍ଥକୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ (ୟୁଜିବି) ରେ ଜମା କର । ଅର୍ଥ ବିଭାଗ ପକ୍ଷରୁ ଏହି ମର୍ମରେ ବିଭିନ୍ନ ବିଭାଗଗୁଡିକୁ ଅନୁରୋଧ କରାଯାଇଛି । ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍‍ରେ କେନ୍ଦ୍ର ସରକାରଙ୍କ ୫୦ ପ୍ରତିଶତ, ଭାରତୀୟ ଷ୍ଟେଟ ବ୍ୟାଙ୍କ୍‍ର ୩୫ ପ୍ରତିଶତ ଓ ଓଡିଶା ସରକାରଙ୍କର ୧୫ ପ୍ରତିଶତ ଅଂଶଧନ ରହିଛି । ବ୍ୟାଙ୍କ୍‍ରେ ଅର୍ଥ ଜମା ନେଇ ରାଜ୍ୟ ସରକାରଙ୍କ ପୂର୍ବ ନିର୍ଦ୍ଦେଶ ଆଧାରରେ ଅନେକ ସରକାରୀ ସଂସ୍ଥା ୟୁଜିବିରୁ ନିଜ ନିଜ ଅର୍ଥ ଉଠାଇନେଇ ବିଭିନ୍ନ...

ଦୁଇ ସପ୍ତାହରେ ବିଗିଡିପାରେ କରୋନା ସଂକ୍ରମଣ

0

ଭୁବନେଶ୍ୱର : କରୋନା କଟକଣାର ଯେଭଳି ଖୋଲା ଉଲ୍ଲଙ୍ଘନ ହେଉଛି ତାହା ଅବ୍ୟାହତ ରହିଲେ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ସଂକ୍ରମଣ ସ୍ଥିତି ଢେର ବଢିଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । କଟକଣା ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ତୁହାକୁ ତୁହା ଘୋଷଣା କରାଯାଉଥିବାବେଳେ ଏହାର ଠିକଣା ଅନୁପାଳନ ହେଉନାହିଁ । ୨୦୨୦ ମାର୍ଚ୍ଚ ମାସରେ କରୋନା ନିୟନ୍ତ୍ରଣ ପାଇଁ ଜାରି କରାଯାଇଥିବା କର୍ଫ୍ୟୁ, ଲକଡାଉନ୍‍, ସଟ୍‍ଡାଉନ ଆଦି ବେଳେ ପୁଲିସ୍‍ ବେଶ୍‍ ସକ୍ରିୟ ଥିଲା । ରାସ୍ତାଘାଟକୁ ବାହାରୁଥିବା ଲୋକଙ୍କୁ ଧରି ଜୋରିମାନା...

Minister Flags Off Jerk Free Rail

0

Bhubaneswar: Union Railway Minister Ashwini Vaishnaw flagged off the Puri-Hatia-Puri Tapaswini Express with upgraded LHB Rake on Thursday from Bhubaneswar Railway Station. In a bid to provide better comfort and jerk free journey to the passengers, Indian Railway has decided to run 18452/18451 Puri-Hatia-Puri Tapaswini Express with modern Linke-Hofmann-Busch (LHB) coaches by replacing conventional coaches running at present. This facility...